Latest Odisha News

BREAKING NEWS

Browsing Category

ଓଡିଶା

Odisha

୪ଟି ଭାଷାର‌େ ରାଇମସ୍ ଗାଇ ୱାଲ୍ଡ ରେକର୍ଡ କଲେ କଟକର କୁନି ପୁଅ

କଟକ: ଓଡିଆ ଭାଷା ସମେତ ପ୍ରାୟ ୪ଟି ଭାଷା‌ରେ ୩୬ ପ୍ରକାରର ରାଇମସ୍ ଗାଇ ବିଶ୍ବ ରେକର୍ଡ କରିବାର ହକଦାର ହୋଇଛନ୍ତି କଟକର ଜଣେ କୁନି ପୁଅ। କେ. ସାଇ ପ୍ରତ୍ୟୁଷ ନାମକ ଏହି ଶିଶୁର ବୟସ ୩ ବର୍ଷରୁ କମ୍ ହେବ ବୋଲି ଜଣାପଡିଛି। ସେ ଓଡିଆ, ହିନ୍ଦୀ, ଇଂରାଜୀ ଓ ତେଲୁଗୁ ଭଳି ୪ଟି ଭାଷାର‌େ…

ପୁରୀରୁ ୧୧ ଗ୍ରାମର ବ୍ରାଉନସୁଗାର ଜବତ

ନିମାପଡା: ପୁରୀ ଜିଲ୍ଲା ନିମାପଡା ଥାନା ପୋଲିସ ପକ୍ଷରୁ ୧୧ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ସ୍ଥାନୀୟ ଧନୁଆଁ ବ୍ରିଜ଼ ନିକଟରେ ପୋଲିସ ଚଢ଼ାଉ କରିବା ସହ ପାଞ୍ଚ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ଏଥିସହିତ ସେମାନଙ୍କ ନିକଟରୁ ପାଖାପାଖି ୧୧ ଗ୍ରାମର…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଭିତରକନିକା ଓ ଚନ୍ଦ୍ରଭାଗାରେ ନିର୍ମାଣ ହେବ କାଫଟେରିଆ

ଭୁବନେଶ୍ୱର: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଉପାୟ ମାନ ଆପଣାଉଛି ଓଟିଡିସି ଭିତରକନିକା ଓ ଚନ୍ଦ୍ରଭାଗା ପର୍ଯ୍ୟଟନ ସ୍ଥଳରେ ଆଉ ୨ ଟି କାଫଟେରିଆ ନିର୍ମାଣ ହେବା ନେଇ ସୂଚନା ମିଳିଛି। ଓଟିଡିସି ପ୍ରଥମେ ପୁରୀର ସ୍ବର୍ଣ୍ଣିମ…

ଉତ୍କଳ କେଶରୀ ହର‌େକୃଷ୍ଣ ମହତାବଙ୍କ ଜନ୍ମଜୟନ୍ତୀ; ଜାଣନ୍ତୁ ତାଙ୍କର ଜୀବନୀ ସମ୍ପର୍କର‌େ

ଭୁବନେଶ୍ବରର: ଉତ୍କଳ କେଶରୀ ହର‌େକୃଷ୍ଣ ମହତାବଙ୍କୁ କିଏବା ନଜାଣେ। ସେ ହେଉଛନ୍ତି ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ। ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଆଗରପଡ଼ାରେ ୧୮୯୮ ମସିହା ନଭେମ୍ବର ୨୧ରେ ସେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ…

ଯାଜପୁରର ତେଲେଙ୍ଗା ସାହିରେ ପୋଲିସର ଅତର୍କିତ ଚଢ଼ାଉ

ଯାଜପୁର: ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ କୋରାଇ ଥାନା ପୁର୍ବକୋଟ ତେଲେଙ୍ଗା ବସ୍ତିରେ ଅତର୍କିତ ଚଢାଉ କରାଯାଇଛି। ଏକ ଡକାୟତି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଯାଜପୁର ଏସ୍‌.ପି ଚରଣସିଂ ମୀନାଙ୍କ ନିର୍ଦ୍ଦେଶରେ ଏକ ସ୍ପେଶାଲ ସ୍କ୍ୱାର୍ଡ ଏହି ଚଢାଉ କରିଛି । ଏହି ଚଢାଉ ସମୟରେ…

