Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜଗତପୁରରେ ନକଲି ପାନମସଲା କାରଖାନା ଉପରେ ପୋଲିସର ଚଢ଼ାଉ

କଟକ: କଟକଜଗତପୁର ଫେଜ୍‌-୩ରେ ଚାଲୁଥିବା ଏକ ନକଲି ପାନମସଲା(ଜର୍ଦ୍ଦା) କାରଖାନା ଉପରେ ପୁଲିସ ଚଢ଼ାଉ କରିଛି। ଚଢ଼ାଉ ସମୟରେ ବିପୁଳ ପରିମାଣରେ କଞ୍ଚାମାଲ୍‌, ପ୍ରସ୍ତୁତ ମସଲା ଓ ମେସିନ ଜବତ କରାଯାଇଥିବା ସୂଚନା ମିଳିଛି। ନକଲି କାରଖାନାର ମାଲିକ ଓ କର୍ମଚାରୀ ଘଟଣାସ୍ଥଳରୁ ଫେରାର…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ନିଭାର’, କାଲି କରିବ ହିଟ୍

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଡିପ ଡିପ୍ରେସନ୍ ନେଇଛି ସାମୁଦ୍ରିକ ଝଡ଼ ‘ନିଭାର’ର ରୂପ ନେଇଛି । ଆଗକୁ ଅଧିକ ଘନୀଭୂତ ହେବ । ସାଇକ୍ଲୋନିକ ଷ୍ଟର୍ମ ଏବେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ଓ ପୁଡୁଚେରୀ ମୁହାଁ ହୋଇଛି । ଆଗାମୀ ୧୨ ଘଣ୍ଟାରେ ସିଭଅର…

ଯୌତୁକ ଯୁଇରେ ଜଳିଲେ ଆଉ ଜଣେ ବଧୂ; ସ୍ୱାମୀ, ଶାଶୁ ଓ ଶ୍ବଶୁର ଗିରଫ

ପୁରୀ: ଯୌତୁକ ଯୁଇରେ ଜଳିଗଲେ ଆଉ ଜଣେ ବଧୂ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା କୁମ୍ଭାରପଡା ଅଞ୍ଚଳରେ। ସ୍ଥାନୀୟ ସମୁଦ୍ରକୂଳ ଥାନାରେ ଯୌତୁକ ନିର୍ଯ୍ୟାତନା ଓ ବଧୂ ହତ୍ୟା ଅଭିଯୋଗ ହୋଇଛି। ଅଭିଯୋଗ ପରେ ସମୁଦ୍ରକୁଳ ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀ ସନ୍ତୋଷ ପଣ୍ଡା , ଶ୍ୱଶୁର…

ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ କଟକ SCBରେ ଓପନ ହାର୍ଟ ସର୍ଜରୀ ବନ୍ଦ

କଟକ: ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ କଟକ ବଡ଼ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଓପନ ହାର୍ଟ ସର୍ଜରୀ ବନ୍ଦ । ସ୍ଥିତି ସ୍ୱାଭାବିକ ହେବା ଯାଏ ଏସସିବିରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଆଇସିୟୁ ଏବଂ ଓଟିରେ ସର୍ଜରୀ ବନ୍ଦ ରହିବା ନେଇ ସୂଚନା ମିଳିଛି । ତେବେ…

ବ୍ୟାଙ୍କ ମ୍ୟାନେଜରଙ୍କ ଗାଡିରୁ ଜବତ ହେଲା ୬୦ କେଜିରୁ ଅଧିକ ଗଞ୍ଜେଇ

ବୌଦ୍ଧ: ବୌଦ୍ଧ ଟାଉନ୍ ଅଞ୍ଚଳରେ ଥିବା କଣ୍ଟମାଳ କୋଅପରେଟିଭ୍ ବ୍ୟାଙ୍କ ଶାଖା ପରିଚାଳକ ସୁନୀଲ ସାହୁଙ୍କ କାରରୁ ଜବତ ହୋଇଛି ୬୦ କେଜିରୁ ଉର୍ଦ୍ଧ୍ବ ଓଜନର ତିନି ପ୍ୟାକେଟ୍ ଗଞ୍ଜେଇ। ଏନେଇ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନଥିବା ସୂଚନା। ପୋଲିସ ଦେଇଥିବା ସୂଚନାନୁସାରେ, ରବିବାର ରାତି ପ୍ରାୟ…

