Latest Odisha News

BREAKING NEWS

Browsing Category

ଓଡିଶା

Odisha

ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଉନ୍ମୋଚିତ

ଭୁବନେଶ୍ୱର : ଆଗକୁ ଆସୁଛି ନୂଆବର୍ଷ । ଏହି ଅବସରରେ ଦର୍ଶକଙ୍କୁ ସୁନ୍ଦର ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଭେଟି ଦେବାକୁ ଯାଉଛି ଶୁଭମ୍ ମ୍ୟୁଜିକ୍ । ଏହାର ମ୍ୟୁଜିକ୍ ଭିଡିଓର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବମ୍ବେର ପୂର୍ବତନ ପୋଲିସ କମିଶନର ତଥା ବିଜେଡି ନେତା ଅରୂପ…

ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ

କେନ୍ଦୁଝର: ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଅନ୍ୟ ଦୁଇ ଜଣେ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ…

ଜଗତସିଂହପୁରରୁ ୪ଲକ୍ଷ ୭୦ହଜାର ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଜଗତସିଂହପୁର: ପୁଣି ବ୍ରାଉନସୁଗର ଜବତ । ଜଗତସିଂହପୁର ଜିଲ୍ଲାରୁ ଜବତ ହୋଇଛି ବ୍ରାଉନସୁଗର । ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ୭୦ହଜାର ଟଙ୍କା ହେବ । ଏହି ଘଟଣାରେ ଦୁଇ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ଓ କୁସିଦା ଅଞ୍ଚଳରୁ ରେଡ୍ କରିଥିଲା…

ରାୟଗଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା ନେଲା ୨ ଶ୍ରମିକଙ୍କ ଜୀବନ, ୨ ଜଣ ଗୁରୁତର

ରାୟଗଡ଼ା: ଟ୍ରକ ଓ ଟ୍ରାକର ମଧ୍ୟରେ ଧକ୍କା । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ଜଣେ ଚ୍ରାକ୍ଟର ଡ୍ରାଇଭର ଓ ଜଣେ ଶ୍ରମିକ ଅଛନ୍ତି । ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟିରେ ଏହି ଦୁର୍ଘଟଣା ହୋଇଛି । ଏଥିରେ ଅନ୍ୟ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି ।…

ଆକାଶ ପାଠକଙ୍କୁ ଆଜିଠୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଖୋଲିବ ଆକାଶ ପାଠକଙ୍କ ଚାକିରି ଜାଲିଆଜିର ଗୁମର । ଅଧିକ ତଥ୍ୟ ହାସଲ ପାଇଁ ଆଜିଠାରୁ ତାଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୫ ଦିନ ଧରି ପଚରାଉଚରା କରିବେ କ୍ରାଇମବ୍ରାଞ୍ଚ ଅଧିକାରୀ । ରିମାଣ୍ଡରେ ନେବାକୁ ଗତକାଲିଅନୁମତି ଦେଇଥିଲେ ଏସଡିଜେଏମ୍ କୋର୍ଟ । ଆକାଶ ପୁନେ ଟାଟା…

ଗ୍ୟାଙ୍ଗଷ୍ଟର ‘ଡି’ ବ୍ରଦର୍ସଙ୍କ ଘରୁ ୮ ବନ୍ଧୁକ, ୫ଶହ ଗୁଳି ଜବତ; ଜେଲରୁ ଚଳାଉଛନ୍ତି ନେଟଓ୍ୱର୍କ

କଟକ: କଟକର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ ଧଳସାମନ୍ତ ବ୍ରଦର୍ସ ଏବେ ପୁଣି ଚର୍ଚ୍ଚାରେ । ଦୁଇ ଭାଇ ସୁଶାନ୍ତ ଓ ସୁଶୀଲ୍‌ ଧଳସାମନ୍ତ ଜେଲ୍‌ରେ ଥାଇ ଅପରାଧିକ ଗ୍ୟାଙ୍ଗ୍ ପରିଚାଳନା କରୁଥିବା ତଥ୍ୟ ସାମନାକୁ ଆସିଛି । ଖୋଳତାଡ ବେଳେ ଡି’ ବ୍ରଦର୍ସଙ୍କ କଟକ ସିଡିଏ ସ୍ଥିତ ଘରେ ରେଡ୍ ବେଳେ ବାକ୍ସ…

ଟୀକାକରଣ ପାଇଁ ରାଜ୍ୟର ପ୍ରସ୍ତୁତି ପ୍ରକ୍ରିୟା ଆଗୁଆ ସ୍ତରରେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ୍ ମୁକାବିଲାର ସମୀକ୍ଷା କରି ରାଜ୍ୟରେ କୋଭିଡ ମୁକାବିଲା କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ ଦୂରୀଭୂତ କରାଯାଇଛି । ଶୀତ ଋତୁର ଆଶଙ୍କା ମଧ୍ୟ…

ଭୁବନେଶ୍ୱରର ନୂଆ ଲ୍ୟାଣ୍ଡମାର୍କ ହେବ ବରମୁଣ୍ଡା ବସ୍ ଟର୍ମିନାଲ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସ୍‌ଷ୍ଟାଣ୍ଡ । ରାଜ୍ୟର ବିଭିନ୍ନ ସ୍ଥାନକୁ ଏଠାରୁ ବସ୍‌ ଚଳାଚଳ କରିଥାଏ । ହଜାର ହଜାର ଯାତ୍ରୀ ମଧ୍ୟ ପ୍ରତିଦିନ ବିଭିନ୍ନ ସ୍ଥାନକୁ ବସ୍‌ଯୋଗେ ଯାଇଥାନ୍ତି । ତେଣୁ ଏହାକୁ ଏକ ଅତ୍ୟାଧୁନିକ ରୂପ ଦେବାପାଇଁ କାମ…

ନୟାଗଡ଼ ଥାନା ଆଇଆଇସି ନିଲମ୍ବିତ, ବଦଳିଲେ ଏସଡିପିଓ

ନୟାଗଡ଼: ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ସରକାର ନୟାଗଡ ଥାନା ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବନ କରିଛନ୍ତି । ସେହିପରି ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢୀଙ୍କୁ କନ୍ଧମାଳ ଏସଡିପିଓ ଭାବେ ବଦଳି କରାଯାଇଛି । ଏନେଇ ପୋଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀ ମା’ଙ୍କୁ…

୧୨ ମାସ ଶିଶୁର ଖାଦ୍ୟନଳୀରୁ ସେଫ୍ଟିପିନ୍ ବାହାର କଲେ ସମ୍ ଅଲ୍ଟିମେଟ୍‌ର ସର୍ଜନ

ଭୁବନେଶ୍ୱର : ଏକ ବର୍ଷ ଶିଶୁର ଖାଦ୍ୟନଳୀରୁ ଗୋଟିଏ ଖୋଲା ସେଫ୍ଟିପିନ୍ ବାହାର କରି ପିଲାଟିର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର । ଏକ ବର୍ଷର ଶିଶୁର ଅୟାଂଶ କୁମାର ରାଉତର ପରିବାରବର୍ଗ ତା’ର ପ୍ରଥମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ରହିଥିବା ବେଳେ…