Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ନୀଳଗିରି ବିଧାୟକ

ବାଲେଶ୍ୱର: କରୋନାରୁ ସୁସ୍ଥ ହେଲେ ନୀଳଗିରି ବିଧାୟକ । 10 ଦିନ ଚିକିତ୍ସା ପରେ ମହାମାରୀ କରୋନାରୁ ସୁସ୍ଥ ହୋଇ ନୀଳଗିରି ବିଧାୟକ ଆଜି ଘରକୁ ଫେରିଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ କୋଡିଭ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏବେ ସେ ହୋମ୍‌କ୍ୱାରେଂଟାଇନ୍‌ରେ ଅଛନ୍ତି ।…

ଲାଞ୍ଚ ନେଇ ଧରା ପଡିଲେ ଜେଇ

ନୂଆପଡା: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନୂଆପଡା ସଦର ୱେସକୋର କନିଷ୍ଠ ଯନ୍ତ୍ରୀ ରାଜକିଶୋର ସାହୁ । ଉଠା ଜଳସେଚନ ପଏଣ୍ଟକୁ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ସେ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ…

ପ୍ଲାଜମା ଦାନ କରନ୍ତୁ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି । ରାଜ୍ୟରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ପ୍ରକ୍ରିୟା ଆରମ୍ଭ ହେଲା । କରୋନା ମୁକାବିଲା ପାଇଁ ପ୍ଲାଜମା ଥେରାପି ପ୍ରକ୍ରିୟା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବିରେ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହେଲା ଏହି…

କୋଭିଡ ପରିଚାଳନାରେ ଗଣମାଧ୍ୟମର ଭୂମିକା ନେଇ ୱେବିନାର: ସକାରାତ୍ମକ ଖବର ପ୍ରସାରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ “କୋଭିଡ-୧୯ ପରିଚାଳନାରେ ଗଣମାଧ୍ୟମ”ର ଭୂମିକାକୁ ନେଇ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟ ଏଥିରେ…

ପାଣିପାଗ ବିଭାଗର ସତର୍କ ସୂଚନା: ଏହି ୯ ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୯ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, କଟକ, ଖୋର୍ଦ୍ଧା, ନବରଙ୍ଗପୁର, କେନ୍ଦ୍ରାପଡା, ଜଗତସିଂହପୁର,…

ସୁସ୍ଥ ହେଲେ ଆଉ ୬୧୨ ସଂକ୍ରମିତ, ୧୦,୦୦୦ ଡେଇଁଲା ମୋଟ ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର: ବଢ଼ୁଥିବା ସଂକ୍ରମଣ ମଧ୍ୟରେ ଆସିଛି ଆଶ୍ୱସ୍ତିକର ଖବର । ଆଜି ଗୋଟିଏ ଦିନରେ ସର୍ବାଧିକ ୬୧୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ଆରୋଗ୍ୟ ସଂଖ୍ୟା ୧୦,୪୭୪ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

କରୋନା ଆକ୍ରାନ୍ତ ଚିହ୍ନଟ ପରେ ତାଳଚେରରେ ସିଲ ହେଲା ଗେଷ୍ଟ ହାଉସ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ଠାରେ ଥିବା ଏକ ଗେଷ୍ଟ ହାଉସକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ଆସନ୍ତା ମାସ ୧୯ ତାରିଖ ଯାଏଁ ଏହା ସିଲ ରହିବ ବୋଲି ସୂଚନା ମିଳିଥିବା ବେଳେ ଏହା ଭିତରକୁ କାହାରିକୁ ଯିବା ପାଇଁ ବାରଣ କରାଯାଇଛି । ସୂଚନା ଅନୁସାରେ ଗତକାଲି ତାଳଚେର ଅଞ୍ଚଳରୁ…

ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲୀ, ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ବାଲେଶ୍ୱର: ପ୍ରେମ ପାଇଁ ଦିଲ୍ଲୀରୁ ଆସିଲେ ପଲ୍ଲୀ । ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ । କଥା ଦେଇ ରଖିଲେନି କଥା । ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣା ଦେଲା ପ୍ରେମିକା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ଗଡପଦା ପଂଚାୟତ ଶାସନ ଗାଁରେ ।…

ଔଷଧ ବାଂଟିଲା ବେଳେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ

ଖୋର୍ଦ୍ଧା: ଔଷଧ ବାଂଟିବା ବେଳେ ଟଳିପଡିଲେ କରୋନା ଯୋଦ୍ଧା । ଏପରି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ତେବେ କେଉଁ କାରଣୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ । ଆଶା କର୍ମୀ ପୂର୍ଣ୍ଣମାସୀ ବଳିଆରସିଂହ ଆଜି ଓରବରସିଂ ପଞ୍ଚାୟତ ଡିହଖଳା ଗାଁରେ ଔଷଧ ବାଣ୍ଟୁଥିଲେ। ଗୋଟିଏ ଘରେ…

ଭୁବନେଶ୍ୱରରେ ଆଉ ୯୦ ପଜିଟିଭ, ୨୪ ସୁସ୍ଥ

ଭୁୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ଆଉ ୯୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଗୋଟିଏ ଦିନରେ ସର୍ବାଧିକ । ୯୦ ଜଣଙ୍କ ମଧ୍ୟରୁ ୬୩ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୭ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଏଥିସହ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ…