Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ପତ୍ତି ବିବାଦ: ବିବାହର ଗୋଟିଏ ଦିନ ପୂର୍ବରୁ ଯୁବକଙ୍କୁ ଗୁଳିମାଡ଼

ଗଞ୍ଜାମ: ଆଜି ବସିଥାନ୍ତେ ବେଦୀରେ କିନ୍ତୁ ଗୁଳିମାଡରେ ଆହତ ହୋଇ ଶୋଇ ରହିଛନ୍ତି ମେଡ଼ିକାଲ ବେଡ଼ରେ। ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ। ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳରେ ଘଟିଛି ଦୁଇ ଦୁଇତି ହୃଦୟ ବିଦାରକ ଘଟଣା। ପ୍ରଥମେ ବାଇକ୍‌…

ଅଭୟକାନ୍ତ ଓ ପୁଅ ଆକାଶ ପାଠକଙ୍କ ନାଁରେ ଏତଲା

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ନାଁରେ ଭୁବନେଶ୍ୱର ଖାରବେଳନଗର ଥାନାରେ ଏତଲା। ସ୍କାଏ କିଙ୍ଗର ମ୍ଯାନେଜିଂ ପାର୍ଟନର ପ୍ରଭାସ ଚୌଧୁରୀ ଏତଲା ଦେଇଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ଆକାଶ ତାଙ୍କ ଜରିଆରେ…

ବିଶ୍ୱ ଏଡସ୍ ଦିବସ: ପ୍ରଥମଥର ପାଇଁ ଏଚ.ଆଇ.ଭି. ସିଫିଲିସ ଦ୍ୱୈତ ପରୀକ୍ଷଣ କିଟ ଲୋକାର୍ପିତ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ 

ଭୁବନେଶ୍ୱର: ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟରେ ଗର୍ଭବତୀ ମହିଳା ମାନଙ୍କର ଗୋଟିଏ ଥର ରକ୍ତ ନମୂନା ସଂଗ୍ରହରେ ଏଚ.ଆଇ.ଭି ଓ ସିଫିଲିସ ପରୀକ୍ଷା କରାଇବା ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ସହଯୋଗରେ ବିକଶିତ ଏଚ.ଆଇ.ଭି. ଓ ସିଫିଲିସ ଦ୍ୱୈତ ପରୀକ୍ଷଣ କିଟକୁ ମାନ୍ୟବର ସ୍ୱାସ୍ଥ୍ୟ ଓ…

ଖୋଲିଲା ପାଠକ ପେଡି: ଆକାଶଙ୍କ ଆକାଉଣ୍ଟରେ ୧୪.୭୭ କୋଟି

ଭୁବନେଶ୍ବର: ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ମିଛ ସାମ୍ରାଜ୍ୟର ପେଡି ଖୋଲିଛି ଭିଜିଲାନ୍ସ । ଆକାଶଙ୍କ ଆକାଉଣ୍ଟରେ ଜମା ଥିଲା ୧୪.୭୭ କୋଟି । ଆକାଶଙ୍କ ତିନିଟି ଆକାଉଣ୍ଟରେ ଟଙ୍କା ଜମା ହୋଇଥିଲା । ୯ କୋଟି ଟଙ୍କା ଜମା ଥିବା ପୂର୍ବରୁ ସୂଚନା ଦେଇଥିଲା ଭିଜିଲାନ୍ସ । ଭୁବନେଶ୍ବର ଓ…

ଓଡ଼ିଶା ଖଣି ନିଗମ ପାଇଁ ୨ଟି ଆପ୍ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଓଏମସିର କଷ୍ଟମର ଇଣ୍ଟିଗ୍ରେଟେଡ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ (ସିଆଇଏମ୍ଏସ୍) ଏବଂ ଷ୍ଟକ୍ୱାର୍ଡ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଏସ୍ଏମ୍ଏସ୍) ଭଳି ୨ଟି ଆପ୍ ଲଞ୍ଚ କରିଛନ୍ତି। ଏହି ଦୁଇ ଆପ ୫ଟି ଅନ୍ତର୍ଗତ…

ଆରମ୍ଭ ହେଲା କୋଣାର୍କ ମହୋତ୍ସବ; ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଓ ଭାରତନାଟ୍ୟମରେ ଶିବ ଆରାଧନା

କୋଣାର୍କ: ଓଡ଼ିଶା ପର୍ଯ୍ୟଟନ ବିଭାଗ ନିବେଦିତ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସହଯୋଗରେ ଆୟୋଜିତ କୋଣାର୍କ ଉତ୍ସବ ୨୦୨୦ ଉଦ୍‍ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ିଜିଟାଲ ମୋଡ୍‍ରେ ଶୁଭ ଉଦ୍‍ଘାଟନ କରି କୋଣାର୍କ ଉତ୍ସବର ସଫଳତା କାମନା…

ସୋଆରେ ପୂର୍ବାଂଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଏନ୍‌ଏସ୍‌ଏସ୍ ପ୍ୟାରେଡ କ୍ୟାମ୍ପ ଉଦ୍‌ଯାପିତ 

ଭୁବନେଶ୍ୱର: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ ନିମନ୍ତେ ନ୍ୟାସ୍‌ନାଲ୍ ସର୍ଭିସ ସ୍କିମ୍ (ଏନ୍‌ଏସ୍‌ଏସ୍‌)ର କଂଟିଜେଂଟ ଚୟନ ନିମନ୍ତେ ଆୟୋଜିତ ୧୦ ଦିନିଆ ପୂର୍ବାଂଚଳ ପ୍ରି ରିପବ୍ଲିକ୍ ଡେ କ୍ୟାମ୍ପ ଉଦ୍‌ଯାପିତ ହୋଇଯାଇଛି । ନଭେମ୍ବର ୨୨ ତାରିଖରୁ ଶିକ୍ଷା…

ଓଡ଼ିଶାରୁ ସୁସ୍ଥ ହେଲେ ୬୬୯ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୬୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1333757734416642048?s=19…

କରୋନା ସଂକ୍ରମଣରୁ ସୁସ୍ଥ ହେଲେ ୯୭ ବର୍ଷୀୟ ବୟୋଜ୍ୟେଷ୍ଠ ବ୍ୟକ୍ତି

ଭୁବନେଶ୍ୱର: କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ୯୭ ବର୍ଷୀୟ ବୟୋଜ୍ୟେଷ୍ଠ ବ୍ୟକ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ନଟବର ଦାଶ। କଟକ ଜିଲ୍ଲା କିଶୋର ନଗର ଅଂଚଳର ନଟବର କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ତାଙ୍କର ଶ୍ୱାସ…

ବୋମା ବିସ୍ଫୋରଣରେ ବାଇକ ଚାଳକ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲିକୋଟ ନିକଟ ନିର୍ମଲଝର ଅଞ୍ଚଳରେ ମଙ୍ଗଳବାର ଦିନ ବିସ୍ଫୋରଣ ଘଟି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗୋଟିଏ ମୋଟର ସାଇକେଲରେ ଦୁଇ ଜଣ ବ୍ୟକ୍ତି ଯାଉଥିବା ବେଳେ ନିର୍ମଳଝର ଛକ ନିକଟରେ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ସେମାନେ ରାସ୍ତାରେ…