Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରରେ ୨୦ ହଜାର ଟପିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା; ଆଜି ୩୬୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୬୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଛଡା ସୁସ୍ଥତାଙ୍କ ସଂଖ୍ୟା ୨୦ ହଜାର ଟପିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ମସ୍ତିଷ୍କ ପକ୍ଷାଘାତ (ସେରେବ୍ରାଲ ପାଲସି): କାରଣ, ଲକ୍ଷଣ, ନିରୂପଣ ଓ ଚିକିତ୍ସା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ସର୍ବେକ୍ଷଣ ଅନୁସାରେ ବିଶ୍ୱ ସମୁଦାୟର ହାରାହାରି ୧୦ ଭାଗ ଲୋକ କିଛି ନା କିଛି ଅକ୍ଷମତାର ଶିକାର ହୋଇଥାନ୍ତି । ଭାରତରେ ଏହା ଜନସଂଖ୍ୟାର ୩.୮ ପ୍ରତିଶତ. ବିଭିନ୍ନ ଅକ୍ଷମତା ମଧ୍ୟରୁ ମସ୍ତିଷ୍କ ପକ୍ଷାଘାତ ଅନ୍ୟତମ ଏବଂ ବିଶ୍ୱ ଅକ୍ଷମତାର ପାଖାପାଖି ୧୫ରୁ ୨୦…

ସ୍ଥାନୀୟ ନିଯୁକ୍ତିକୁ ନେଇ ଆଇଓସିଏଲରେ ଆନ୍ଦୋଳନ

ପାରାଦ୍ବୀପ: କମ୍ପାନୀ ମାନଙ୍କର ନିଜସ୍ଵ ରାୟ ନୀତି ଏବେ ସ୍ଥାନୀୟ ଯୁବକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପାରାଦ୍ବୀପ ରେ ଥିବା ବିଭିନ୍ନ କମ୍ପାନୀ ର ଟେଣ୍ଡର ପାଉଥିବା ଠିକା ସଂସ୍ଥା ମାନେ ବାହାର ରାଜ୍ୟର ଶ୍ରମିକଙ୍କୁ ଆଣି କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଫଳରେ କମ୍ପାନୀ ପାଇଁ ଜମି…

ଓଡିଶାରେ ସ୍କୁଲ ଖୋଲିବା ନେଇ ନିଆଯାଇନାହିଁ ନିଷ୍ପତ୍ତି, ଅକ୍ଟୋବର ଶେଷ ସପ୍ତାହରେ ହୋଇପାରେ ଆଲୋଚନା

ଭୁବନେଶ୍ୱର: ଅକ୍ଟୋବର ଶେଷ ସପ୍ତାହରେ ବିଦ୍ୟାଳୟ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନିଆଯିବ ବୋଲି ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦାଶ କହିଛନ୍ତି ଯେ ଦୁର୍ଗା ପୂଜା ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ…

ଓଡିଶାରେ ଜଙ୍ଗଲ କୃଷିର ଅପାର ସମ୍ଭାବନା ରହିଛି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଜାତୀୟ ମିଶନ ଅଧୀନରେ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଏବଂ ରାଜ୍ୟର ମହିଳା, କ୍ଷୁଦ୍ର, ମଧ୍ୟମ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷ ମଧ୍ୟରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭.୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି…

ଜେଇଇ ଆଡଭାନସ ଓ କ୍ଲାଟ ୨୦୨୦ରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର: ଜେଇଇ ଆଡଭାନସ ଓ କ୍ଲାଟ ୨୦୨୦ ପରୀକ୍ଷାରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀ ଭଲ ମାର୍କ ରଖି ସଫଳତା ହାସଲ କରିଛନ୍ତି । ଜେଇଇ ଆଡଭାନସରେ ଛାତ୍ର ଶିବାଶିଷ ରାଉତ ମୋଟ ୨୮୭ ମାର୍କ ରଖିବା ସହ ସର୍ବଭାରତୀୟ ସ୍ତରରେ ୭୩ ତମ ର‌୍ୟାଙ୍କରେ ଅଛନ୍ତି । ଏଥିରେ ସହ ରାଜ୍ୟରେ…

ଗଞ୍ଜାମର ଗ୍ରାସିମ୍ ଇଣ୍ଡଷ୍ଟ୍ରିରେ ଗ୍ୟାସ ବିସ୍ଫୋରଣ: ୪ ଆହତ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥିବା ଆଦିତ୍ୟ ବିର୍ଲା ଗ୍ରାସିମ୍ ଇଣ୍ଡଷ୍ଟ୍ରିରେ ଫାଟିଲା ଗ୍ୟାସ୍ ଟ୍ୟାଙ୍କ। ହାଇଡ୍ରୋକ୍ଲୋରିକ ପ୍ଲାଣ୍ଟରେ କୌଣସି କାରଣ ଯୋଗୁଁ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଫଳରେ ଟ୍ୟାଙ୍କ ବିସ୍ଫୋରଣ ହୋଇଥିବା ଜଣାପଡିଛି । ତେବେ ଏହି ଅଘଟଣରେ ସେଠାରେ କାମ କରୁଥିବା…

କୋଲ୍ ସ୍କାମ ଘଟଣାବଳୀ: କେମିତି ଦୁର୍ନୀତି ଓ ଦିଲ୍ଲୀପ ରାୟଙ୍କ ନାଁରେ କ’ଣ ଥିଲା ଅଭିଯୋଗ ?

ନୂଆଦିଲ୍ଲୀ: ୧୯୯୯ରେ ଦିଲ୍ଲୀପ ରାୟ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ଝାଡ଼ଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନରେ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା । ଏନଡିଏର ସରକାରଙ୍କ ପ୍ରଥମ ମନ୍ତ୍ରୀ ଯାହାଙ୍କ ନାଁରେ କୋଲବ୍ଲକ ମାମଲାରେ ସମନ୍ କରିଥିଲେ ଦିଲ୍ଲୀର ସ୍ୱତନ୍ତ୍ର…

ରାଜ୍ୟର ଏହି ୯ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୯ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଅନୁଗୁଳ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ,…

ମାଲକାନଗିରିରେ ସେରୋ ସର୍ଭେ ଆରମ୍ଭ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରଥମ ସେରୋଲୋଜିକାଲ୍ ସର୍ଭେ ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଛି । ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର(ଆରଏମଆରସି)ର ଏକ୍ସପର୍ଟ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ନେଇ ଏକ ୫ ଜଣିଆ ଟିମ୍ ତିନି ଦିନ ଧରି ଏହି ସର୍ଭେ କରିବେ ।