Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିଖୋଜର ପାଞ୍ଚ ଦିନ ପରେ ପୋଖରୀରୁ ମିଳିଲା ୩ବର୍ଷ ଶିଶୁ କନ୍ୟାର ମୃତଦେହ

ନୟାଗଡ଼: ପାଞ୍ଚ ଦିନ ପରେ ମିଳିଲା ନିଖୋଜ ଶିଶୁ କନ୍ୟାର ମୃତଦେହ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବଧିପାଟଣା ଗାଁର ନିଖୋଜ ୩ବର୍ଷର ଝିଅର ମୃତଦେହ ଗାଁ ପୋଖରୀରୁ ଉଦ୍ଧାର ହୋଇଛି । ମୃତକ ହେଲେ ସଞ୍ଜୟ କୁମାର ସାହୁଙ୍କ ଝିଅ ହରପ୍ରିୟା ସାହୁ (ସ୍ୱାତୀ) । ଗତ ଶୁକ୍ରବାର ଦିନ ବାରିପଟେ ଖେଳୁଥିବା…

ରାଜ୍ୟ ସରକାରଙ୍କ କରୋନା ଟିକାକରଣ ପ୍ଲାନ୍, କେବଳ ଅନଲାଇନ୍ ପଞ୍ଜିକରଣ

ଭୁବନେଶ୍ୱର: କରୋନା ଟିକା ଆସିଲେ କେମିତି ବଣ୍ଟନ କରାଯିବ । ରାଜ୍ୟବାସୀଙ୍କୁ କେମିତି ମିଳିବ ଟିକା । ଏନେଇ ସରକାର ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । କେନ୍ଦ୍ର ନିୟମ ଅନୁସାରେ ଆଗୁଆ ନିଜ ନାମକୁ ପଞ୍ଜିକରଣ କରିବାକୁ ପଡିବ ବୋଲି କହିଛନ୍ତି ଡିଏମ୍‌ଇଟି ସି.ବି.କେ. ମହାନ୍ତି । ସେ…

ରିମାଣ୍ଡରେ ଗଲେ ପ୍ରଦୀପ ପାଣିଗ୍ରାହୀ, ଆକାଶଙ୍କ ସହ ହୋଇପାରେ ମୁହାଁମୁହିଁ ଜେରା

ଭୁବନେଶ୍ୱର: ଦୁଇ ଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରହୀ । ଜେରା ପାଇଁ ତାଙ୍କୁ ଝାରପଡ଼ା ଜେଲରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନିଆଯାଇଛି । ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ଟାଟାରେ ଚାକିରି ନାଁରେ ଠକେଇ ମାମଲାରେ…

ମହାମାରୀ ରାଜ୍ୟରୁ ନେଲା ଆଉ ୪ଜୀବନ, ମୃତ୍ୟୁସଂଖ୍ୟା ୧, ୮୧୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ଘଣ୍ଟାରେ ଆଉ ୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୩ଟି ଜିଲ୍ଲାର ସଂକ୍ରମିତ । ମୟୂରଭଞ୍ଜ ଜିଲ୍ଲାରୁ ଆଉ ଦୁଇ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଜଗତସିଂହପୁର ଓ…

ରାଜ୍ୟରୁ ୨୪ ଘଣ୍ଟାରେ ୩୦୦ କରୋନା ପଜିଟିଭ୍, ଅନୁଗୁଳରୁ ସବୁଠୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି ମହାମାରୀ । କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ତିନି ଶହ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୭୪ ଆକ୍ରାନ୍ତ । ଲୋକାଲ୍ କଣ୍ଟାକ୍ଟ କେସ୍ ୧୨୬ଟି ରହିଛି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୪୪ ଜଣ…

ପାନ ଦୋକାନୀ ନାଁରେ ଶହେ କୋଟିର ଜିଏସଟି ଠକେଇ

ରାଉରକେଲା: ପୁଣି ରାଉରକେଲାରୁ ସାମନାକୁ ଆସିଛି ବଡ଼ ଧରଣର ଜିଏସଟି ଠକେଇ। ଜଣେ ପାନ ଦୋକାନୀଙ୍କ ନାଣରେ ଶହେ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗ ଆସିଛି । ରାଉରକେଲା କୋଏଲନଗରର ଜଣେ ପାନ ଦୋକାନୀ କାର୍ତ୍ତିକ କମିଲାଙ୍କୁ ପାଖକୁ ଆସିଛି ୧୦୯ କୋଟି ଟଙ୍କା ଜିଏସଟି ଠକେଇ ନୋଟିସ। ପାନ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ, ଅନୁମତି ଦେଲେ କୋର୍ଟ

ଭୁବନେଶ୍ୱର: ଖୋଲିବ ଟାଟାରେ ଚାକିରି ନାଁରେ ଠକେଇର ଗୁମର । ଆକାଶ ପାଠକଙ୍କ ପରେ ତାଙ୍କର ଭାବି ଶ୍ୱଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୨ ଦିନିଆ ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ…

ସରକାରୀ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ସରକାରୀ ଶିକ୍ଷକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲାର ଜଣେ ସରକାରୀ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ସେ ହେଉଛନ୍ତି ଏ.ଏସ୍‌ ରାଉତପୁର ଜଙ୍ଗଲପାଡୁ ଗାଁର ଶିକ୍ଷକ ଦୁଷ୍ମନ୍ତ ନାୟକ । ଆଜି ସକାଳୁ ଏକକାଳୀନ ୧୨ଟି…

ଏକ୍ସପ୍ରେସ ଟ୍ରେନ୍ ରହଣି ଦାବିରେ ସମ୍ବଲପୁର ଜିଲ୍ଲା ବାମରାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ସମ୍ୱଲପୁର: ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ସମ୍ୱଲପୁର ଜିଲ୍ଲା ବାମରାରେ ବନ୍ଦ ପାଳନ । ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଆନ୍ଦୋଳନକାରୀ ସକାଳୁ ସକାଳୁ ରେଳରୋକ କରିଛନ୍ତି । ଫଳରେ ଏହି ରୁଟରେ ବାଧାପ୍ରାପ୍ତ ହୋଇଛି ଟ୍ରେନ ଚଳାଚଳ । ବହୁ ଟ୍ରେନ ବିଭିନ୍ନ ସ୍ଥାନରେ ଅଟକି ରହିଛି । ୩ଟି…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୬ଟି ସ୍ଥାନରେ ଏକକାଳୀନ ରେଡ୍

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ । ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁ ନାରାୟଣ ପ୍ରଧାନ । ଆଜି ସକାଳୁ ଭିଜିଲାନ୍ସ ଟିମ୍ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ନାରାୟଣ…