Latest Odisha News

BREAKING NEWS

Browsing Category

ଓଡିଶା

Odisha

କେବେ ଖୋଲିବ ଶ୍ରୀମନ୍ଦିର; ଆଜି ଦିନ ୧୨ ଟା ରେ ବସିବ ଛାତିଶା ନିଯୋଗ ବୈଠକ

ପୁରୀ: କେବେ ଖୋଲିବ ଶ୍ରୀମନ୍ଦିର? ଏ ସମ୍ପର୍କରେ ଆଜି ନିଆଯିବ ନିଷ୍ପତି । ଆଜି ମଧ୍ୟାହ୍ନ ୧୨ ଟାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି। ସୂଚନାନୁସାରେ, ଏହି ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହେବ । ପୂର୍ବରୁ ଏ…

ଟାଟା ଷ୍ଟିଲ୍ ଫାଉଣ୍ଡେସନର ଛେଳି ଚାଷ ଅଭିଯାନ; ୯୫୦ ପରିବାର ପାଇଁ ନିରନ୍ତର ଜୀବିକା ହାସଲରେ ହେଉଛି ସହାୟ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ୨୦୧୮ ପରଠାରୁ ଯୋଡ଼ାର ପଶୁପାଳନ ବିଭାଗ ସହଯୋଗିତାରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଗ୍ରାମାଂଚଳରେ ରହୁଥିବା ଲୋକମାନଙ୍କ ମଧ୍ୟରେ ବାଣିଜ୍ୟିକ ଛେଳି ଚାଷର ପ୍ରସାର କରାଯାଉଛି । ଏହି ଅଭିଯାନ ତ୍ୱରିତ ଆୟ ଉତ୍ସ ପ୍ରଦାନ କରି ୯୫୦ରୁ ଅଧିକ ପରିବାର…

ହାତଗଣ୍ଠିରୁ ହାତକଡି…

କଟକ: ବାହାବେଦୀରେ ପଡିସାରିଥିଲା ହାତଗଣ୍ଠି । ସରିଥିଲା ହୋମ । ସେତେବେଳେକୁ ପୋଲିସ ସହ ପହଞ୍ଚି ସାରିଥିଲେ ପ୍ରଥମ ପତ୍ନୀ । ଫଳରେ ବର ଜଣକ ନବବଧୂକୁ ନେଇ ଘରକୁ ଫେରିପାରିଲେନି । ଗଲେ ହାଜତକୁ । ଏଭଳି ଘଟଣା ଘଟିଛି କଟକ ମଧୁପାଟଣା ଥାନା ଅନ୍ତର୍ଗତ ସାର୍ତ୍ତୋଳ ଚଣ୍ଡୀ ମନ୍ଦିରରେ । ସୂଚନା…

କମ୍ବିଂ ବେଳେ ଯବାନଙ୍କୁ ସଫଳତା, ମହିଳା କ୍ୟାଡର ମାଓବାଦୀ ନିହତ

କଟକ: କମ୍ବି ଅପରେସନ୍ ବେଳେ ଯବାନଙ୍କୁ ମିଳିଛି ବଡ଼ ସଫଳତା । ଯବାନଙ୍କ ଗୁଳିରେ ଜଣେ କ୍ୟାଡର ମହିଳା ମାଓବାଦୀ ନିହତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳରେ କମ୍ବିଂ ଅପରେସନ୍ ବେଳେ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ୨ଟି ବନ୍ଧୁକ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୪୦୮ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…

‘ରେଣ୍ଡୋ ମାଝୀ-ଦି ହିଡେନ ଷ୍ଟୋରୀ ଅଫ୍ ୧୮୫୩’ର ଶୁଭ ମହୁରତ ଅନୁଷ୍ଠିତ

ଭବାନୀପାଟଣା: ସହିଦ ରେଣ୍ଡୋ ମାଝୀଙ୍କ ଜୀବନୀ ଓ ସଂଘର୍ଷକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର । ଏଥି ପାଇଁ ଭବାନୀ ପାଟଣାରେ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଫିଲ୍ମର ନାଁ ରହିଛି 'ରେଣ୍ଡୋ ମାଝୀ-ଦି ହିଡେନ ଷ୍ଟୋରୀ ଅଫ୍ ୧୮୫୩' । ଏହି ଅବସରରେ ଆୟୋଜିତ କାର୍ଯ୍ଯକ୍ରମରେ ଶକ୍ତି ମନ୍ତ୍ରୀ…

୨୦୨୩ ହକି ବିଶ୍ୱ କପ୍: ରାଉରକେଲା ଷ୍ଟା଼ଡିୟମ ପରିଦର୍ଶନ କଲେ ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ

ରାଉରକେଲା : ୨୦୨୩ରେ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଜି ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ ନରିନ୍ଦର ବାତ୍ରା  ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଟେକ୍ନିକାଲ୍ ଟିମ୍ ଓ ବହୁ ବରିଷ୍ଠ…

ପ୍ରଦୀପଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ ଭିଜିଲାନ୍ସ କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଆସନ୍ତା ୨୦୨୧ ମସିହା ଫେବ୍ରୁଆରୀ ୧୨ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି । ମୁଖ୍ୟମନ୍ତ୍ରୀ ନବୀନ…

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆ ଗବେଷକ ପ୍ରଫେସର ଶୁକ୍ଳା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଲାଙ୍କ ନାମ ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛି । ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଷୟବସ୍ତୁ…

ଭୁବନେଶ୍ୱର କଳିଙ୍ଗବିହାରରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯୁବକ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଥିବା ଜଣାପଡିଛି । ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟାର୍ଗେଟରେ ଥିବା ଯୁବକ । ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ବାଇକରେ ୩ ଜଣ…