Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ପାରିତ

ଭୁବନେଶ୍ୱର: ୪ ଦିନ ଧରି ତର୍କ ବିତର୍କ ଓ ଆଲୋଚନା ପରେ ଆଜି ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌-୨୦୨୦ । ଗୃହରେ ବାଚନିକ ଭୋଟ ମାଧ୍ୟମରେ ବିଲ୍‌ଟିକୁ ପାରିତ କରାଯାଇଛି । ବିଲ୍ ଆଲୋଚନା ବେଳେ ବିଜେପି ସଦସ୍ୟମାନେ ଗୃହରେ ଧାରଣାରେ ବସିଥିଲେ ଏବଂ ନାରାବାଜି…

ପରପାରିରେ ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର

ବାଲେଶ୍ୱର: ଆଉ ନାହାନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଭୋଗରାଇ ପୂର୍ବତନ ବିଧାୟକ କାର୍ତ୍ତିକେଶ୍ୱର ପାତ୍ର । ୮୧ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗ ଭୁବନେଶ୍ୱର ଅଣାଯାଉଥିଲା । ଏତିକିବେଳେ ପାଣିକୋଇଲି ନିକଟରେ ଶେଷ…

ଗଞ୍ଜାମରେ କେମିତି ପାଳିବେ ଦୁର୍ଗା ପୂଜା? ଆସିଲା ଗାଇଡଲାଇନ୍‌

ଗଞ୍ଜାମ: ଚଳିତ ବର୍ଷ କରୋନା ମହାମାରୀ ଭିତରେ ପାଳନ ହେବ ଦଶହରା । ତେବେ ଗଂଜାମରେ କେମିତି ହେବ ଦୁର୍ଗା ପୂଜା । ଏଥିପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ଗଂଜାମ ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ପାଳିତ ହେବାକୁ ଥିବା ଦୁର୍ଗାପୂଜା, କାଳୀପୂଜା ଓ ଅନ୍ୟାନ୍ୟ ପୂଜା ଲାଗି ସେପ୍ଟେମ୍ବର, ଅକ୍ଟୋବର ଓ…

କରୋନା ନେଲା ଜୀବନ, ରାଜ୍ୟରେ ଆଖିବୁଜିଲେ ଆଉ ୧୬

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ମହାମାରୀରେ ଗଡୁଛି ମୁଣ୍ଡ । ଆଜି ପୁଣି ଆଉ ୧୬ ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୪୦ରେ ପହଂଚିଛି । ଆଜି କରୋନାରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାଲେଶ୍ୱରରୁ ସର୍ବାଧିକ ୪ଜଣ…

କମୁଛି କରୋନା ଟ୍ରେଣ୍ଡ, ଦ୍ୱିତୀୟ ଦିନରେ ୩ ହଜାର ତଳେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ କମୁଛି କରୋନା ଟ୍ରେଣ୍ଡ । ଆଜି ଦ୍ୱିତୀୟ ଦିନରେ ରାଜ୍ୟରୁ ୩ ହଜାର ତଳେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ଓଡ଼ିଶାରୁ ୨୬୩୭ । କ୍ୱାରେଣ୍ଟିନ ସେଣ୍ଟରରୁ ୧,୫୫୪ଓ ଲୋକାଲ କେସ୍ ‌୧,୧୧୯ ଥିବା ସୂଚନା…

କୋଇଲା ଦୁର୍ନୀତି: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ, ଅକ୍ଟୋବର ୧୪ରେ ଦଣ୍ଡ ବିଧାନ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ । ରାୟ ଶୁଣାଇଛନ୍ତି ଦିଲ୍ଲୀର ସ୍ପେଶାଲ କୋର୍ଟ ଜଜ୍ ଭାରତ ପରାଶର । ପ୍ରଥମ ମନ୍ତ୍ରୀ ଭାବରେ କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ ରାୟ । ଆସନ୍ତା…

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

କଟକ: ନାବାଳିକା ଦୁଷ୍କର୍ମକାରୀକୁ ମିଳିଲା ୨୦ ବର୍ଷ ଜେଲ ଦଣ୍ଡାଦେଶ । ଏକ ମାମଲାର ଶୁଣାଣି କରି ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସ ଅଦାଲତ । ସୂଚନା ମୁତାବକ, ୨୦୧୪ ଏପ୍ରିଲ ୧୩ ତାରିଖରେ କଟକ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଜଣେ ନାବାଳିକା ରାମ ନବମୀ ଯାତ୍ରା ଦେଖିବା…

ଆସୁଛି ଆଉ ଏକ ଲଘୁଚାପ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ତେବେ ଏହା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଦୁର୍ବଳ ହେବା ସତ୍ତ୍ୱେ ରାଜ୍ୟର ଉପକୂଳ ଜିଳ୍ଲାରେ ବର୍ଷାର ପ୍ରଭାବ ରହିବ । ଆଜି ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ…

ନକଲି ଜର୍ଦ୍ଦା କାରଖାନା ଠାବ, ଜଣେ ଅଟକ

ଭଦ୍ରକ: ପୁଣି ଅସଲି ଖୋଲ ଭିତରେ ନକଲି ମାଲ । ଠାବ ହେଲା ନକଲି ଜର୍ଦ୍ଦା କାରଖାନା । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧିକସ୍ଥ ପଠାମହାଲା ଠାରେ ଥିବା ନକଲି ଜର୍ଦ୍ଦା କାରଖାନାରେ ପୋଲିସ ଚଢାଉ କରିଛି । ଚଢାଉରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଠାବ ହେବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ ।…

କୋଷ୍ଟଗାର୍ଡ ଜାହାଜରେ ରଶି ଲଗାଇ ଝୁଲିପଡିଲେ ନାବିକ

ପାରାଦୀପ: ଏକ କୋଷ୍ଟଗାର୍ଡ ଜାହାଜ ଭିତରେ ଜଣେ ନାବିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରେଜିୟା ସୁଲତାନା ନାମକ ଜାହାଜ ଭିତରେ ରଶି ଲଗାଇ ନାବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ନାବିକ ଜଣକ ହେଲେ ଗୌତମନ୍ ଏ. କେ । କୋଷ୍ଟଗାର୍ଡ ଅଧିକାରୀ ଏନେଇ ଏତଲା ଦେବା ପରେ ମେରାଇନ୍ ଥାନା…