Latest Odisha News

BREAKING NEWS

Browsing Category

ଓଡିଶା

Odisha

ବନ୍ଧୁକ ମୁନରେ ମହିଳା ଡିଏସପିଙ୍କ ଠାରୁ ଲୁଟ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ରବିବାର ସକାଳ ସମୟରେ ଦୁଇ ଦୁବୃର୍ତ୍ତ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ମହିଳା ଡିଏସପି (ଭିଜିଲାନ୍ସ) ତନୁଜା ମହାନ୍ତି ୟୁନିଟ୍‌-୩ ସ୍ଥିତ ଘର ସମ୍ମୁଖରେ ଛିଡା ହୋଇଥିବା ବେଳେ ଏଭଳି ଅଘଟଣା ଘଟିଛି…

ରାଜ୍ୟରେ ୧୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୪୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୧୪୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ମୃତକ ମାନଙ୍କ ମଧ୍ୟରେ…

ଓଡିଶାର ୩୦ ଜିଲ୍ଲାରୁ ନୂଆ ୧୩୭୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୩୭୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୩୮୯ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

କରୋନା କାଳରେ ଚିତ୍ର ଆଙ୍କି କଟକର ଗୌରବ ବଢାଇଲେ ହର୍ଷିଲ

କଟକ: କରୋନା ସଂକ୍ରମଣ ଭୟରେ ସ୍କୁଲ କଲେଜ ସବୁ ବନ୍ଦ । ଏଥି ପାଇଁ ଛାତ୍ରଛାତ୍ରୀ ଅନଲାଇନ କ୍ଲାସରେ ପାଠ ପଢୁଛନ୍ତି । ଅନ୍ୟ ସମୟରେ କିଏ ଡ୍ରଇଁ କରୁଛି ତ କିଏ ଗୀତ କି ନୃତ୍ୟ ଅଭ୍ୟାସ କରୁଛି । ଏହି ଅଭ୍ୟାସ ପାଇଁ କଟକର ଜଣେ ଛାତ୍ରଙ୍କୁ ଏବେ ବିଶ୍ୱସ୍ତରରେ ମିଳିଛି ପ୍ରଶଂସା । କରୋନା…

ଜୁଲାଇ ୨୮ ପରେ ବଢିବ ବର୍ଷାର ପରିମାଣ: ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଖରାର ପ୍ରଭାବ । ମୌସୁମୀ ଦୁର୍ବଳ ରହିଥିବା କାରଣରୁ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୮ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଯାହାପରେ ରାଜ୍ୟରେ ଧୀରେଧୀରେ ବର୍ଷାର…

ଆଜିଠୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ୍

ସମ୍ବଲପୁର: ସମ୍ବଲପୁରରେ ଆଜିଠାରୁ ଆରମ୍ଭ ହେଉଛି ସଟଡାଉନର ଦ୍ୱିତୀୟ ପର୍ଯ୍ୟାୟ । ୨୬ ତାରିଖରୁ ୩୧ ତାରିଖ ଯାଏଁ ଏହି କଟକଣା ଜାରି ରହିବା ନେଇ ସୂଚନା ମିଳିଛି । ଏହି ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟର କଟକଣା କିଛିଟା କୋହଳ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏଠାରେ…

ରାଜଧାନୀ ଆକାଶରେ ଧୂମକେତୁ: ଖାଲି ଆଖିରେ ଦେଖୁଛନ୍ତି ଲୋକ

ଭୁବନେଶ୍ୱର: ରାଜଧାନୀ ଆକାଶରେ ଦୃଶ୍ୟମାନ ହେଉଛି ଧୂମକେତୁ ।ଫଟୋଗ୍ରାଫର ରାକେଶ ରାଉଳ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ନିଜ ଟେଲି ଲେନ୍ସରେ କଏଦ କରିଛନ୍ତି। ପଠାଣି ସାମନ୍ତ ପ୍ଲାନେଟାରିୟମ କର୍ତ୍ତୃପକ୍ଷ ଏହି ଫଟୋ ଧୂମକେତୁ ସି/୨୦୨୦ ଏଫ୍-୩ ବୋଲି ସ୍ପଷ୍ଟ କରିଛନ୍ତି। ଏହି ବିରଳ ମହଜାଗତିକ…

କ୍ୟାବିନରେ ବିତୁଛି ଗୋଟିଏ ପରିବାରର ଜୀବନ

ଯାଜପୁର: ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଘର ନା ଅଛି ପେଟକୁ ୨ ଓଳି ୨ ମୁଠା ଦାନା । ଭୋକ ଉପାସରେ ଏକ କ୍ୟାବିନରେ ବିତୁଛି ଗୋଟିଏ ପରିବାରର ଜୀବନ । ଏଭଳି ଏକ ଦୃଶ୍ୟ ସମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଂଟିଆ ଗ୍ରାମରୁ । ଏହି ଗାଁର ପରମେଶ୍ୱର ଜେନା ଓ ତାଙ୍କ ପରିବାର ।…

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଆକ୍ରାନ୍ତ ଯବାନ

ବାଲେଶ୍ୱର : କରୋନା ଛଡାଇନେଲା ମାଆର ଭେଣ୍ଡିଆ ପୁଅକୁ । ଭାରତ ମାତାର ସେବା କରିବା ପାଇଁ ଯାଇଥିବା ପୁଅ ଆଜି କରୋନା ସଂକ୍ରମଣରେ ଜୀବନ ଯୁଦ୍ଧରେ ହାରିଯାଇଛି । ଏବେ ପରିସ୍ଥିତି ଏପରି ଯେ ମଲାପୁଅର ମୁହଁକୁ ବି ଦେଖିପାରିଲେନି ମାଆ ବାପା । ତେଣୁ ମାଆ ଛାତି ଫାଟିଯାଉଛି । ସେ ନିରୁପାୟ । ବାହୁନି…

ଓଡ଼ିଶାରୁ ପଶ୍ଚିମ ବଙ୍ଗକୁ ଟ୍ରେନରେ ଯାତ୍ରା କରୁଥିଲେ, ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା…

ଭୁବନେଶ୍ୱର: ଜୁଲାଇ ମାସ ୨୫ ତାରିଖରୁ ୨୯ ତାରିଖ ଯାଏଁ ପଶ୍ଚିମ ବଙ୍ଗ ସରକାର ରାଜ୍ୟକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ଯେଉଁଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ ଚଳାଚଳ ନେଇ କିଛିଟା ପରିବର୍ତ୍ତନ କରାଯାଇଛି। ରେଳବାଇ ପକ୍ଷରୁ କେତେକ ଟ୍ରେନକୁ ବାତିଲ କରାଯାଇଥିବା ବେଳେ କେତେକ…