Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ୱଚ୍ଛ ସର୍ଭେ: ଓଡ଼ିଶାକୁ ମିଳିଲା ଦୁଇଟି ପୁରସ୍କାର

ନୂଆଦିଲ୍ଲୀ: ସ୍ୱଚ୍ଛ ସର୍ଭେକ୍ଷଣରେ ଓଡ଼ିଶାକୁ ୨ଟି ପୁରସ୍କାର ମିଳିଛି । ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡ଼ିଶା । ତା’ସହିତ ମଧ୍ୟମ ବର୍ଗରେ ବ୍ରହ୍ମପୁର ଶ୍ରେଷ୍ଠ ସହର ଭାବେ ଚିହ୍ନଟ ହୋଇଛି । ଜାତୀୟ ସ୍ୱଚ୍ଛତା ସର୍ଭେ ‘ସ୍ୱଚ୍ଛ ସର୍ଭେକ୍ଷଣ-୨୦୨୦’ ରେ ପୁଣିଥରେ…

ଭୁବନେଶ୍ୱରରେ ଲୁଟର ନୂଆ ଫଣ୍ଡା, ଯୁବତୀ ଦେଖାଇ କରୁଥିଲେ ଲୁଟ୍‌, ୨ ଗିରଫ

ଭୁବନେଶ୍ୱର: ଲୁଟ ର ନୂଆ ଫଣ୍ଡା ।  ଯୁବତୀ ଦେଖେଇ ଲୁଟ କରୁଥିଲେ ଲୁଟେରା । ଏଭିଲି ଏକ ଗ୍ୟାଙ୍ଗ ର ୨ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଭୁବନେଶ୍ୱର ୟୁନିଟ 8 ର  ଅମର ସେନାପତି ଓ  ଗଞ୍ଜାମ ରମନୋଜ ଗୌଡ଼। ଗତ 13 ତାରିଖରେ ତାଳଚେର ଅଞ୍ଚଳର ଜଣେ…

ବିଜେଡି ନେତାଙ୍କୁ ନୂଆ ସାଂଗଠନିକ ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର: ବିଜେଡି ନେତାଙ୍କୁ ବଂଟାଗଲା ନୂଆ ସାଂଗଠନିକ ଦାୟିତ୍ୱ । ବିଜେଡିରେ ୪୫ ଜଣଙ୍କୁ ନୂଆ ସମ୍ପାଦକ ଓ ୪୧ ଜଣଙ୍କୁ ନୂଆ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଛନ୍ତି । କିଶୋର ତରାଇ ଓ ସଂଘମିତ୍ରା ଦଳେଇଙ୍କୁ ଏସସି କଲ୍ୟାଣ…

ଅଗଷ୍ଟ ୨୪ ଯାଏଁ ଖୋର୍ଦ୍ଧାର ଏହିସବୁ ଅଞ୍ଚଳ ସଟଡାଉନ୍

ବାଲିପାଟଣା: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ତିନି ଗ୍ରାମ ପଞ୍ଚାୟତର ସରପଞ୍ଚ ନିଜ ଅଞ୍ଚଳକୁ ଗୁରୁବାର ଦିନ ସଟଡାଉନ୍ ଘୋଷଣା କରିଛନ୍ତି । ଆଜି ଅପରାହ୍ନ ୨ ଟାରୁ ଆସନ୍ତା ୨୪ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳ…

ଟ୍ୱିନସିଟିରେ ଗଣେଶ ପୂଜା ହେବା ନେଇ କ’ଣ କହିଲେ ହାଇକୋର୍ଟ; ଜାଣନ୍ତୁ

କଟକ: କଟକ ଏବଂ ଭୁବନେଶ୍ୱରରେ ଗଣେଶ ପୂଜା କରିବା ପାଇଁ କମିଟି ଗୁଡିକୁ ସ୍ଥାନୀୟ ପ୍ରଶାସନର ଅନୁମତି ମାଗିବାକୁ ପଡିବ ବୋଲି ଗୁରୁବାର ଦିନ କହିଛନ୍ତି ଓଡ଼ିଶା ହାଇକୋର୍ଟ। ଟ୍ୱିନସିଟି ପୋଲିସ କମିଶନରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି କଟକ ସ୍ଥିତ ବୁଢା ଗଣେଶ ପୂଜା କମିଟିର ସଭାପତି ଶିବେନ୍ଦ୍ର…

[ଭିଡ଼ିଓ] ପୋଲିସ କବ୍‌ଜାରେ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ !

କଟକ: କରୋନା କଟକଣାରେ ଅମାନିଆ ଲୁଟେରା । ଦିନରେ ହେଉ କି ରାତି । ଲୁଟେରାଙ୍କ ଦୌରାତ୍ମ୍ୟରେ ବିଚଳିତ ସାଧାରଣ ଜନତା । ଚାଉଳିଆଗଂଜରେ ଏକ ଚୋରି ମାମଲା ସାମ୍ନାକୁ ଆସିବା ପରେ ଗିରଫ ହୋଇଛନ୍ତି ୩ ଅଭିଯୁକ୍ତ । ଚାଉଳିଆଗଂଜର ଦିନବନ୍ଧୁ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଗତମାସ ୨୨ତାରିଖରେ ଘରୁ…

ବଜ୍ରପାତ ସହ ବର୍ଷା ଆଶଙ୍କା; ୧୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୯ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ମାଲକାନଗିରି, ସୁନ୍ଦରଗଡ, ବୌଦ୍ଧ, ସମ୍ବଲପୁର, ନବରଙ୍ଗପୁର, ନୂଆପଡା,…

ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଗୁରୁବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ଏହି ପୂର୍ବତନ ମେୟର ଶ୍ରୀ ଜେନାଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା ଏବଂ ଗୁରୁବାର ସକାଳେ ଏହି ରିପୋର୍ଟ ପଜିଟିଭ ବାହାରିଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟ…

ଓଡିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ହେଲେ ପ୍ରଫେସର ଜଗନ୍ନାଥ ଲେଙ୍କା

ଭୁବନେଶ୍ୱର: ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି । ଜଗନ୍ନାଥ ଲେଙ୍କା ଉତ୍ତର ଓଡ଼ିଶା ୟୁନିଭରସିଟିର ଅର୍ଥନୀତି ବିଭାଗ ମୁଖ୍ୟ ଥିଲେ ।

ରାଜ୍ୟରେ ଆଉ ୮ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନ ଆଉ ୮ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୮୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଭୁବନେଶ୍ୱରରୁ ୧, କଟକରୁ ୧, ଢେଙ୍କାନାଳରୁ ୧, ପୁରୀରୁ ୧, ଗଞ୍ଜାମ ଜିଲ୍ଲାରୁ ୪…