Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ପରୀ’ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ: ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଜିଦରେ ଅଟଳ ବିରୋଧୀ

ଭୁବନେଶ୍ୱର: ବିଧାନସଭାରେ ଥମୁନି ‘ପରୀ’ ହତ୍ୟା । ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରେ ଆଜି ପୁଣି ହୋହଲ୍ଲା କରିଛନ୍ତି ବିରୋଧୀ । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଜିଦରେ ଅଡ଼ି ବସିଛନ୍ତି । ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ନାରାବାଜି ଆରମ୍ଭ କରିଦେଇଥିଲେ ବିରୋଧୀ ବିଜେପି ଓ…

ନୟାଗଡ଼ ଯିବେ ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା, ପରୀ ହତ୍ୟାର କରିବେ ଅନୁଧ୍ୟାନ

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାକୁ ନେଇ ଏବେ ରାଜ୍ୟରେ ହଇଚଇ । କ୍ରାଇମବ୍ରାଞ୍ଚକୁ ତଦନ୍ତ ରକିବାକୁ କହିଛନ୍ତି ରାଜ୍ୟ ସରକାର । ଆଜି ହତ୍ୟାକାଣ୍ଡ ମାମଲାର ଅଗ୍ରଗତିର ଅନୁଧ୍ୟାନ ପାଇଁ ନୟାଗଡ଼ ଯାଉଛନ୍ତି ରାଜ୍ୟ ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା । ଯଶଓ୍ୱନ୍ତ ଜେଠଓ୍ୱା…

ରତ୍ନସିଂହାସନରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସଂପନ୍ନ

ପୁରୀ: ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ଶ୍ରୀଜିଉମଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ନାଗାର୍ଜୁନ ବେଶ ନେଇ ବିଳମ୍ୱ ହୋଇଥିଲା । ପ୍ରାୟ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଶ କାର୍ୟ୍ୟ । ଭୋର ୪ଟା ପରିବର୍ତ୍ତେ ସକାଳ ୭ଟାରେ ଆରମ୍ଭ ହୋଇଥିଲା ବେଶ…

ବେକରେ ଫାଶି ଲଗାଇ ଆତ୍ମହତ୍ୟା କଲା ନାବାଳିକା; କାରଣ ଅସ୍ପଷ୍ଟ

ଯାଜପୁର: ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ୧୦ମ ଶ୍ରେଣୀ ଛାତ୍ରୀ। ଏଭଳି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କଷାପା ପଞ୍ଚାୟତର କମାଳପୁର ଗାଁରେ। ୧୪ ବର୍ଷର ଏହି ନାବାଳିକା ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।…

ବୀର ବେଶରେ ମହାପ୍ରଭୁ: ବାଲିରେ ଶୋଭାପାଉଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନାଗାର୍ଜୁନ ବେଶ

ପୁରୀ: କରୋନା ଏଥର ଭକ୍ତ ଓ ଭଗବାନଙ୍କ ଭିତରେ ଲକ୍ଷ୍ମଣଗାର ଟାଣିଲା । ଶ୍ରୀଜିଉଙ୍କର ଦୁର୍ଳଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ । କିନ୍ତୁ ବାଲିରେ ମହାପ୍ରଭୁଙ୍କ ଏହି ବୀର ବେଶକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ…

କୋରାପୁଟରୁ ପୁଣି ଜବତ ହେଲା ୨୧୧ କେଜିର ଗଞ୍ଜେଇ : ଜଣେ ଗିରଫ

ସୁନାବେଡ଼ା: ଗଞ୍ଜେଇ ଭଳି ନିଶା ଦ୍ରବ୍ୟ ଧରପଗଡ଼ରେ ତତ୍ପରତା ଦେଖାଇଛି ପୋଲିସ ବିଭାଗ। ପ୍ରତିଦିନ ପ୍ରାୟ ଗଞ୍ଜେଇ ଜବତ ଖବର ଆସୁଥିବା ବେଳେ କୋରାପୁଟ ଜିଲ୍ଲାର ସୁନାବେଡା ଅଞ୍ଚଳରୁ ଜବତ ହୋଇଛି ପ୍ରାୟ ୨୧୧ କେଜି ଗଞ୍ଜେଇ। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇସୁନାବେଡ଼ା ପୁଲିସ୍ ପନ୍ଥିକା…

ନାଗାର୍ଜୁନ ବେଶରେ ଦିବ୍ୟ ଦୃଶ୍ୟ: ଶ୍ରୀମନ୍ଦିର ଚାରିପଟେ ଇନ୍ଦ୍ରଧନୁ ବଳୟ

ପୁରୀ: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଆଜି ଆସିଛି ସେଇ ଦିବ୍ୟ ସଂଯୋଗ। ମହାବହୁଙ୍କର ଆଜି ସେହି ଅପୂର୍ବ ଓ ଅଲୌକିକ ବେଶର ଦିନ। ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଚତୁର୍ଦ୍ଧା ମୂର୍ତ୍ତି। ଆଜିର ଏହି ଦିବ୍ୟ ଅବସରରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ବିରଳ ଦୃଶ୍ୟ। ଦେଉଳ…

ବଡ଼ ଠାକୁରଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ; ଯୋଦ୍ଧା ବେଶରେ ଚତୁର୍ଦ୍ଧା ମୂର୍ତ୍ତି

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ପରେ ଘଟିଛି ମହା ସଂଯୋଗ। ଅପୂର୍ବ ରୂପ, ଅସାଧାରଣ ଲୀଳା। ଆଜି ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ବୀର ବେଶରେ ସଜେଇ ହେବେ ବଡ଼ ଠାକୁର। ଯୋଦ୍ଧା ସାଜିବେ କଳାଠାକୁର। ଅସ୍ତ୍ରଶସ୍ତ୍ର ଧରିବେ ଚତୁର୍ଦ୍ଧା ମୂର୍ତ୍ତି। ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ…

ଓଡ଼ିଆ ସଂସ୍କୃତିରେ ମୁରୁଜ

ଭୁବନେଶ୍ୱର: ହିନ୍ଦୁ ପରମ୍ପରାର ପୂଜା ପଦ୍ଧତି ସହ ମୁରୁଜ ଅଙ୍ଗାଙ୍ଗି ଭାବେ ଜଡ଼ିତ । ଦେବାଦେବୀଙ୍କ ଆରାଧନା ଓ ଅନ୍ୟ ଶୁଭ କାର୍ଯ୍ୟ ଯଥା ଯଜ୍ଞ, ବିବାହ, ବ୍ରତଘର ଓ ପୂର୍ବ ପୁରୁଷଙ୍କୁ ପିଣ୍ଡଦେବା ସମୟରେ ମୁରୁଜ ବ୍ୟବହାର କରାଯାଇଥାଏ । ଇତିହାସ କହେ ମହେଞ୍ଜୋଦାରୋ ଏବଂ ହରପପା ସଭ୍ୟତା ସମୟରେ…

ଶୁଭା ଶର୍ମାଙ୍କ ଉପନ୍ୟାସ ‘ଦି ଆୱାସ୍ଥିସ୍ ଅଫ୍ ଆମ୍‌ନଗ୍ରି’ ଉନ୍ମୋଚିତ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସିକା ତଥା ସୁଲେଖିକା ଶୁଭା ଶର୍ମାଙ୍କ ନୂତନ ଉପନ୍ୟାସ ‘ଦି ଆୱାସ୍ଥିସ୍ ଅଫ୍ ଆମ୍‌ନଗ୍ରି’ ଉନ୍ମୋଚିତ ହୋଇଯାଇଛି । ଆଜି ଭୁବନେଶ୍ୱରଠାରେ ଆୟୋଜିତ ଅନ୍‌ଲାଇନ୍ ଉତ୍ସବରେ ଜ୍ଞାନପୀଠ ଓ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଲେଖିକା ଡ. ପ୍ରତିଭା ରାୟ ଏହି ପୁସ୍ତକକୁ ଉନ୍ମୋଚନ…