Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ପ୍ରାଧାନ୍ୟ: ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର: ଏମ୍‌ଏସ୍‌ଏମ୍‌ଇକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ରାଜ୍ୟ ସରକାର । ଆଜିର ସ୍ଥିତିରେ ଜୀବନ ଓ ଜୀବିକାକୁ ପ୍ରାଧାନ୍ୟ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଜୀବନକୁ ଆମେ ଯଥେଷ୍ଟ ପ୍ରାଧାନ୍ୟ ଦେଉଛୁ ।…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କନ୍ଧମାଳ ଓ କଳାହାଣ୍ଡି ଆଦି…

ସଟ୍‌ଡାଉନ୍ ବେଳେ ବାର୍‌ରେ ଖୁଲମ୍‌ଖୁଲା ମଦ ବିକ୍ରି

ଭୁବନେଶ୍ୱର: ରାଜଧାନୀରେ ସଟ୍‌ଡାଉନ୍ ସମୟରେ ଚାଲିଛି ଖୁଲମ୍‌ଖୁଲା ମଦ ବିକ୍ରି । ସବୁ ବାର୍ ବନ୍ଦ ଥିବା ବେଳେ ଖୋଲାଖୋଲି ଭାବେ ବାର୍‌ରେ ମଦ ବିକ୍ରି କରୁଛନ୍ତି ମଦ ବ୍ୟବସାୟୀ । ଭୁବନେଶ୍ୱର ଗ୍ୟାରେଜ ଛକରେ ଥିବା ହୋଟେଲ ଉତ୍କଳ ଇନରେ ଖୋଲାଖୋଲି ଚାଲିଥିଲା ମଦ ବେପାର । ଏଭଳି ଏକ ଭିଡିଓ ଏବେ…

ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ସେପ୍ଟମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶ । ଏନେଇ ଆଜି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ତେବେ କେଉଁଠି ବିଧାନସଭା ବସିବ ସେନେଇ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ । ବିଧାନସଭା କି ଲୋକସେବା ଭବନରେ ବସିବ, ସେନେଇ ନିଷ୍ପତ୍ତି ହେବ…

ପାଲା ଆକାଶର ଉଜ୍ୱଳ ନକ୍ଷତ୍ର: ଗାୟକ ସରୋଜ ଅନନ୍ତ ଚରଣ ମହାପାତ୍ର

ପାଲା ଆକାଶର ଉଜ୍ୱଳ ନକ୍ଷତ୍ର ଗାୟକ ସରୋଜ ଶ୍ରୀଯୁକ୍ତ ଅନନ୍ତ ଚରଣ ମହାପାତ୍ର । ମାଆ ସାରଳାଙ୍କ ବରପୁତ୍ର ଶ୍ରୀଯୁକ୍ତ ମହାପାତ୍ର ରାଜ୍ୟର ପୁରପଲ୍ଲୀରେ ପ୍ରତିଷ୍ଠା ଅର୍ଜନ କରିବା ସହ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ…

ମାଲକାନଗିରିରେ ୧୨ଶହ ଟପିଲା କରୋନା ସଂକ୍ରମଣ

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୯୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୪ ଜଣ…

ସୁନ୍ଦରଗଡରେ ୩୧ଶହ ଟପିଲା କରୋନା ସଂକ୍ରମଣ; ଆଉ ୧୬୧ ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୬୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୨୨ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ…

ଗୋଟିଏ ଦିନରେ ଦ୍ୱିଶତକ, ଯାଜପୁରରେ ୨ ହଜାର ଟପିଲା କରୋନା କେସ୍

ଯାଜପୁର: କରୋନା ସଂକ୍ରମିତଙ୍କ ସଂଖ୍ୟା ଯାଜପୁର ଜିଲ୍ଲାରେ ଦୁଇ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ଦ୍ୱିଶତ ମାରିଛି ପଜିଟିଭ୍ କେସ୍ । ଦୁଇ ଶହ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ପୂର୍ବରୁ ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା କେବେ ଶତକ…

ଗୋଟିଏ ଦିନରେ ରାଜ୍ୟର ୧୦ ଜିଲ୍ଲାରୁ ୬୭% ପଜିଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଟପିଛି । ଗୋଟିଏ ଦିନରେ ରେକର୍ଡ ଟେଷ୍ଟିଂ ହୋଇଛି । ଏଥିପାଇଁ ସର୍ବାଧିକ ୨୯ ଶହ ୨୪ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟେଷ୍ଟିଂ ସଂଖ୍ୟା ୫୨ ହଜାର ଟପିଥିବାରୁ ୨୯ ଶହ ପଜିଟିଭ୍ କେସ୍ ବାହାରିଛି । ଗତ ୨୪ ଘଣ୍ଟାରେ ୧୦ଟି…

ସୋନପୁର ଓ ବଲାଙ୍ଗିରରୁ ପ୍ରଥମ ମୁଣ୍ଡ ନେଲା କରୋନା, ରାଜ୍ୟରେ ଆଉ ୧୦ ମୃତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୦ ଜୀବନ ଯାଇଛି । ସୋନପୁର ଓ ବଲାଙ୍ଗିର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି ପ୍ରାଣଘାତୀ ଭାଇରସ୍ । ସେହିପରି ଗଞ୍ଜାମ ଓ ଭୁବନେଶରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଭଦ୍ରକ,…