Latest Odisha News

BREAKING NEWS

Browsing Category

ଓଡିଶା

Odisha

NIT କ୍ୟାମ୍ପସରୁ ଜଣଙ୍କ ସହ ରାଉରକେଲାରୁ ଚିହ୍ନଟ ହେଲେ ୮୪ ନୂଆ ପଜିଟିଭ

ରାଉରକେଲା: ସୋମବାର ଦିନ ସୁନ୍ଦରଗଡରୁ ୯୬ ଟି ନୂତନ ମାମଲା ଚିହ୍ନଟ ହୋଇଥିବା ବେଳେ କେବଳ ଷ୍ଟିଲ ସିଟି ରାଉରକେଲାରୁ ଚିହ୍ନଟ ହୋଇଛନ୍ତି ୮୪ ନୂଆ ପଜିଟିଭ। ଏହାକୁ ମିଶାଇ ରାଉରକେଲାରେ ମୋଟ ସଂଖ୍ୟା ଛୁଇଁଛି ୪୯୪୩। ଏହି ନୂତନ ସଂକ୍ରମିତଙ୍କ ମଧ୍ୟରୁ ଜଣେ NIT କ୍ୟାମ୍ପସରୁ ଚିହ୍ନଟ ହୋଇଥିବା…

ପରିବା ଦର ଆକାଶଛୁଆଁ: ଚିନ୍ତାରେ ବ୍ୟବସାୟୀ, ଅସନ୍ତୁଷ୍ଟ ଖାଉଟି

ଭୁବନେଶ୍ୱର: ଲୋକଙ୍କ ଚିନ୍ତା ବଢ଼ାଇଛି ବର୍ଦ୍ଧିତ ପରିବା ଦର । ପ୍ରାୟତଃ ସବୁ ପରିବାର ଦର ପାଖାପାଖି ୫୦ ଟଙ୍କା ଉପରେ । ପନିପରିବା ଦାମ ବୃଦ୍ଧି ଯୋଗୁଁ ପ୍ରଭାବିତ ହେଉଛି ସାଧାରଣ ଲୋକଙ୍କ ଜୀବନ। ନିକଟରେ ହୋଇଥିବା ବନ୍ୟାରେ ବ୍ୟାପକ ଫସଲହାନୀ ଯୋଗୁଁ ପରିବା ଦର ବୃଦ୍ଧି ଘଟୁଥିବା…

ବର୍ଷାରେ ଭୁଶୁଡିପଡିଲା ଏହି ପଦ୍ମଶ୍ରୀ ପୁରସ୍କୃତଙ୍କ ଘର; ଅସ୍ଥାୟୀ ବାସସ୍ଥାନ ପାଇଁ କଲେ ନିବେଦନ

ସମ୍ବଲପୁର: ଲୋକପ୍ରିୟ ଲୋକ ଗୀତ ରଙ୍ଗବତୀର ଗାୟକ ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ଜିତେନ୍ଦ୍ରୀୟ ହରିପାଲଙ୍କ ଝାଟିମାଟିର ଘର ପ୍ରବଳ ବର୍ଷା ଫଳରେ ଭାଙ୍ଗି ଯାଇଛି। ହରିପାଲ ତାଙ୍କ ପରିବାରର ସଦସ୍ୟମାନଙ୍କ ସହ ସମ୍ବଲପୁରର ଷ୍ଟେସନ ପଡିଆ ସ୍ଥିତ ଏକ ନୂଆଣିଆ ଚାଳ ଘରେ ରହିଆସୁଥିଲେ । ଗତମାସ…

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କଠାରୁ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ବାରିପଦା: ବାରିପଦା ସହରରେ ପୁନଃ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା। ସହର ଭିତରୁ ଲୁଟି ନେଇଛନ୍ତି ନଗଦ ଟଙ୍କା। ଦିନ ଦ୍ବିପ୍ରହରରେ ସହର ଭିଡ ଭିତରୁ ଲୁଟିନେଲେ ନଗଦ ୭୦ ହଜାର ଟଙ୍କା। ଘଟଣା ଅନୁସାରେ ସୋମବାର ଦିନ ପ୍ରାୟ ୧.୩୦ ଟା ସମୟରେ ଜୟନ୍ତ ନିଜ ଘର କାମ ପାଇଁ ଷ୍ଟେସନ ବଜାର ସ୍ଥିତ ଓଡିଶା…

ଟ୍ୱିଟରରେ ଜବାବ ଦେଲେ ବର୍ଷା, ‘ସତ କେବେ ହାରିବନି’

