Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଗଷ୍ଟ ୧ରୁ ବରଗଡ଼ ଜିଲ୍ଲା ତିନି ଦିନ ସଟଡାଉନ୍

ବରଗଡ଼: ଆସନ୍ତା ଅଗଷ୍ଟ ୧ ତାରିଖରୁ ସଟଡାଉନ୍ ରହିବ ବରଗଡ଼ ଜିଲ୍ଲା । ଏହି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅଗଷ୍ଟ ୩ ତାରିଖ ଯାଏଁ ସଟଡାଉନ୍ ବଳବତ୍ତର ରହିବ । ସଟଡାଉନ୍ ବେଳେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯିବ । ଜିଲ୍ଲା-ଜିଲ୍ଲା ଭିତରେ ସରକାରୀ ଓ ଘରୋଇ ପରିବହନ ଉପରେ ଲାଗୁ ହେବ…

ଶୁକ୍ରବାର ଖୋଲିବ ଭୁବନେଶ୍ୱର ୟୁନିଟ-୪ ମାର୍କେଟ

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମିତ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ପ୍ରାୟ ଅଧିକାଂଶ ମାର୍କେଟକୁ ବିଏମ୍ସି ପକ୍ଷରୁ ବନ୍ଦ ରଖାଯାଇଛି । ତେବେ ଆସନ୍ତାକାଲି ଅର୍ଥାତ ଶୁକ୍ରବାରଠାରୁ ଭୁବନେଶ୍ୱରର ୟନିଟ-୪ ମାର୍କେଟ ଓ ତାର ଆଖପାଖ ବଜାର ଖୋଲିବ । ଏନେଇ ସୂଚନା ମିଳିଛି ।…

ଆଦାନୀ ପାୱାର ଲିମିଟେଡ ଦ୍ୱାରା ଓପିଜିସିର ୪୯% ଇକ୍ୟୁଟି ସେୟାର ଅଧିଗ୍ରହଣକୁ ସିସିଆଇ ମଂଜୁରୀ

ନ୍ରୂଆଦିଲ୍ଲୀ: ଅଦାନୀ ପାୱାର ଲିମିଟେଡ (ଏପିଏଲ) ଦ୍ଵାରା ଓଡିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି)ର ପ୍ରସ୍ତାବିତ 49 ପ୍ରତିଶତ ଇକ୍ୟୁଟି ସେୟାର ଅଧିଗ୍ରହଣକୁ କମ୍ପିଟିସନ କମିଶନ ଅଫ ଇଣ୍ଡିଆ (ସିସିଆଇ) ମଞ୍ଜୁରି ପ୍ରଦାନ କରିଛନ୍ତି । ଏପିଏଲ ଅଦାନୀ ଗ୍ରୁପର ଏକ କମ୍ପାନୀ, ଏହାର ସେୟାର…

ଆନ୍ଦୋଳନ ନାଁରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ

ପାରାଦୀପ: ଆନ୍ଦୋଳନ ନାଁରେ କୋଭିଡ-19 ଓ ୧୪୪ ଧାରାକୁ ଉଲ୍ଲଘଂନ କରିଛି ପାରାଦୀପର ଏକ ଶ୍ରମିକ ସଂଗଠନ। ୫୦୦ ଶହରୁ ଉର୍ଦ୍ଧ୍ଵ ଶ୍ରମିକଙ୍କୁ ନେଇ ଆଇଓସିଏଲ ସମ୍ମୁଖରେ ଆନ୍ଦୋଳନ କରିଛି ପେଟ୍ରୋଲିୟମ ପ୍ରଡକ୍ଟସ ହ୍ୟାଣ୍ଡେଲିଂ ଆଣ୍ଡ କ୍ୟାରିୟର୍ସ ଏମ୍ଲୋଏ ୟୁନିଅନ। ଆଇଓସିଏଲର ମେଣ୍ଟେନାସ୍ କାର୍ଯ୍ୟ…

