Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶାରେ ଆଉ ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୭୩୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୪୩୭ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ବାଲେଶ୍ଵର କୋଭିଡ ହସ୍ପିଟାଲରେ ନର୍ସଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ: ମ୍ୟାନେଜର ଓ ଫାର୍ମାସିଷ୍ଟ ଅଟକ

ବାଲେଶ୍ୱର:ବାଲେଶ୍ବର ଜିଲ୍ଲା ସ୍ବତନ୍ତ୍ର କୋଭିଡ ହସ୍ପିଟାଲର ନର୍ସଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ । ହସ୍ପିଟାଲର ମ୍ୟାନେଜର ଓ ଫାର୍ମାସିଷ୍ଟଙ୍କୁ ଅଟକ ରଖିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ଉକ୍ତ ହସ୍ପିଟାଲର…

ଆଧୁନିକତା ମଧ୍ୟରେ ହଜିଯାଉଛି ପାରମ୍ପରିକ ବାଦ୍ୟର ଚାହିଦା !

ଭୁବନେଶ୍ୱର: ପୂଜା, ବାହାଘର, ବ୍ରତ ସହ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟକ୍ରମ ମାନଙ୍କରେ ବାଜା, ତୁରୀ, ମହୁରୀ, ତାସା ଓ ନିଶାନ ବାଜୁନଥିଲେ ଶୁଭ କାର୍ଯ୍ୟ ଆଗେଇ ପାରୁନଥିଲା । ଏସବୁ ବଜାଇବା ପାଇଁ କାହାର ଅନୁମତୀ ନେବାକୁ ପଡ଼ୁନଥିଲା । ଯେତେବେଳେ ଯିଏ ଇଚ୍ଛା କଲା ଏହି ପାରମ୍ପରିକ ବାଦ୍ୟତାଳରେ…

ଭୁବନେଶ୍ୱରରେ ମହିଳା ଏସଆଇଙ୍କୁ କରୋନା

ଭୁବନେଶ୍ୱର: ଖୋର୍ଦ୍ଧା ଅବକାରୀ ଅଧୀକ୍ଷକଙ୍କ ଅଫିସରେ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ମହିଳା ସବ୍-ଇନିସପେକ୍ଟର କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅବକାରୀ ଏସପି ପ୍ରସନ୍ନ ଆଚାର୍ଯ୍ୟ । ଦୁଇ ଦିନ ତଳେ ଖୋର୍ଦ୍ଧା…

ବାପା ପଜିଟିଭ ଜାଣିବା ପରେ ପ୍ରାଣ ହରାଇଲା ଝିଅ; ୧୪ ଘଣ୍ଟା ପଡି ରହିଲା ଶବ

ଗଞ୍ଜାମ: ବାପା କରୋନା ପଜିଟିଭ ଚିହ୍ନଟ ହୋଇ କୋଭିଡ୍‌ କେୟାର ସେଣ୍ଟର୍‌ ଯିବାର ୧୨ ଘଣ୍ଟା ଭିତରେ ଝିଅର ମୃତ୍ୟୁ। ସଂକ୍ରମଣ ଭୟରେ ପାଖକୁ ଗଲେନି ସାହିପଡିଶା ।ପ୍ରାୟ ୧୪ ଘଣ୍ଟା କାଳ ପଡି ରହିଲା ଝିଅର ମୃତ ଦେହ କାନ୍ଧ ଦେବାକୁ କେହି ଆସିଲେନି ବନ୍ଧୁ ବାନ୍ଧବ। ଏଭଳି ଏକ ଅଭାବନୀୟ ଘଟଣା…

ଆଗାମୀ ୩ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ଭୁବନେଶ୍ୱର: ଜୁଲାଇ ୧୯ ରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ମାଲକାନଗିରି, ନବରଙ୍ଗପୁର, ଢେଙ୍କାନାଳ ଓ ଅନୁଗୁଳ…

ଖୋଲିବ ବ୍ରହ୍ମପୁର ବଡମେଡିକାଲ ଓପିଡି

ବ୍ରହ୍ମପୁର: କରୋନା ସଂକ୍ରମଣରେ ଘାଂଟି ହେଉଥିବା ଗଂଜାମବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଖୋଲି ବ୍ରହ୍ମପୁର ବଡମେଡିକାଲର ଓପିଡି । ଏହାସହ ଜରୁରୀକାଳୀନ ୱାର୍ଡ ମଧ୍ୟ ଖୋଲିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଜ୍ୱର ଭଲ କରୁଥିବା ପାରାସିଟାମଲ୍ ମେଡିସିନ୍ ଉପରୁ…

ଦିନକରେ ସୁସ୍ଥ ହେଲେ ସର୍ବାଧିକ ୬୦୮ ଆକ୍ରାନ୍ତ

ଭୁବନେଶ୍ୱର: ୨୪ ଘଂଟା ମଧ୍ୟରେ ସଂକ୍ରମିତଙ୍କ ତୁଳନା ବଢ଼ିଲା ସୁସ୍ଥ ହାର । ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୬୦୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ କରୋନାରୁ ଆରୋଗ୍ୟ ଲାଭ କରିଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୯୩୮ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଏଣିକି ବିନା ଅନୁମତି ପତ୍ରରେ ଛାଡିବନି ପୋଲିସ

ଭୁବନେଶ୍ୱର: ଲକଡାଉନ କଟକଣା ହେବ ଆହୁରି କଡାକଡି । ଏଣିମି ବିନା ଅନୁମତି ପତ୍ରରେ ଛାଡିବନି ପୋଲିସ । କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ନଥିଲେ କର୍ମଚାରୀମାନେ ଅଫିସ ଯାଇପାରିବେ ନାହିଁ । କର୍ମଚାରୀଙ୍କ ନାଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ତାଲିକାରେ ରହିବାକୁ ବାଧ୍ୟ । ନାଁ ନଥିଲେ ଆଉ ଅଫିସ…

ଘରୋଇ ହସ୍ପିଟାଲ ଫେରାଇଦେଲେ ୧୦୦କୁ କୁହ

ଭୁୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କୌଣସି ଘରୋଇ ହସ୍ପିଟାଲ ଆଡମିଶନ ନ କରି ଫେରାଇଦେଲେ ଜଣାନ୍ତୁ । ଏଥିପାଇଁ ଟୋଲ ଫ୍ରି ନମ୍ବର-୧୦୦କୁ କଲ୍ କରି ଜଣାଇବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏନେଇ ସେ ଟ୍ୱିଟ୍ କରି ଜଣାଇଛନ୍ତି । Please dial 100 if any hospital…