ଭୁବନେଶ୍ୱର: ବର୍ଷା ଓ ଅନୁଭବଙ୍କ ବିବାଦ ଏବେ ବେଶ୍ ଚର୍ଚ୍ଚାରେ । ଆଜି ଅପରାହ୍ନରେ ଅନୁଭବ ଗଣମାଧ୍ୟମକୁ ତାଙ୍କ ପରିବାରର ପିଛା ଛାଡିବାକୁ ନିବେଦନ କରିଥିଲେ । ସେମାନେ ପ୍ରଥମ ଆଉ ଶେଷ ଦମ୍ପତ୍ତି ନୁହନ୍ତି ଯେ କି ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ତାଙ୍କ ବାପା ଅସୁସ୍ଥ ଥିବାରୁ ଚିକିତ୍ସାଧୀନ…

ପୂର୍ବତନ ସେନା କର୍ମଚାରୀଙ୍କ ଗୁଳିମାଡରେ ପଡୋଶୀ ଆହତ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ନିଜ ପଡୋଶୀଙ୍କୁ ଗୁଳି ମାରି ଆହତ କରିଛନ୍ତି । ଘଟଣାଟି ଘଟିଛି ଭରତପୁର ଅଞ୍ଚଳରେ । ସୂଚନାନୁସାରେ, ଅବସରପ୍ରାପ୍ତ ସେନା କର୍ମଚାରୀ ଅଶ୍ୱିନୀ ରାଉତ ପଡୋଶୀ କୁଂଜ ବେହେରା ଗୁଳି ମାଡ କରିଥିଲେ । ଗୁଳିଟି କୁଂଜଙ୍କର…

ଟିଆରପି ଲଢେଇରେ ମୋ ବାପାଙ୍କର କିଛି ହୋଇଗଲେ କିଏ ଦାୟୀ ରହିବ : ଅନୁଭବ

କଟକ: ତିନି ଦିନ ହେଲାରେ ଚର୍ଚ୍ଚାରେ ଅଛନ୍ତି ଅନୁଭବ ଓ ବର୍ଷା । ସାରା ରାଜ୍ୟବାସୀ ସେମାନଙ୍କର ବିବାହ ବିଚ୍ଛେଦ ସମ୍ପର୍କୀତ ଖବରକୁ ନେଇ ଉତ୍ସୁକ ଥିବା ବେଳେ ଗଣମାଧ୍ୟମ ବି ବେଶ୍ ସଜାଗ ହୋଇଉଠିଛି । ତେବେ ଆଜି ଅପରାହ୍ନରେ ସାଂସଦ ଅନୁଭବ ମହାନ୍ତି ଗଣ ମାଧ୍ୟମକୁ ହାତ ଯୋଡି ଏକ ବିନମ୍ର…

ବିଦ୍ୟାଶ୍ରୀଙ୍କ ନାଁରେ ଥାନାରେ ଏତଲା ଦେଲେ ଆଦିତ୍ୟଙ୍କ ଗାର୍ଲଫ୍ରେଣ୍ଡ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ନାଁରେ ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ ଏତଲା ଦେଇଛନ୍ତି ଆଦିତ୍ୟଙ୍କ ଗାର୍ଲଫ୍ରେଣ୍ଡ ଚିନ୍ମୟୀ ମିଶ୍ର । ଏହାଛଡା ବିସ୍ମିତ ଦାଶ ଓ ଅନ୍ୟ କେତେକ ଲୋକଙ୍କ ନାଁ…

ବନ୍ଧୁକ ମୁନରେ ବ୍ୟାଙ୍କରୁ ୨.୮ ଲକ୍ଷ ଟଙ୍କା ଲୁଟ୍‌

ଭୁବନେଶ୍ୱର: ବନ୍ଧୁମ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କା । ସେ ପୁଣି ବ୍ୟାଙ୍କରୁ । ଏପରି ଘଟଣାଟିଛି ଭୁବନେଶ୍ୱରର ଏକ ବ୍ୟାଙ୍କରୁ । ବନ୍ଧୁକ ଦେଖାଇ ଜଣେ ଦୁର୍ବୃତ୍ତ ୨.୮ ଲକ୍ଷ ଟଙ୍କା ଲୁଟି ନେଇଛି । ଅଭିଯୋଗ ଅନୁଯାୟୀ ଆଜି ଅପରାହ୍ଣରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, କଲରାହଙ୍ଗା ଶାଖାରେ…

ସାଂସଦ ଅନୁଭବ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି: କଂଗ୍ରେସ

ଭୁବନେଶ୍ୱର: ବର୍ଷା ଓ ଅନୁଭବଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅନୁଭବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଦାଖଲ ହୋଇଥିବା ମିଥ୍ୟା ସତ୍ୟପାଠକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଦୁଇ ହଜାର ମସିହାରେ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ପରୀକ୍ଷା ଦେଇ ଫେଲ ହୋଇଥିବା ଅନୁଭବ କନ୍ଦରପୁର କଲେଜରୁ…