ସମରେ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ

ଭୁବନେଶ୍ୱର : କୋଭିଡ-୧୯ ବିରୁଦ୍ଧରେ ବହୁ ପ୍ରତୀକ୍ଷିତ 'କୋଭାକ୍ସିନ' ଟୀକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲରେ ଗୁରୁବାର ଦିନ ଆରମ୍ଭ ହୋଇଛି । ହସପିଟାଲ୍‌ର ପ୍ରିଭେଂଟିଭ ଆଣ୍ଡ ଥେରାପ୍ୟୁଟିକ୍ କ୍ଲିନିକାଲ ଟ୍ରାଏଲ…

ସୁନ୍ଦରଗଡ଼ ଜିଲ୍ଲା ଖୁଂଟଗାଁରେ ହେବ ‘ଟସର ସିଲ୍‌କ ପାର୍କ’

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା଼ରୁ ଉତ୍ପାଦିତ ହେଉଛି ରାଜ୍ୟର ୧ ନମ୍ବର ଟସର ଖୋସା । ତେବେ ଖୋସାରୁ ସୂତା ବହାର କରି ସେଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ ହୋଇପାରିଲେ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ‘ସୁନ୍ଦରଗଡ଼ ଟସର’ ଏକ ନୂଆ ପରିଚୟ ପାଇପାରିବ । ଲହୁଣିପଡ଼ା ବ୍ଲକର ଖୁଣ୍ଟଗାଁଠାରେ…

ଓଡ଼ିଶାରୁ ଦକ୍ଷିଣ ଭାରତକୁ ଗଡିବ ‘ଭାରତ ଦର୍ଶନ’ ସ୍ୱତନ୍ତ୍ର ଟ୍ରେନ୍: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର: ଭାରତୀୟ ରେଳବାଇ ଦ୍ୱାରା ଦକ୍ଷିଣ ଭାରତକୁ ଏକ ଭାରତ ଦର୍ଶନ' ନାମକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ଆସନ୍ତା ଜାନୁଆରୀ ମାସ ୨ ତାରିଖ ଦିନ ଭୁବନେଶ୍ୱରରୁ ରାତ୍ର ୧୦ ଘଟିକାରେ ରାମେଶ୍ୱରମ, ମଦୁରାଇ ଏବଂ ତିରୁପତି ଦର୍ଶନ ପାଇଁ ଯାତ୍ରା କରିବ।…

ବୀରମିତ୍ରପୁର IIC ସ୍ମୃତିପ୍ରଭା ପ୍ରଧାନ ନିଲମ୍ବିତ

ସୁନ୍ଦରଗଡ଼: ବୀରମିତ୍ରପୁର ଆଇଆଇସି ସ୍ମୃତିପ୍ରଭା ପ୍ରଧାନ ସସପେଣ୍ଡ । ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ଚାକିରିରୁ ନିଲମ୍ୱନ କରାଯାଇଛି । ସ୍ମୃତିପ୍ରଭା ପ୍ରଧାନଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ଅଭୟ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଗତକାଲି ବୀରମିତ୍ରପୁର…

ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ, ସମ୍ୱଲପୁର ଏସପିଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ । ତାଙ୍କ ସ୍ଥାନରେ ସମ୍ବଲପୁର ଏସପି ଥିବା କେ. ବିଶାଳ ସିଂଙ୍କୁ ପୁରୀ ଏସ୍‌ପି ଭାବେ ମିଳିଛି ନୂଆ ଦାୟିତ୍ୱ । ଅଖିଳେଶ୍ୱରଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ପୋଲିସ ଭୂମିକାକୁ ପ୍ରଶ୍ନବାଚୀ ଉଠିବା…