Latest Odisha News

BREAKING NEWS

Browsing Category

ଓଡିଶା

Odisha

ସିଲ୍ ହେଲା ୩ ସରକାରୀ ଅଫିସ୍

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ମହାମାରୀ । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତିଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ସଟଡାଉନ୍‌ଠାରୁ ଆରମ୍ଭ କରି ଲକଡାଉନ୍ ସବୁ ପ୍ରକାରର କୋଭିଡ କଟକଣା ଲାଗୁ ହୋଇଛି । ଏହି ମାମଲାରେ ଆଜି ୩ ସରକାରୀ ଅଫିସ୍‌କୁ…

ମନ୍ଦିର ପରିସରରେ ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର: ହରିଦପଦର ପଞ୍ଚାୟତ ଅନ୍ତର୍ଗତ ଭେଙ୍କଟ୍ରାପଲ୍ଲୀ ଗାଁର ସୁଦାମ ନାହକଙ୍କ ପତ୍ନୀ ରଞ୍ଜିତା ନାହକଙ୍କ ମୃତଦେହ ମୁକେଶ୍ୱର ମନ୍ଦିର ପରିସରରେ ପଡ଼ିଥିବା ସୂଚନା ମିଳିଛି। ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି।…

ସୋଫା ଭିତରେ ସାପ

ଭୁବନେଶ୍ୱର: ସୋଫା ଭିତରୁ ବାହାରିଲା ସାପ । ଭୁବନେଶ୍ୱର ୟୁନିଟୟ-୬ ସ୍ଥିତ କ୍ୱାଟର ନମ୍ବର- ସି-୪/୧ରେ ରହୁଥିବା ସ୍ପେଶାଲିଷ୍ଟ ଡାକ୍ତର ଭଗବାନ ସାହୁଙ୍କ ଘରୁ ସାପଟି ଉଦ୍ଧାର ହୋଇଛି । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପହଂଚି ସୋଫା ଭିତରୁ ସାପଟିକୁ ବାହାର କରିଛନ୍ତି । ଆଜି ଭାଗବନ ସାହୁ ତାଙ୍କ…

ଆଜି ସୁସ୍ଥ ହେଲେ ଆଉ ୧୫୫୦, ୪୨ ହଜାର ଡେଇଁଲା ମୋଟ ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ଆଜି ପୁଣି ୨୯ଟି ଜିଲ୍ଳାରୁ ୧୫୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୨,୧୭୬ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି…

୧୦ କୋଭିଡ ଯୋଦ୍ଧାଙ୍କ ସମେତ ସିଏମ୍‌ସିରେ ଆଉ ୧୧୯ ପଜିଟିଭ ଚିହ୍ନଟ

କଟକ: ସିଲଭର ସିଟିରେ ବଢ଼ୁଛି ସଂକ୍ରମଣ । ଆଜି ପୁଣି କଟକ ମହାନଗର ନିଗମରୁ ୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସ୍‌ସିବି ଆଇସୋଲେସନରୁ ଜଣେ ମହିଳାଙ୍କ ସମେତ ୭ ଜଣ କୋଭିଡ ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି। ଅନ୍ୟ ସରକାରୀ ସଂଗରୋଧରୁ ୩ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି।…

ଟପ୍ ୫୦ରେ ଓଡ଼ିଶାର ୨ ବିଧାୟକ

ଭୁବନେଶ୍ୱର: ଦେଶର ସର୍ବଶ୍ରେଷ୍ଟ ୫୦ ବିଧାୟକଙ୍କ ତାଲିକାରେ ସାମିଲ ହୋଇଛନ୍ତି ଓଡ଼ିଶାର ୨ ବିଧାୟକ । ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାମ ଏହି ତାଲିକାରେ ସାମିଲ ହୋଇଛି । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନାଁ ବି ଟପ୍ ୫୦ ଲିଷ୍ଟରେ ସ୍ଥାନ ପାଇଛି । ଦେଶର…

ସିଏମ୍‌ସିରେ ଅଧିକ ଯୁବ ବର୍ଗ କରୋନାରେ ସଂକ୍ରମିତ: ଅନନ୍ୟା ଦାସ

କଟକ: କଟକ ମହାନଗର ନିଗମରେ ମାଡି ଚାଲିଛି କରୋନା । ସିଏମ୍‌ସିରେ ଯୁବ ବର୍ଗ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୨୧ରୁ ୪୦ ବର୍ଷ ବୟସ ବର୍ଗ ଅଧିକ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ୨୦ ବର୍ଷରୁ କମ ବୟସ ଭିତରେ ୧୨୪ ଜଣ ଚିକିତ୍ସାଧୀନ ଅଛନ୍ତି। ୪୧ରୁ ୬୦ ବର୍ଷ ବୟସ ବର୍ଗଙ୍କ…

କଟକରେ କରୋନା ସୁସ୍ଥ ହାର ୭୨ ପ୍ରତିଶତ

କଟକ: କଟକରେ ବଢ଼ୁଛି କରୋନା ସୁସ୍ଥ ହାର । ସୁସ୍ଥ ତୁଳନାରେ କମିଛି ସଂକ୍ରମିତ ସଂଖ୍ୟା । ଜିଲ୍ଲାରେ ଗତ ସପ୍ତାହରେ ସୁସ୍ଥତା ହାର ୬୬ ପ୍ରତିଶତ ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୭୨ ପ୍ରତିଶତରେ ପହଂଚିଛି। ପଜିଟିଭ ସଂଖ୍ୟା ଗତ ସପ୍ତାହରେ ୭୪ ପ୍ରତିଶତ ଥିବା ବେଳେ ଏହା ଏବେ ହ୍ରାସ ପାଇ ୨୭…

ଏମିତି ମା’ କାହାକୁ ନମିଳୁ, ୧୫ ମାସର ଛୁଆକୁ ହାତ ଗୋଡ ବାନ୍ଧି ନିସ୍ତୁକ ମାଡ

କୋଣାର୍କ: ମା’ଠୁ ଅଧିକ ନିଜର କେହି ନାହିଁ । ଛୁଆକୁ କଷ୍ଟ ହେଲେ ମା’କୁ କଷ୍ଟ ହୁଏ । ଛୁଆ କାନ୍ଦିଲେ ମା’ କାନ୍ଦେ । ହେଲେ ମା’ ଯେତେବେଳ ସାଜେ ଡାହାଣି । ସେତେବେଳେ ଛୁଆର କଷ୍ଟ ମା’ଆଗରେ ତୁଛ ହୋଇଯାଏ । ଯାହାକୁ କଷ୍ଟ ସହି ନିଜ ୧୦ ମାସ ଗର୍ଭରେ ରଖି ଜନ୍ମ କରିଥିଲା ଆଜି ତା’ ପାଇଁ ସେ…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୧୭୦ ଆକ୍ରାନ୍ତ, ୧୮୪ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୭୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…