Latest Odisha News

BREAKING NEWS

Browsing Category

ଓଡିଶା

Odisha

‘କୋହଳ ହେଲା କଟକଣା, ବଢ଼ିଲା ଅବହେଳା, ବଢ଼ିଲା କରୋନା’

ଭୁବନେଶ୍ୱର: ଲକଡାଉନ କଟକଣା କୋହଳ ହେବା ପରେ ବଢ଼ିଗଲା ଲୋକଙ୍କ ଅବହେଳା । ବେପାରୁଆ ହୋଇଗଲେ ଲୋକ ।  କିଛି ଲୋକଙ୍କ ଦାୟିତ୍ୱିହୀନତା ଯୋଗୁଁ କରୋନା ବିରୋଧୀ ଲଢେଇ ଦୁର୍ବଳ ହେଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ…

ନାବାଳିକାକୁ ଭିଣୋଇର ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତ ଗିରଫ

କଟକ: ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତ ଆଦିବାସୀ ବହୁଳ ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କର ସଂପର୍କୀୟ ଭିଣୋଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ଭିଣୋଇକୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ କାଳନ୍ଦୀ ସିଧୁ(୨୫) ବୋଲି ଜଣାପଡିଛି । ସୂଚନା…

ଚଳିତ ବର୍ଷ ୭ ଜଣଙ୍କୁ ମିଳିଲା ୩ୟ ଦଧୀଚି ପ୍ରତିଭା ସମ୍ମାନ

ଭୁବନେଶ୍ୱର: ଅଗ୍ରଣୀ ଓ ନିଆରା ଶିକ୍ଷାନୁଷ୍ଠାନ ଦଧୀଚି ଏଡୁକେସନାଲ୍ ଟ୍ରଷ୍ଟ ପକ୍ଷରୁ ଭର୍ଚୁଆଲ୍ ପ୍ଲାଟଫର୍ମରେ ୩ୟ ଦଧୀଚି ପ୍ରତିଭା ସମ୍ମାନ-୨୦୨୦ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଓଡ଼ିଶାର କୃତୀ ପ୍ରତିଭା ଓ ମାଟ୍ରିକ୍ ଟପ୍ପରଙ୍କୁ ସମ୍ମାନଜନକ ଦଧୀଚି ପ୍ରତିଭା ସମ୍ମାନରେ ସମ୍ମାନୀତ…

ଅନୁଭବ ଇସ୍ତଫା ଦିଅନ୍ତୁ: ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ମାନବିକତା ଦୃଷ୍ଟିକୋଣରୁ ଇସ୍ତଫା ଦିଅନ୍ତୁ ଅନୁଭବ । ଏଥିସହ ନବୀନ ବାବୁ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି । ଆଜି ସାମ୍ବାଦିକ ସମ୍ମିଳନୀ କରି…

କରୋନା ପାଇଁ ଘୁଞ୍ଚିଲା ଓଜେଇଇ !

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟି ରଖି ଚଳିତ ବର୍ଷ ଓଜେଇଇ ପ୍ରବେଶିକା ପରୀକ୍ଷା ଘୁଞ୍ଚେଇ ଦିଆଯାଇଛି । ଏ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ରାଜ୍ୟର ୨୧ଟି ତଥା ରାଜ୍ୟ ବାହାରେ ରାଞ୍ଚୀ, କୋଲକାତା ଓ ପାଟଣାର ପରୀକ୍ଷା…

ଓଡ଼ିଆ ପୁଅ ସଂକେତ ରାୟ ହେଲେ କୋକା-କୋଲା ଇଣ୍ଡିଆ ଅଧ୍ୟକ୍ଷ !

ନୂଆଦିଲ୍ଲୀ: ଓଡ଼ିଆ ପୁଅ ସଂକେତ ରାୟ କୋକାକୋଲା ଇଣ୍ଡିଆ ତଥା ଦକ୍ଷିଣ-ପଶ୍ଚିମ ଏସିଆ ର ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇଛନ୍ତି । ସେ ବର୍ତ୍ତମାନ କୋକାକୋଲା INSWA ଅପରେସନର ମୁଖ୍ୟ ରୂପରେ ଦାୟିତ୍ୱ ତୁଲାଇବେ । ରାଜଧାନୀ ଭୁବନେଶ୍ୱର ମୂଳ ବାସିନ୍ଦା ସଂକେତ, ଭୋପାଳ ଏନଆଇଟି ରୁ…

ଅନୁଭବଙ୍କ ଘରେ ପହଂଚିଲା ପୋଲିସ

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପହଂଚିଲା ପୋଲିସ । ଅଭିନେତ୍ରୀ ବର୍ଷାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ଘରେ ପହଂଚିଛି । ବର୍ଷା ପ୍ରିୟଦର୍ଶିନୀ ୧୦୦ ନମ୍ବରକୁ ଫୋନ କରି ପୁଲିସଠାରୁ ସୁରକ୍ଷା ମାଗିବା ପରେ ପୁରୀଘାଟ ପୁଲିସ ସେଠାରେ ପହଞ୍ଚିଥିବା ସୂଚନା ମିଳିଛି। ଜଣେ ପୁରୁଷ ଓ ଜଣେ ମହିଳା…

କାଳବୈଶାଖୀ ପ୍ରଭାବ: ଆସନ୍ତା ୧୨ ପର୍ଯ୍ୟନ୍ତ ବର୍ଷିବ !

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି । ଏହା ସତ୍ତ୍ୱେ ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

HSTDVର ହେଲା ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତର ସୁପରସୋନିକ୍ କ୍ରୁଜ ମିସାଇଲ୍ HSTDVର ସଫଳ ପରୀକ୍ଷଣ ହୋଇଛି । ଆଜି ଦିନ ୧୧ଟାରେ ଭଦ୍ରକ ଜିଲ୍ଳା ଅବଦୁଲ କଲାମ ଆଇଲାଣ୍ଡରେ ଏହାର ପରୀକ୍ଷଣ ହୋଇଛି । ହାଇପରର୍ସୋନିକ୍ ଟେକ୍ନୋଲଜି ଡେମୋନଷ୍ଟ୍ରେଟର ଭେଇକଲ୍ ଭାରତର ଏକ ଚାଳକ ବିହୀନ ସ୍କ୍ରାମଜେଟ୍ ଏୟାର କ୍ରାଫ୍ଟ । ଭାରତୀୟ…

‘ବର୍ଷାକୁ ମୁଁ ସମ୍ମାନ କରେ’, ଛାଡପତ୍ର ଆବେଦନ ପରେ ମୁହଁ ଖୋଲିଲେ ଅନୁଭବ

ଭୁବନେଶ୍ୱର: ଓଲିଉଡର ନମ୍ବର-୧ ଯୋଡୀ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ଭିତରେ ପରବାରିବ ବିବାଦ ଲାଗିଛି । ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ନାଁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି ବର୍ଷା । ଏହାରି ଭିତରେ ଆଜି କ୍ୟାମେରା ସାମ୍ନାରେ ପ୍ରଥମଥର ପାଇଁ…