Latest Odisha News

BREAKING NEWS

Browsing Category

ଓଡିଶା

Odisha

କ୍ୟାପିଟାଲ ହସ୍ପିଟାଲରେ ଏମଆରଆଇ ସ୍କାନ ସେବା ଲୋକାର୍ପିତ

ଭୁବନେଶ୍ୱର: ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲରେ ଏମଆରଆଇ ପରୀକ୍ଷଣ ସୁବିଧା ଲୋକାର୍ପିତ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ। ଏହି ବ୍ୟବସ୍ଥାରେ ମସ୍ତିଷ୍କର ଆନଜିଓ, ଭେନୋଗ୍ରାମ୍, ଅରବିଟ୍, ମେରୁଦଣ୍ଡ, ମଣିବନ୍ଧ, କହୁଣୀ, କାନ୍ଧ, ମୁହଁ ଓ ବେକ, ତଳିପେଟ,…

ଓଡ଼ିଶାରୁ ଆଉ ୭୩୭ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୩୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଖୋର୍ଦ୍ଧାରୁ ୭୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୪୪…

ରାଜଧାନୀରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ଉପରେ କଟକଣା

ଭୁବନେଶ୍ୱର: ନଭେମ୍ବର ୩୦ରେ କାର୍ତ୍ତିକ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ରାଜଧାନୀର ବିନ୍ଦୁସାଗର ତଥା ଅନ୍ୟାନ୍ୟ ଜଳାଶୟରେ ପାଳନ ନେଇ କଟକଣା ଲଗାଯାଇଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ଏନେଇ…

ରାତି ପାହିଲେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ: ପୁରୀରେ ଲାଗୁ ହେଲା ୧୪୪ ଧାରା

ପୁରୀ: ରାତି ପାହିଲେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେବ ଅଲୌକିକ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେଉଛି । ଶୁକ୍ରବାର ଭୋର୍ ୪ ଟା ରୁ ସକାଳ ୭ଟା ଯାଏ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଯୋଦ୍ଧା ବେଶ କରାଯିବ । ହେଲେ କରୋନା କଟକଣା…

କେୟାର ହସ୍ପିଟାଲସ୍ ପକ୍ଷରୁ ଭୁବନେଶ୍ୱରରେ ବିରଳ ୟୁନିକମ୍ପାର୍ଟମେଂଟାଲ ଆଣ୍ଠୁ ରିପ୍ଲେସ୍‌ମେଂଟ୍ ସର୍ଜରି ସମ୍ପାଦିତ

ଭୁବନେଶ୍ୱର: ଡକ୍ଟର ସନ୍ଦୀପ ସିଂହଙ୍କ ନେତୃତ୍ୱରେ କେୟାର ହସ୍ପିଟାଲସ୍‌ର ଅସ୍ଥିଶଲ୍ୟ ସର୍ଜନମାନଙ୍କ ଏକ ଟିମ୍ ପକ୍ଷରୁ ଭୁବନେଶ୍ୱରରେ ଏକ ବିରଳ ୟୁନିକମ୍ପାର୍ଟମେଂଟାଲ ନି ରିପ୍ଲେସମେଂଟ୍ (ୟୁକେଆର୍‌) ସର୍ଜରି କରାଯାଇଛି । ଏହି ନି ରିପ୍ଲେସମେଂଟ୍ ସର୍ଜରି ସମୟରେ ନଷ୍ଟ ହୋଇଯାଇଥିବା ହାଡ଼ ଓ…

ପରୀ ପରିବାରକୁ ଉପଯୁକ୍ତ ନ୍ୟାୟ ମିଳୁ: ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ପବର: ଗତ ତିନି ଦିନ ଧରି ପରୀ ମୃତ୍ୟୁ ପ୍ରସଙ୍ଗରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ବିଧାନସଭାରେ ଏ ନେଇ ମୁହଁ ଖୋଲିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି, 'ପରୀ ମୃତ୍ୟୁ ଘଟଣା ମତେ ମର୍ମାହତ କରିଛି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଦାଯିତ୍ବ ନେଇଥିବା ବେଳେ ମୋର ପୂରା…

ଏଥର ସ୍ୱଚ୍ଛ ସର୍ବେକ୍ଷଣରେ ରାଉରକେଲା ମହାନଗର ନିଗମ ପାଇଁ ନୂତନ ଦିଗନ୍ତ

ରାଉରକେଲା: ସହରର ପରିମଳ ବ୍ୟବସ୍ଥା ପରିଚାଳନା ଦିଗରେ ରାଉରକେଲା ମହାନଗର ନିଗମ ଏକ ବଳିଷ୍ଠ ପଦକ୍ଷେପ ନେବାକୁ ଯାଉଅଛି। ନିଜସ୍ୱ ବ୍ୟବସ୍ଥା ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନଙ୍କ ଆର୍ଥିକ ସହଯୋଗରେ ସୁନ୍ଦରଗଡ ନିଗମ ୮୩ଟି ନୂତନ ଯାନ ସାମଗ୍ରିକ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ବ୍ୟବହାର…

ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦ ଡକରାର ପ୍ରଭାବ

ଭୁବନେଶ୍ୱର: ଓଡ଼ିଶାରେ ପଡ଼ିଛି ଟ୍ରେଡ ୟୁନିୟନ ଦେଇଥିବା ଭାରତ ବନ୍ଦ ପ୍ରଭାବ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିଲା ଧର୍ମଘଟ । ରାସ୍ତାକୁ ଓହ୍ଲାଇଥିଲେ ବିକ୍ଷୋଭକାରୀ । ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ । କେଉଁଠି ଟାୟାର ଜାଳି ରାସ୍ତାରୋକ କରିଥିଲେ । ଚକ ବନ୍ଦ, ଅଖ…

ଅମାପ ସମ୍ପତ୍ତିର ଅଧିକାରୀ IFS ଅଫିସର ଅଭୟକାନ୍ତ ପାଠକ, ସରୁନି ହିସାବ

ଭୁବନେଶ୍ୱର: ଅଚଳାଚଳ ସମ୍ପତ୍ତିର ଅଧିକାରୀ ଆଇଏଫଏସ୍ ଅଫିସର ଅଭୟକାମ୍ତ ପାଠକ । ଦୁଇ ଦିନ ହେବ ତାଙ୍କ ସମ୍ପତ୍ତିର ହିସାବ ସରୁନି । ଆଜି ବି ଦ୍ୱିତୀୟ ଦିନରେ ଚଢ଼ାଉ ଜାରି ରଖିଛି ଭିଡଜିଲାନ୍ସ ଟିମ୍ । ୩୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଓଡ଼ିଶା ସମେତ ଦେଶର ୫ଟି ରାଜ୍ୟରେ ଥିବା ଘର ଓ ଅଫିସରେ…

କଟକ ବାଦାମବାଡ଼ିରେ ଜଳିଗଲା ବସ୍

କଟକ: ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସରେ ଲାଗିଲା ନିଆଁ । କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ପାଲାମଣ୍ଡପ ପାଖ ପୁରୀ ବସଷ୍ଟାଣ୍ଡରେ ହୋଇଛି ଏହି ଅଗ୍ନିକାଣ୍ଡ । ନିଆଁ ଲାଗି ଗୋଟିଏ ବସ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ଏତେ ଜୋରରେ ନିଆଁ ଲାଗିଛି…