ପାହାଡ଼ ମୂଲକରେ କଳାଧାନ ଚାଷ କରି ସୁନା ଫଳାଇଲେ ଇଂଜିନିୟର ଛାତ୍ର; ଯୁବପୀଢ଼ିଙ୍କୁ ପ୍ରୋତ୍ସାହନ

ନୀଳଗିରି: ଇଚ୍ଛାଥିଲା ଡିପ୍ଲୋମା ପାସ କରି ଇଞ୍ଜିନିୟର ହେବା।ହେଲେ ପିଲାଦିନେ ଚାଷପ୍ରତି ଦୁର୍ବଳତା ଥିଲା।ନିଜସ୍ୱ ଜମିରେ ଫାର୍ମ ହାଉସ କରିବାର ସ୍ୱପ୍ନ ରହିଥିଲା।ଆଜି ସ୍ୱପ୍ନ ପୂରଣ ନହେଲେବି ଚାଷ କରି ସଫଳ ହୋଇଛନ୍ତି ଇଞ୍ଜିନିୟର ଯୁବକ। ଅର୍ଗାନିକ ଉପାୟରେ ପାହାଡ଼ ମୂଳରେ ରୋଗୀଙ୍କ ପାଇଁ…

ଓଡ଼ିଶାରୁ ୯୧୩ କରୋନା ରୋଗୀ ସୁସ୍ଥ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯୧୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। https://twitter.com/HFWOdisha/status/1330894443168186373?s=19 ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

ଅଁଳା ନବମୀ ଅବସରରେ ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ “ହରିହର”ବେଶ ଅନୁଷ୍ଠିତ

ଭୁବନେଶ୍ୱର: କାର୍ତ୍ତିକ ଶୁକ୍ଳ ନବମୀ ରେ ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ 'ହରିହର' ବେଶ ଅନୁଷ୍ଠିତ ହୋଇଛି । ଆଜି ଶ୍ରୀମନ୍ଦିର ଦ୍ୱାର ଘ.୫.୧୦ ମି ରେ ଫିଟା ହୋଇ ମଙ୍ଗଳ ଆରତୀ ଘ.୬.୦୦ ପରେ, ମଇଲମ ଘ.୬.୫ ରେ ହୋଇ ତଡପଲାଗି ଘ.୬.୩୫ ରେ ସମ୍ପନ୍ନ ପରେ ଠାକୁରଙ୍କର ଅବକାଶ ପୂଜା ଶେଷ ସକାଳ ଘ.୭.୧୫…

ସାଇକ୍ଲୋନ୍ ନିଭାର୍: ଭୁବନେଶ୍ୱରରୁ ବାତିଲ ହ‌େବ ଏହିସବୁ ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ସାଇକ୍ଲୋନ ’ନିଭାର’କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ (ଇସିଓଆର) ପକ୍ଷରୁ କିଛି ଟ୍ରେନକୁ ଭୁବନେଶ୍ବରରୁ ସ୍ୱଳ୍ପ ଅବଧି ଲାଗି ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

୬ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତି ଦେଲେ କୁଳାଧିପତି

ଭୁବନେଶ୍ୱର: ୬ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ କଲେ ଓଡ଼ିଶା ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ପ୍ରଫେସର ସବିତା ଆଚାର୍ଯ୍ୟ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ହୋଇଛନ୍ତି ପ୍ରଫେସର ଅପରାଜିତା ଚୌଧୁରୀ । ପ୍ରଫେସର ଦୀନବନ୍ଧୁ…