Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହାପ୍ରଭୁଙ୍କର ପ୍ରାବୃତ୍ତ ରାସ ଝୁଲଣ ଯାତ୍ରା

ମହାପ୍ରଭୁଙ୍କର ପ୍ରତି ଋତୁରେ,ପ୍ରତି ମାସରେ କିଛି ନା କିଛି ମାନବୀୟ ଲୀଳା, କେତେ ପ୍ରକାରର ରାସ ଦେଖିବାକୁ ମିଳିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ଝୁଲଣ ଯାତ୍ରା । ଚିତଉ ଅମାବାସ୍ୟା ପରେ ପରେ ଆରମ୍ଭ ହୁଏ ସପ୍ତାହ ବ୍ୟାପୀ ଝୁଲଣ ଯାତ୍ରା । ଝୁଲଣ ଯାତ୍ରାର ମୁଖ୍ୟ ଆକର୍ଷଣ ଝୁଲଣ…

ବଜ୍ରାଘାତରେ ୩ ମହିଳା ମୃତ

ବଲାଙ୍ଗିର: ବଜ୍ରପାତରେ ଗଲା ୩ ମହିଳାଙ୍କ ଜୀବନ। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ବଡ଼ତେଲେନପାଲ୍ଲୀ ଗାଁରେ ଘଟିଛି। ୧୦ ଚାଷୀ ଚାଷୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଆଜି ବଡ଼ତେଲେନପାଲ୍ଲୀ ଗାଁର ଚବିନ ଦରୁଆଙ୍କ ଚାଷ ଜମିରେ ୧୮ରୁ ଅଧିକ ଚାଷୀ କାମ କରୁଥିଲେ। ଦିନ ପ୍ରାୟ ୨ରୁ…

ପୁରୀରେ କାଲିଠୁ ରଥଖୋଲା

ପୁରୀ: ଆସନ୍ତାକାଲିଠୁ ପୁରୀରେ ଖୋଲାଯିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ୩ ରଥ । ସେବକ ଓ ପରିଚାଳନା କମିଟି ସଦସ୍ୟଙ୍କ ତତ୍ତ୍ୱାବଧାନରେ ଏହି କାମ ହେବ । ମାସେ ଧରି ରଥଖୋଲା ଚାଲିବା ସହ ସ୍ଥାନାନ୍ତରଣ ଓ ରଥଯୋଡ଼ା କାମ ମଧ୍ୟ ହେବ । ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଭୋଇ ସେବକ ମାନେ ଖୋଲିବେ । ରଥ…

ପ୍ଲାଜମା ଥେରାପୀରେ ଗଞ୍ଜାମରୁ ସୁସ୍ଥ ହେଲେ ୩ କରୋନା ରୋଗୀ

ବ୍ରହ୍ମପୁର: କରୋନା ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ଓଡିଶାରେ ପ୍ଲାଜମା ଥେରାପୀକୁ ଆଶ୍ରା କରାଯାଇଥିବା ବେଳେ ଏଥିରୁ ସୁଫଳ ମିଳିଛି । ପୂର୍ବରୁ କଟକର ଜଣେ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଆଜି ଗଞ୍ଜାମରୁ ଆଉ ୩ ସୁସ୍ଥ ହୋଇଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା…

ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ୮୫୦କେଜି ଜବତ, ୫ ଗିରଫ

କୋରାପୁଟ: ଟ୍ରାକ୍ଟରରେ ଥିଲା ଟ୍ୟାଙ୍କର ଆଉ ଟ୍ୟାଙ୍କର ଭିତରେ ଥିଲା ଗଂଜେଇ । ବେଆଇନ୍ ଭାବେ ଟ୍ୟାଙ୍କରରେ ଗଂଜେଇ ଚାଲାଣ ବେଳେ ଏସଟିଏଫ୍ ହାତରେ ଧରାପଡିଛି । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ପିତାଗୁଡାରେ ବେଆଇନ୍ ଗଂଜେଇ ଚାଲାଣ କରାଯାଉଥିବା ନେଇ ଏସଟିଏଫକୁ ସୂଚନା ମିଳିଥିଲା । ପରେ ଏସଟିଏଫି…

ଆଜି କ୍ୟାପିଟାଲ ହସପିଟାଲରେ ଉଦଘାଟିତ ହେବ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଉଦଘାଟିତ ହେବ ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରିବେ । ପୂର୍ବରୁ କଟକର ଏସସିବି ସମେତ ୩ଟି କୋଭିଡ୍ ହସପିଟାଲରେ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ କରାଯାଇସାରିଛି ।…

ଭିଜିଲାନ୍ସ ଜାଲରେ ଆରଆଇ, ନେଉଥିଲେ ୩ହଜାର ଟଙ୍କା ଲାଂଚ

ବାଲେଶ୍ୱର: ଲାଂଚ ନେଇ ଭିଜିଲାନ୍ସରେ ଜାଲରେ ପଡିଛନ୍ତି ଆରଆଇ । ଭଦ୍ରକ ଜିଲ୍ଲା ଚାନ୍ଦବାଲିର ରାଜସ୍ୱ ନୀରିକ୍ଷକ ସୁବ୍ରତ କୁମାର ମଲ୍ଲିକଙ୍କୁ ଧରିଛି ବାଲେଶ୍ୱର ଭିଜିଲାନ୍ସ ଟିମ୍ । ଲିଗାଲ ହାୟର ଅର୍ଥାତ୍ ଉତ୍ତରାଧିକାରୀ ସାର୍ଟିଫିକେଟ୍ ପାଇଁ ଜଣେ ବ୍ୟାକ୍ତିଙ୍କ ଠାରୁ ୩ ହଜାର ଟଙ୍କା ଲାଂଚ…

କେନ୍ଦୁଝରରେ ସୁପର ସ୍ପ୍ରେଡର; ୩୭ ଜଣଙ୍କୁ କଲେ ସଂକ୍ରମିତ

କେନ୍ଦୁଝର: ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇରେ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୩୦ରେ ପହଞ୍ଚିଛି । ଏନେଇ ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରାଯାଇଛି । ପ୍ରଶାସନର ଉକ୍ତ ଟ୍ୱିଟ୍ ଅନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ…

ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବରଗଡ, ଦେଓଗଡ଼, ସମ୍ବଲପୁର ଓ ଝାରସୁଗୁଡା ଆଦି ଜିଲ୍ଲାର ଗୋଟିଏ କିମ୍ବା…

ସୁନ୍ଦରଗଡରେ ୧୧ଶହ ଟପିଲା କରୋନା ସଂକ୍ରମଣ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୧୧୨ରେ ପହଞ୍ଚିଛି । ଏହାଛଡା ପ୍ରଶାସନ ପକ୍ଷରୁ ଜୁଲାଇ ୨୭ ତାରିଖରେ ୧୧ ଜଣଙ୍କ…