Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଢୁଛି ସଂକ୍ରମଣ: ଭଦ୍ରକ, ଧାମନଗରରେ ଲକଡାଉନ ଘୋଷଣା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗତ କିଛି ଦିନ ହେବ କରୋନା ମାମଲା ମାତ୍ରାଧିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ଭଦ୍ରକ ପୌରପାଳିକା ଏବଂ ଧାମନଗର ଏନଏସିକୁ ଜୁଲାଇ ୨୦ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି।…

ଜୁଲାଇ ୩୧ ଯାଏଁ ଗଜପତି ଜିଲ୍ଲାର ପୌରାଞ୍ଚଳ, ବ୍ଲକ ମୁଖ୍ୟାଳୟ ଲକ୍‌ଡାଉନ୍‌ ଘୋଷଣା

ପାରଳାଖେମୁଣ୍ଡି: କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ, ୧୧ ଟି ପଞ୍ଚାୟତ ଏବଂ ଦୁଇଟି ସହରାଞ୍ଚଳରେ ଲକଡାଉନ ଘୋଷଣା କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଦେଇଥିବା ସୁଚନା ଅନୁସାରେ, କରୋନାଭାଇରସର ବୃଦ୍ଧିକୁ…

ମୟୁରଭଞ୍ଜରୁ ଜବତ ହେଲା ୩.୨୮ କେଜିର ବ୍ରାଉନ ସୁଗାର, ଜଣେ ଅଟକ

ଭୁବନେଶ୍ୱର: ମୟୁରଭଞ୍ଜରୁ ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସଟିଏଫ୍) ଟିମ୍ ରବିବାର ଦିନ ପ୍ରାୟ ୩.୨୮ କିଲୋଗ୍ରାମର ବ୍ରାଉନ ସୁଗାର ଜବତ କରିଛନ୍ତି । ଏସମ୍ପର୍କରେ ଓଡିଶା ଡିଜିପି ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।…

କରୋନା ଛଡାଇନେଲା ଜୀବିକା: ଦୁର୍ଦ୍ଦିନରେ ୫୦ ରୁ ଉର୍ଦ୍ଧ କୁମ୍ଭକାର ପରିବାର

ଯାଜପୁର: କରୋନା ଛଡାଇନେଲା ଜୀବିକା। ଦୁଃଖରେ ଦିନ କାଟୁଛନ୍ତି ଯାଜପୁର ରସୁଲପୁର ବ୍ଲକ ଲକ୍ଷ୍ମୀନଗର ଅଂଚଳର ମାଟି କାରିଗର । ବିକ୍ରି ହେଉନି ସେମାନଙ୍କ ମାଟି ତିଆରି ସାମଗ୍ରୀ । ୩ ମାସ ହେବ ରୋଜଗାର ହରାଇ ଏମାନେ ହାତବନ୍ଧି ବସିଛନ୍ତି । ଫଳରେ ପରିବାର ପ୍ରତିପୋଷଣ କରିବା ଏବେ କଷ୍ଟକର…

ଓଡିଶାର କେଉଁସବୁ ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୬ ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ,…

ସୁନ୍ଦରଗଡରେ ୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ପ୍ରଶାସନର ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ…

କୋଭିଡ୧୯ ଔଷଧ ଗବେଷଣା ଟିମରେ ଓଡିଆ ଗବେଷକ

ଭୁବନେଶ୍ୱର: କୋଭିଡ୧୯ ସବୁଠି କାୟା ମେଲାଇଥିବା ବେଳେ ଏହାର ଔଷଧ ବାହାର କରିବା ପାଇଁ ଅନେକ ଦେଶ ଲାଗି ପଡିଛନ୍ତି । ଏଭଳି ଏକ କରୋନା ଔଷଧ ଗବେଷଣାରେ ସାମିଲ ହୋଇଛନ୍ତି ଓଡିଆ ଗବେଷକ ଆଦିତ୍ୟ ପାଢୀ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜାପାନର ରିକେନ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ…

ରାଜ୍ୟରେ ଆଉ ୫ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୯୧ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୯୧ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗଞ୍ଜାମରୁ ୩,…

କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କରୋନା କାୟା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ କାୟା ବିସ୍ତାର କରି ଚାଲିଛି କରୋନା । ଗଞ୍ଜାମ, ଗଜପତି ପରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଆଠ ଦିନରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩୩୩ ଜଣ । କେବଳ ଜୁଲାଇରେ ବାହାରିଛନ୍ତି ୪୦୬…

କରୋନାକୁ ପରାସ୍ତ କଲେ ୮୫ ବର୍ଷୀୟ କ୍ୟାନସର ପୀଡିତ ବୃଦ୍ଧ ଓ ତାଙ୍କ ପତ୍ନୀ

କେନ୍ଦ୍ରାପଡା: ସାରା ବିଶ୍ବରେ କରୋନା କହର। ଦିନକୁ ଦିନ ଏହା କାୟା ବିସ୍ତାର କରୁଛି । ପ୍ରତିଦିନ ଗଡୁଛି ମୁଣ୍ଡ । ତେବେ ଏହି ସଙ୍କଟ ମଧ୍ୟରେ କେନ୍ଦ୍ରାପଡ଼ାରୁ ଆସିଛି ଏକ ଖୁସି ଖବର । କରୋନାକୁ ପରାସ୍ତ କରିଛନ୍ତି ଜଣେ ୮୫ ବର୍ଷୀୟ କ୍ୟାନସର ପୀଡିତ ବୃଦ୍ଧ ଓ ତାଙ୍କ ୭୮ ବର୍ଷୀୟ ପତ୍ନୀ ।…