Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସୋଆରେ ଆୟୋଜିତ ହେବ ପ୍ୟାରେଡ କ୍ୟାମ୍ପ: ଯୋଗ ଦେବେ ୧୦ ରାଜ୍ୟର ଏନ୍‌ଏସ୍‌ଏସ୍…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ରେ ରବିବାର ଠାରୁ ଆରମ୍ଭ ହେବ ୧୦ ଦିନିଆ ସାଧାରଣତନ୍ତ୍ର ଦିବସ ପୂର୍ବବର୍ତୀ ପ୍ୟାରେଡ କ୍ୟାମ୍ପ । ଏହି କ୍ୟାମ୍ପରେ ପୂର୍ବାଂଚଳ ଏବଂ ଉତର ପୂର୍ବାଂଚଳ ରାଜ୍ୟରୁ ୨୦୦ ଜଣ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଯୋଗ ଦେବେ । କେନ୍ଦ୍ର…

କିଟ୍‍ ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: କିଟ୍‍ ବିଶ୍ବବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ଦୃଷ୍ଟିରୁ ସମାବର୍ତ୍ତନ ଉତ୍ସବ ଭର୍ଚୁଆଲ୍‍ ମୋଡ୍‍ ରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନୋବେଲ୍‍ ଶାନ୍ତି ପୁରସ୍କାର ବିଜେତା ତଥା ବାଂଲାଦେଶ…

ରାଜଧାନୀରେ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୫ ଗିରଫ

ଭୁବନେଶ୍ୱର: ଝାରପଡା ଅଂଚଳରେ ଆଜି ଭୋରରୁ ଏଟିଏମ୍ ଲୁଟ୍ ଉଦ୍ୟମ ବେଳେ ପୋଲିସ ହାତରେ ଧରାପଡିଛନ୍ତି ୫ ଲୁଟେରା । ଏ ନେଇ ପୋଲିସ ଡିପିସି ଉମାଶଙ୍କର ଦାଶଙ୍କ ସୂଚନା ଅନୁଯାୟୀ, ଭୋର ସାଢେ ୪ଟାରୁ ୫ଟା ଭିତରେ କଟକ ରୋଡ ଝାରପଡାରେ ଥିବା ଏକ ଇଣ୍ଡିଆନ ବ୍ୟାଙ୍କର ଏଟିଏମକୁ ତାଡି ଟଙ୍କା ଲୁଟ୍…

ପୁରୀ ହାଜତ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲେ ସମ୍ବିତ ପାତ୍ର

ପୁରୀ: ହାଜତ ମୁତ୍ୟୁ ଘଟଣାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ପୁରୀର ପୂର୍ବତନ ଏସପି ଅଖିଳେଶ୍ୱର ସିଂଓ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମୃତ କେ…

ଶିକ୍ଷା କ୍ଷେତ୍ରରେ ଉତ୍କର୍ଷର ଉଦାହରଣ ପାଲଟିଛି କିଟ୍ ବିଶ୍ୱବିଦ୍ୟାଳୟ

ଆନୁଷ୍ଠାନିକ ଶୈକ୍ଷିକ ଜୀବନରେ ସ୍ନାତକ ଶେଷ ସୋପାନ ନୁହେଁ। ଏହା ଜଣଙ୍କ କ୍ୟାରିଅର୍‍ର ଅୟମାରମ୍ଭ। ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ନାତକ ହେବାର ଦିନ-ସମାବର୍ତ୍ତନ ଦିବସକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ବର୍ଷକରେ ଥରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଦିନଟି…

ରାଜ୍ୟରେ ୮୦୦ ତଳକୁ ଖସିଲା କରୋନା ପଜିଟିଭ କେସ୍‌

ଭୁବନେଶ୍ୱର: ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୭୭୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୩୨୩ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ସମସ୍ତ ପଜିଟିଭଙ୍କ ମଧ୍ୟରୁ…

ବିିଧାନସଭା ଆପରାହ୍ନ ୩ଟା ଯାଏଁ ମୁୁଲତବୀ

ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବିଧାନସଭାରେ ହଙ୍ଗାମା ହୋଇଛି । ଗୃହରେ ବିଜେପି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ । ଏଥି ସହ ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧୀ ଦାବି କରିଛନ୍ତି । ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ୩ଟା ଯାଏଁ ମୁଲତବୀ…

ହାଜତ ମୃତ୍ୟୁ ଅଭିଯୋଗ ପ୍ରସଙ୍ଗରେ ବିଧାନସଭାରେ ତମ୍ବିତୋଫାନ

ଭୁବନେଶ୍ୱର: ବିଧାନସଭାର ଦ୍ୱିତୀୟ ଦିନରେ ହାଜତ ମୃତ୍ୟୁ ପ୍ରସଙ୍ଗରେ ପୁଣି ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର‌୍ୟ୍ୟସ୍ତକୁ ଉଦବେଗ ପ୍ରକାଶ ପାଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ନାହିଁ,…

ଚେନ୍ନାଇରେ କଟକର ଏସସିବି ଡାକ୍ତରଙ୍କ ଦେହାନ୍ତ

କଟକ: କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ମୁଖ୍ୟ ତଥା କ୍ୟାଡେଭେରିକ୍ ଟ୍ରାନ୍ସପ୍ଲାଣ୍ଟର ରାଜ୍ୟ ନୋଡାଲ୍ ଅଫିସର ପ୍ରଫେସର ଚିତ୍ତ ରଂଜନ କରଙ୍କର ଦେହାନ୍ତ ଘଟିଛି। ଗତ ଶୁକ୍ରବାର ସନ୍ଧ୍ୟାରେ ଚେନ୍ନାଇର ଏମଜିଏମ ହେଲଥ କେୟାରରେ ତାଙ୍କର ଦେହାନ୍ତ…

ଗୀତିକାର ସୁବ୍ରତ ସ୍ବାଇଁଙ୍କ ପୁସ୍ତକ ‘କେବେ ଶହେ କେବେ ଶୂନ’ ଉନ୍ମୋଚିତ

ଭୁବନେଶ୍ବର: ଭଲ ଗୀତ ଖରାପ ଗୀତ ବୋଲି କିଛି ନ ଥାଏ। ମଣିଷ ମନକୁ ଛୁଇଁଥିବା ପ୍ରତ୍ୟେକ ସଂଗୀତ ଗ୍ରହଣୀୟ। ମଣିଷ ଯେତେ ଦୁଃଖ ବା ଖୁସିରେ ଥାଉ, ଏମିତି ଜଣେ ନ ଥିବ ଯେ ଗୀତ ଶୁଣିବାକୁ ବା ଏକାନ୍ତରେ ଗୁଣୁଗୁଣେଇବାକୁ ଭଲ ପାଉ ନ ଥିବ। ଗୀତିକାର ଶ୍ରୀ ସ୍ବାଇଁ ଶ୍ରୋତା ମହଲରେ ଯେମିତି ପ୍ରସିଦ୍ଧି…