ହାତଗୋଡ ବନ୍ଧା ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଉଦ୍ଧାର ହୋଇଛି ହାତଗୋଡ ବନ୍ଧା ଏକ ଅର୍ଦ୍ଧଦଗ୍ଧ ମୃତ ଦେହ । ମୃତକ ଜଣକ ଜଣେ ୨୫ ବର୍ଷିୟ ମହିଳା ବୋଲି ଜଣାପଡିଛି । ଗୋଶାଳା ହେଲିପ୍ୟାଡ ନିକଟରେ ଥିବା ଏଖ ଅର୍ଦ୍ଧ ନିର୍ମିତ ଘରୁ ଖୋର୍ଦ୍ଧା ପୋଲିସ ମୃତଦେହକୁ ଉଦ୍ଧାରକ ରିଛି । ମୃତ ମହିଳାଙ୍କ ପ୍ରାୟ ଦେହର ୮୦ରୁ ୯୦ ପ୍ରତିଶତ…

ଓଡିଶାରୁ ସୁସ୍ଥ ହେଲେ ଆଉ ୮୦୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୦୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୮୦୭ ଜଣଙ୍କ ମଧ୍ୟରୁ ୪୩୧ ଜଣ ଗଞ୍ଜାମରୁ, କଟକରୁ ୬୨, ରାୟଗଡାରୁ ୪୭, ଗଜପତିରୁ ୩୪, କେନ୍ଦୁଝରରୁ ୨୯,…

ରାଜ୍ୟରେ କରୋନା ସ୍ଥିତି : ବିଜେପି ବନାମ ବିଜେଡି

ଭୁବନେଶ୍ୱର: କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡନ୍ତୁ । ପ୍ରେସମିଟ୍ କରି ଆଜି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଦିଲ୍ଲୀ…

କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ୟୁନିଭର୍ସିଟି ରେଟିଂରେ ସ୍ଥାନ ପାଇଲା ସୋଆ

ଭୁବନେଶ୍ୱର, ୩୦/୭ : ଆଉ ଏକ ସଫଳତା ସାଉଁଟିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସଟି) । କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ଡାଇମଣ୍ଡ ୟୁନିଭର୍ସିଟି ରେଟିଂ ହାସଲ କରିଛି ସୋଆ। ଏହି ସଫଳତା ହାସଲ କରିବା ପରେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ କୁହାଯାଇଛି ଯେ ଡାଇମଣ୍ଡ ରେଟିଂ ହାସଲ କରିବା…

ବିନ୍ଦୁ ସାଗରରୁ ଅଯୋଧ୍ୟା ଗଲା ପବିତ୍ର ଜଳ

ଭୁବନେଶ୍ୱର: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଲାଗି ବିଭିନ୍ନ ତୀର୍ଥ ସ୍ଥାନରୁ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଉଛି । ଏହି ପରିପ୍ରେକ୍ଷୀରେ ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁ ସାଗରରୁ କଣ୍ଟେନର ଭର୍ତ୍ତି ଜଳ ଅଯୋଧ୍ୟାକୁ ପଠାଯାଇଛି । ଏହି…

ରାଜ୍ୟରେ ୫ ଲକ୍ଷ ଟପିଲା କରୋନା ଟେଷ୍ଟିଂ

ଭୁବନେଶ୍ୱର: ଓଡିଶାରେ ୫ ଲକ୍ଷ ଟପିଛି କରୋନା ଟେଷ୍ଟ ସଂଖ୍ୟା । ଗତ ୧୦ ଦିନ ଭିତରେ ରାଜ୍ୟରେ କୋଭିଡ୍ ଟେଷ୍ଟ ସଂଖ୍ୟା ଲକ୍ଷେ ଟପିଛି । ଅଧିକ ଟେଷ୍ଟ କରାଯାଉଥିବାରୁ ଅଧିକ ପଜିଟିଭ୍ ବାହାରୁଛି ଏବଂ ଆସନ୍ତା ଦିନରେ ରାଜ୍ୟରେ ଟେଷ୍ଟିଂ ଆହୁରି ଅଧିକ କରାଯିବ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ…