Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁଖ୍ୟସ୍ରୋତରେ ସାମିଲ ହେଲେ ମହିଳା ମାଓବାଦୀ; ଆତ୍ମ ସମର୍ପଣ ପରେ ମିଳିଲା ୪ ଲକ୍ଷ ଟଙ୍କା

କୋରାପୁଟ: ଜଣେ ମହିଳା ମାଓବାଦୀ କ୍ୟାଡର, ରାମୀ ମଡକାମି ବୁଧବାର ଦିନ କୋରାପୁଟ ଏସପି ମୁକେଶ କୁମାର ଭାମୋଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରାମୀ ଆତ୍ମସମର୍ପଣ କରିବା ସହ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ପାଇଛନ୍ତି। ପୋଲିସର ଏକ ବିଜ୍ଞପ୍ତି ଅନୁଯାୟୀ, ଆତ୍ମସମର୍ପଣ କରିବା…

ସବୁ ଜରୁରୀ ସେବା ପାଇଁ ଗୋଟିଏ ନମ୍ବର ‘୧୧୨’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର।ପୋଲିସ ପକ୍ଷରୁ ସବୁ ଜରୁରୀ ସେବା ପାଇଁ ଗୋଟିଏ ନମ୍ବର। ୧୧୨ ନମ୍ବରରୁ ମିଳିବ ସମସ୍ତ ପୋଲିସ ସେବା। ପୋଲିସ, ଆମ୍ବୁଲାନ୍‌ସ, ଦମକଳ…

ପାଠକ ବାପାପୁଅଙ୍କ ପାଇଁ ବଢ଼ିଲା ଅଡ଼ୁଆ; ଆସିଲା ଆଉ ଏକ ଠକେଇ ଅଭିଯୋଗ

ଭୁବନେଶ୍ୱର: ଗିରଫ ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପଠକ ଏବଂ ତାଙ୍କ ପୁଅ ଆକାଶ ପଠକଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପାଠକ ବାପପୁଅଙ୍କ ବିରୋଧରେ ରୁଜୁ ହୋଇଛି ଆଉ ଏକ ନୂଆ ଠକେଇ ମାମଲା । ଭୁବନେଶ୍ୱର ସ୍ଥିତ ଟ୍ରାଭେଲ ଏଜେନ୍ସି ‘ସ୍କାଏକିଙ୍ଗ’ର ପରିଚାଳନା ସହଯୋଗୀ ଅଭୟ ଏବଂ ଆକାଶଙ୍କ ବିରୋଧରେ ଖାରବେଳ…

ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ପାଇଁ ଏଥର ଇ-ଚାଲାଣ

ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଦେଉଥିବା ଜୋରିମାନା କାରବାରରେ ସ୍ୱଚ୍ଛତା ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଓଡିଶା ସରକାର। ବାଣିଜ୍ୟ ଏବଂ ପରିବହନ ବିଭାଗର ମହାନିର୍ଦ୍ଦେଶକ ଡିଜିପିଙ୍କୁ କୁ ଚିଠି ଲେଖି ଇ-ଚାଲାଣ ମାଧ୍ୟମରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ…

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସିନିଅର ଆସିଷ୍ଟାଣ୍ଟ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସିନିଅର ଆସିଷ୍ଟାଣ୍ଟ । ତାଙ୍କ ନାଁ ସଂଯୁକ୍ତ ଦାସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ଜାଗାରେ ରେଡ୍ ଚାଲିଛି । ସଂଯୁକ୍ତାଙ୍କ ଜଗତସିଂହପୁର ଜିଲ୍ଲା ସାତପୁରରେ ଥିବା ଦୁଇ ମହଲା ଘରେ ଚଢ଼ାଉ…

କଟକ IIFL ଲୁଟ୍ ଘଟଣାରେ ଆଉ ଦୁଇ ଜଣ ଗିରଫ

କଟକ: ନୂୟାସଡ଼କ IIFL ଫାଇନାନ୍ସ କମ୍ପାନୀରୁ ଲୁଟ୍ ଲୁଟ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ । ସେମାନେ ହେଲେ ଦେବାଶିଷ ହାଜରା ଓ ନୀଳମଣି ସାହୁ । ଦୁଇ ଅଭିଯୁକ୍ତ ଚଞ୍ଚକତା କରି ବ୍ୟାଙ୍କରୁ ସୁନା ହଡ଼ପ କରିବା ସହିତ ଋଣ କାରବାରରେ ସଂପୃକ୍ତ ଥିଲେ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ…

କଟକଣା ସତ୍ତ୍ୱେ ଖୋଲାଥିଲା ରାଜଧାନର ଏହି ସ୍କୁଲ; ସିଲ କଲା ବିଏମସି

ଭୁବନେଶ୍ୱର: କୋଭିଡ ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖାଯାଇଛି। ଅନଲାଇନର୍ବ ଚାଲିଛି ପାଠପଢା। ମାତ୍ର ସରକାରଙ୍କ ଏହି ନିର୍ଦେଶକୁ ଅବମାନନା କରି ବିଦ୍ୟାଳୟ ଖୋଲିଛନ୍ତି ଚିନ୍ତାମଣିଶ୍ବରସ୍ଥିତ ସାଇ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ କର୍ତ୍ତୃପକ୍ଷ।…

ଆଜିଠୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ, ନକ୍ସଲ ଅଧ୍ୟୁଷିତ ଜିଲ୍ଲା ସୀମା ସିଲ୍

ଭୁବନେଶ୍ୱର: ଆଜିଠାରୁ ନକ୍ସଲ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ଆସନ୍ତା ୮ ତାରିଖ ଯାଏ ଏହି ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମାଓ ଅଧ୍ୟୁଷିତ ଜିଲ୍ଲାରଗୁଡ଼ିକରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ସୀମାକୁ ସିଲ୍ କରି ଯାଞ୍ଚକୁ କଡ଼ାକଡ଼ି…

ରାଜ୍ୟରେ ଶୀତ ଲହରୀ; ୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ବର: ରାଜ୍ୟରେ ଧୀରେଧିରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ୪ ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି।ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮.୮ ରେକର୍ଡ ହୋଇଛି। ରାଜ୍ୟର ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି ସୋନପୁର। ୧୦ ଡିଗ୍ରି…

ସମ୍ପତ୍ତି ବିବାଦ: ବିବାହର ଗୋଟିଏ ଦିନ ପୂର୍ବରୁ ଯୁବକଙ୍କୁ ଗୁଳିମାଡ଼

ଗଞ୍ଜାମ: ଆଜି ବସିଥାନ୍ତେ ବେଦୀରେ କିନ୍ତୁ ଗୁଳିମାଡରେ ଆହତ ହୋଇ ଶୋଇ ରହିଛନ୍ତି ମେଡ଼ିକାଲ ବେଡ଼ରେ। ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ। ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳରେ ଘଟିଛି ଦୁଇ ଦୁଇତି ହୃଦୟ ବିଦାରକ ଘଟଣା। ପ୍ରଥମେ ବାଇକ୍‌…