Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ କରୋନା ରୋଗୀଙ୍କ ପାଇଁ ପେଡ୍ ଆଇସୋଲେସନ ବ୍ୟବସ୍ଥା

ଭୁବନେଶ୍ୱର: ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପେଡ୍ ଆଇସୋଲେସନ ବ୍ୟବସ୍ଥା ଆରମ୍ଭ ହୋଇଛି । ଯଦି କେହି କରୋନା ପଜିଟିଭ୍ ରୋଗୀ ଏଠାରେ ରହିବାକୁ ଚାହିଁବେ ତେବେ ନିଜସ୍ୱ ଖର୍ଚ୍ଚରେ ରହିପାରିବେ । ପ୍ରଥମ ପର୍ଯ୍ୟାୟରେ ତିନିଟି ହୋଟେଲରେ ପେଡ୍ ଆଇସୋଲେସନର ବ୍ୟବସ୍ଥା ହୋଇଛି ।…

ନଦୀ ପାର୍ ହେଲା ବେଳେ ଅଘଟଣ ହଠାତ୍ ମାଡି ଆସିଲା ପାଣି, ୨ ନିଖୋଜ

ଚିତ୍ରଡ଼ା : ନଦୀ ଶୁଖିଲା ଥିଲା । ତେଣୁ ନଦୀ ପାର ହୋଇ ଅନ୍ୟ ଗାଁ କୁ ଯାଇ କିଛି ସାଙ୍ଗ ଫୁଟବଲ ଖେଳ ଦେଖିବାକୁ ସ୍ଥିର କଲେ । ନଦୀ ପାର ହେବା ସମୟରେ ହଠାତ୍ ନଦୀରେ ପାଣି ବଢି ଯାଇଥିଲା । ଫଳରେ ପାଣିରେ ବୁଡି ଦୁଇ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା…

ଚିନ୍ମୟ ସାହୁ କରୋନା ପଜିଟିଭ୍‌

ବିଜେଡି ନେତା ଚିନ୍ମୟ ସାହୁ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୭ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ସତର୍କ ରହିବାକୁ କୁହାଯାଇଛି । କୌଣସି ଲକ୍ଷଣ ଯଦି ଦେଖାଦିଏ ତେବେ ସ୍ୱାବ ପରୀକ୍ଷା କରାଇନେବାକୁ ଚିନ୍ମୟ ପରାମର୍ଶ ଦେଇଛନ୍ତି । ଚିନ୍ମୟ ବର୍ତ୍ତମାନ ଓଡ଼ିଶା…

ବଢ଼ିଲା ହୋମ୍‌ଗାର୍ଡଙ୍କ ଦୈନିକ ଭତ୍ତା

ଭୁବନେଶ୍ୱର: ବଢ଼ିଲା ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ହୋମ୍‌ଗାର୍ଡଙ୍କ ଦୈନିକ ଭତ୍ତା । ଏଣିକି ଦୈନିକ ୫୩୩ ଟଙ୍କା ପ୍ରାପ୍ୟ ପାଇବେ ହୋମ୍‌ଗାର୍ଡ । ଏନେଇ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୦ ଜାନୁଆରିରୁ ପିଛିଲା ଭାବେ ଏହା ଲାଗୁ କରିବାକୁ…

ମଠସାହିରୁ ୧୫ ଜଣଙ୍କ ସମେତ କଟକ ସହରରୁ ପୁଣି ୧୬୨ ପଜିଟିଭ ଚିହ୍ନଟ

କଟକ: ସିଲଭର ସିଟି କଟକ ସହରରୁ ପୁଣି ବାହାରିଲେ ପଜିଟିଭ । ଆଜି ସିଏମ୍‌ସିରୁ ୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବିଭିନ୍ନ ସଙ୍ଗରୋଧରୁ ୧୦୦ ଓ ସ୍ଥାନୀୟ ଆକ୍ରାନ୍ତ ୬୨ ଜଣ ଅଛନ୍ତି । ଏସ୍‌ସିବି ଆଇସୋଲେସନରୁ ୪ ଜଣ କୋଭିଡ ଯୋଦ୍ଧା ଜଣେ ପୁରୁଷ ଓ ୩ ଜଣ…

ଆଜି ଗୋଟିଏ ଦିନରେ ଭୁବନେଶ୍ୱରରୁ ସର୍ବାଧିକ ୩୭୦ ପଜିଟିଭ ଚିହ୍ନଟ

ଭୁୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି ବିପଦ । ଆଜି ଗୋଟିଏ ଦିନରେ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୭୦ ପଜିଟିଭ। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୬୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୫୦ଜଣ ସୁସ୍ଥ…

‘ସବୁ ଘରକୁ ପାଇପ ଯୋଗେ ପହଞ୍ଚିବ ପାନୀୟ ଜଳ’

ଭୁବନେଶ୍ୱର: ରାଜ୍ୟରେ ବର୍ଷ ବର୍ଷ ଧରି ଜଳର ଅଭାବ ଏବଂ ପିଇବା ପାଇଁ ବିଶୁଦ୍ଧ ପାଣି ଓ ଜଳସେଚନ ଓଡ଼ିଶା ପାଇଁ ବଡ ଆହ୍ୱାନ ସଦୃଶ ହୋଇଛି । ମୋଦି ସରକାର ଏହି ଆହ୍ୱାନକୁ ଦୂର କରିବା ସହ ରାଜ୍ୟର ସବୁ ଗାଁର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଦିଗରେ କାମ କରୁଛନ୍ତି…

ବର୍ଷା: ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର: ଆସନ୍ତା ୨୪ ଘଂଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ରେଡ୍ ୱାଣ୍ଣିଂ ଜାରି କରାଯାଇଛି । ଏନେଇ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର…

ପ୍ରବଳ ବର୍ଷା ସମ୍ଭାବନା: ୧୦ ଜିଲ୍ଳାକୁ ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଂଟାରେ ଅବପାତର ରୂପ ନେବ ଉତର ଉତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ । ଏବେ ଏହା ପଶ୍ଚିମଦିଗରେ ଗତି କରିଛି । ଏହା ପ୍ରଭାବରେ  ଆଜି ଓ ଆସନ୍ତାକାଲି ୨ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସଂଭାବନା ରହିଛି । ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷିବ ତେଣୁ…

ଗଞ୍ଜାମରେ କରୋନା ଆରୋଗ୍ୟଙ୍କ ପୁଣି ଥରେ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଗଞ୍ଜାମ: କୋଭିଡ୍ ମୁକିବାଲ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ । କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କର ପୁଣି ଥରେ ହେବ ସ୍ୱାସ୍ଥ୍ୟ ପରୀକ୍ଷା । ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଆସନ୍ତାକାଲିଠୁ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା…