Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲାଗୁନି ବ୍ରେକ୍‌, ଭୁବନେଶ୍ୱରରେ ପୁଣି ୮୭ ପଜିଟିଭ

ଭୁବନେଶ୍ୱର: ସାରା ରାଜ୍ୟରେ କଲବଲ କଲାଣି କରୋନା । ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏଥିରୁ ବାଦ୍ ପଡିନି ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ଭୁବନେଶ୍ୱରରୁ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୧ ଜଣ କ୍ୱାରେଂଟାଇନ୍ ଥିବାବେଳେ ୪୬ ଜଣ…

ଟିକା ପ୍ରସ୍ତୁତ ନ ହେବା ଯାଏଁ ମାନନ୍ତୁ କଟକଣା: ଧର୍ମେନ୍ଦ୍ର

ଭୁବନେଶ୍ବର: କରୋନା ସ୍ଥିତି ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାତ୍ତା ଦେଇଛନ୍ତି । ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ ରହିବାକୁ ପଡିବ । ଯେଉଁ ପର୍ଯ୍ୟନ୍ତ କରୋନା ଟୀକା ତିଆରି ହୋଇନାହିଁ ସେ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ…

ମାଛ ମାର୍କେଟ ସିଲ୍‌, ଗଞ୍ଜାମକୁ ଯିବନି ଚିଲିକା ମାଛ

ଖୋର୍ଦ୍ଧା: ଚିଲିକା କୂଳ ମାଛ ମାର୍କେଟ ସିଲ୍ । ୭ ଦିନ ପାଇଁ ମାଛ ମାର୍କେଟକୁ ସଟଡାଉନ୍ କରାଯାଇଛି । ଜଣେ ମାଛ ବ୍ୟବସାୟୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । କରୋନା ଭୟରେ ୨ଟି ମାଛ ଗୋଦାମ ସହ ୩ଟି ଆଇସ୍ ଫ୍ୟାକ୍ଟରୀକୁ ସିଲ୍ କରାଯାଇଛି ।…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ବିଦ୍ୟାଶ୍ରୀଙ୍କ ମା’ ଓ ଭାଇଙ୍କୁ ଜେରା

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏଯାଏଁ ଏହି ରହସ୍ୟ ଉପରୁ ପରଦା ହଟିନି । ଏନେଇ ଜୋର୍‌ସୋର୍‌ରେ ପୋଲିସର ତଦନ୍ତ ଚାଲିଛି । ଏହାରି ଭିତରେ ଆଦିତ୍ୟଙ୍କ କିଛି ବନ୍ଧୁ ଓ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜିଆର୍‌ପି ପୋଲିସ ଜେରା କରିସାରିଛି । ତେବେ ଆଜି…

ବାପାକୁ ପିଟି ପିଟି ମାରିଦେଲା ଡାକ୍ତର ପୁଅ

ଭୁବନେଶ୍ୱର: ବାପାକୁ ପିଟି ମରିଦେଲା ପୁଅ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଖଣ୍ଡଗିରି ଥାନା ଜଗମୋହନ ନଗରରେ ଡାକ୍ତର ପୁଅ ବାପାକୁ ପିଟି ପିଟି ମାରିଦେବା ଘଟଣା ରାଜଧାନୀରେ ଚାଂଚଲ୍ୟ ସୃଷ୍ଟି କରିଛି । ପରିବାରିକ ଗଣ୍ଡୋଗଳକୁ ନେଇ ନିଜ ବାପାକୁ ହତ୍ୟା କରିଛି…

କଟକରେ ଆଉ ୧୧ ପଜିଟିଭ ଚିହ୍ନଟ

କଟକ: କଟକ ମହାନଗର ନିଗମରୁ ଆଜି ପୁଣି ଆଉ ୧୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୧୧ ଜଣଙ୍କ ମଧ୍ୟରୁ ୬ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩ ଜଣ ହୋମ୍ କ୍ୱାରେଂଟିନ୍ ଓ ୨ଟି ଲୋକାଲ କେସ୍ ରହିଛି । ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ କଟକ ବକ୍ସି ବଜାର ଗହ୍ମାଣ୍ଡିଆ ନ୍ୟୁ…

କଟକର ୩ ହସ୍ପିଟାଲ ପାଇଁ ଏସ୍‌ଓପି ଜାରି

କଟକ: ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ଦିନକୁ ଦିନ କରୋନା ତାରା କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏହାର ମୁକାବିଲା ପାଇଁ କଟକର ବିଭିନ୍ନ ମେଡିକାଲ ପାଇଁ ଏସ୍‌ଓପି ଜାରି ହୋଇଛି । ଏସ୍‌ସିବି, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଏବଂ ଶିଶୁ ଭବନ ପାଇଁ ଏସ୍‌ଓପି ଜାରି ହୋଇଛି ।…

କେମିତି ହେବ ନିର୍ବାଚନ ପ୍ରଚାର? ପରାମର୍ଶ ମାଗିଲେ ନିର୍ବାଚନ ଆୟୋଗ

ଭୁବନେଶ୍ୱର: କରୋନା ଭିତିରେ କେମିତି ହେବ ନିର୍ବାଚନ ପ୍ରଚାର । ଏନେଇ ପରାମର୍ଶ ଲୋଡିଲେ ନିର୍ବାଚନ ଆୟୋଗ । ନିର୍ବାଚନ ପ୍ରଚାର ଓ ସଭା କରିବାକୁ ନେଇ ସମସ୍ତ ଜାତୀୟ ଓ ଆଂଚଳିକ ରାଜନୈତିକ ଦଳର ମତାମତ ମାଗିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ । ଆସନ୍ତା ୩୧ ତାରିଖ ସୁଦ୍ଧା ଏନେଇ ମତାମତ ଦେବାକୁ…

ଜୁଲାଇ ୨୨ରେ ଓଡିଶାର ୪ ରାଜ୍ୟସଭା ସଦସ୍ୟଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର: ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଓଡିଶାର ୪ ସଦସ୍ୟ ଆସନ୍ତା ଜୁଲାଇ ୨୨ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ଶପଥ ନେବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ସୁବାସ ସିଂହ, ମୁନା ଖାଁ, ସୁଜିତ କୁମାରଙ୍କ ସମେତ…

୨୨ ଦିନ ପାଇଁ ପାରାଦୀପ IOCL ସଟଡାଉନ୍‌

ପାରାଦୀପ: ଆଗାମୀ ୨୨ ଦିନ ପାଇଁ ସଟ୍‌ଡାଉନ୍ ହେବ ପାରାଦୀପ ଆଇଓସିଏଲ୍ ତୈଳ ବିଶୋଧନାଗାର । ଜୁଲାଇ ୨୫ରୁ ଅଗଷ୍ଟ ୧୫ ଯାଏଁ ଏହାକୁ ସଟ୍‌ଡାଉନ୍ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଜିଲ୍ଲାପାଳ କହିଛନ୍ତି,ଆଇଓସିଏଲ କୁ ସଟ୍ ଡାଉନ କରାଯାଇ…