Latest Odisha News

BREAKING NEWS

Browsing Category

ଓଡିଶା

Odisha

କେଶ ପାଇଁ ଦେଶୀ ଘିଅ !

ଭୁବନେଶ୍ୱର: ପ୍ରାୟ ସମସ୍ତେ ଘିଅର ବ୍ୟବହାର ଖାଦ୍ୟରେ ଓ ପୂଜା ସାମଗ୍ରୀରେ କରିଥିବେ କିନ୍ତୁ ଏହାକୁ କେହି କେଶରେ ବ୍ୟବହାର କରିବା କଥା ଜାଣି ନଥିବେ । ଆୟୁର୍ବେଦରେ ଘିଅର ଏହି ଚତ୍ମକାରୀ ଉପକାରିତା ବିଷୟରେ ଅନେକ ଲେଖା ରହିଛି । ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଘିଅର ଆବଶ୍ୟକତା ଅନେକ…

ଦୂତୀ ଚାନ୍ଦଙ୍କୁ କେତେ ଟଙ୍କା ଦିଆଯାଇଛି ହିସାବ ଦେଲେ ସରକାର

ଭୁବନେଶ୍ୱର: ଓଡ଼ିଶା ଆଥଲେଟ ଦୂତୀ ଚାନ୍ଦଙ୍କୁ କେତେ ଟଙ୍କା ଦିଆଯାଇଛି ତାହାର ହିସାବ ଦେଇଛନ୍ତି ସରକାର । ଏନେଇ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦୂତୀଙ୍କୁ ମିଳିଥିବା ସହାୟତା ନେଇ ଆର୍ଥିକ ବିବରଣୀ ଦେଇଛନ୍ତି । ୨୦୧୮ ଏସିଆନ ଗେମ୍ସରେ ପଦକ ଜିତିଥିବାରୁ ୩ କୋଟିର ଭତ୍ତା…

ସୁନ୍ଦର ଚିତ୍ରକଳାରେ ସଜେଇ ହେଉଛି ସିଲଭରସିଟି କଟକ

ସିଲଭରସିଟି କୁ ସରସ ସୁନ୍ଦର କରିବା ପାଇଁ କଟକ ମହାନଗର ନିଗମର ଅଭିନବ ପ୍ରୟାସ । କଟକ ସହରର ବିଭିନ୍ନ ଫ୍ଲାଇ ଓଭର ଗୁଡିକରେ କଟକ ଓ ଓଡ଼ିଶାର ସଂସ୍କୃତି କୁ ଚିତ୍ରିତ କରାଯାଉଛି। ଭାଇଚାରାର ସହର କଟକ କୁ ସବୁବେଳେ ସୁନ୍ଦର କରିବା ପାଇଁ କଟକିଆ ମାନେ ସବୁବେଳେ ଦାବି କରି ଆସିଛନ୍ତି। ଏହି…

ମାଓବାଦୀ ଓ ସୁରୁକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ; ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ଆନ୍ଧ୍ର-ଓଡିଶା ସୀମାନ୍ତରେ ଗୁରୁବାର ଦିନ ମାଓବାଦୀ ଓ ସୁରୁକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ ଆନ୍ଧ୍ର-ଓଡିଶା ସୀମା ସ୍ୱାଭିମାନ ଅଞ୍ଚଳର ଗୁରସେତୁ ଠାରେ ପୋଲିସ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା ।…

ସିଲଭରସିଟିର ଗୋଲଡେନ ମ୍ୟାନଙ୍କ ମୁହଁରେ ୧୦୦ ଗ୍ରାମର ସୁନା ମାସ୍କ

କଟକ: ସାରା ବିଶ୍ୱକୁ କବଳିତ କରିଛି କରୋନା । ମହାମାରୀ କରୋନା ପାଇଁ ଚାରିଆଡେ ହା ହା କାର । କୋଭିଡ-୧୯ରୁ ବଂଚିବା ପାଇଁ ଏକମାତ୍ର ଉପାୟ ହେଉଛି ମାସ୍କ ପିନ୍ଧିବା ଏବଂ ସାନିଟାଇଜ କରିବା । ଏଥିପାଇଁ ବଜାରରେ ଭଳି କି ଭଳି ମାସ୍କ ବିକ୍ରି ହେଉଛି । ଏବେ ବିଭିନ୍ନ ଡାଜାଇନର ମାସ୍କ ଟ୍ରେଣ୍ଡରେ…

କରୋନାକୁ ଲାଗୁନି ବ୍ରେକ୍, ଭୁବନେଶ୍ୱରରେ ଆଉ ୬୦ ପଜିଟିଭ

ଭୁବନେଶ୍ୱର: କରୋନାକୁ ଲାଗୁନି ବ୍ରେକ୍ । ରାଜ୍ୟରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢ଼ି ଚାଲିଛି । ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୬୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୦ ଜଣ ସଙ୍ଗରୋଧର ହୋଇଥିବା ବେଳେ ୨୦ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୧୮ ଜଣ…

ବାର କର୍ମଚାରୀ ହତ୍ୟା ଘଟଣା, ପୋଲିସର ସୂଚନା ୧୫ ଥର ଛୁରୀ ଭୂଷିଥିଲେ ହତ୍ୟାକାରୀ

ଖୋର୍ଦ୍ଧା : ଗଡ ଖୋର୍ଦ୍ଧା ବାରରେ ଯୁବକଙ୍କୁ ଛୁରାମାଡ ଘଟଣାରେ ଅଭିଯୁକ୍ତମାନେ ମୃତକଙ୍କୁ ଥରେ କି ଦୁଇ ଥର ନୁହେଁ ୧୫ ଥର ଛୁରାମାଡ କରିଥିଲେ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି । ସୂଚନା ଅନୁଯାୟୀ ଅପରାଧୀମାନେ ଗତ ୧୪ ତାରିଖରେ ଏକ…

ବିଜେଡିର ୩୬ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର: ବିଜେଡିର ୩୬ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ସାଧାରଣ ସମ୍ପାଦକମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ବଂଟନ କରିଛନ୍ତି ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂତନ ଭାବେ ଦିଆଯାଇଥିବା ଦାୟିତ୍ୱ ମଧ୍ୟରେ ସୁଶାନ୍ତ ସିଂହଙ୍କୁ ସଶକ୍ତ ଓଡିଶାର ଓ…

ପାରିବାରିକ କଳହରୁ ବାପାକୁ ହତ୍ୟା କଲେ ଦୁଇଝିଅ ଓ ମାଆ

ଅନୁଗୁଳ: ସମଲ ଥାନା ସିଲିଂ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ କେନ୍ଦ୍ର କରି ମା ଓ ଦୁଇ ଝିଅ ମିଶି ବାପାଙ୍କୁ ହତ୍ୟା କରିଛନ୍ତି । ଗାଁର ସୁନନ୍ଦ ପ୍ରଧାନଙ୍କର ଘରେ କୌଣସି କାରଣରୁ ଝଗଡା ଲାଗିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ତାଙ୍କୁ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୩ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୨ଟା ୩୦ମି.ରୁ ଅପରାହ୍ନ ୫ଟା ୩୦ମି. ପର୍ଯ୍ୟନ୍ତ…