Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜୁଲାଇ ୧୯ ଯାଏଁ ଟାଙ୍ଗନାପଲ୍ଲୀ ସଟଡାଉନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଟାଙ୍ଗନାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗନାପଲ୍ଲୀ ଗାଁର ଜଣେ ବାସିନ୍ଦା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ୭ ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ସରପଞ୍ଚ ଶ୍ରୀମତି କୁମାରୀ ପ୍ରଧାନଙ୍କ ସୂଚନା ଅନୁଯାୟୀ ଜୁଲାଇ ୧୩ରୁ ୧୯ ତାରିଖ ଯାଏଁ ଏହି ସଟଡାଉନ…

ଘରେ ରହିପାରିବେ କରୋନା ରୋଗୀ: ସରକାର

ଭୁବନେଶ୍ୱର: ଏଣିକି ଘରେ ରହିପାରିବେ କରୋନା ଆକ୍ରାନ୍ତ । ଲକ୍ଷଣ ନଥିଲେ ଏବଂ ସାମାନ୍ୟ ଲକ୍ଷଣ ଥିଲେ କରୋନା ରୋଗୀଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ସରକାର ଅନୁମତି ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସହରାଂଚଳରେ ଏହି ସୁବିଧା ମିଳିବ । ରାଜ୍ୟରେ କରୋନା ସ୍ଥିତି ଓ ପରିଚାଳନା ରଣନୀତିରେ…

ଗ୍ରୀନ୍ ଜୋନରେ ଗଞ୍ଜାମର ୮୧ ପ୍ରତିଶତ ଗାଁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏହାର ୮୧ ପ୍ରତିଶତ ଗ୍ରାମାଞ୍ଚଳ ଗ୍ରୀନ୍ ଜୋନ ଅଧିନରେ ରହିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ମୋଟ୍ ୩୦୫୩ଟି ଗ୍ରାମ ମଧ୍ୟରୁ ୨୪୮୨ଟି ସବୁଜ ଜୋନ୍ ଏବଂ ୫୭୧ଟି ରେଡ୍ ଜୋନ୍ ଅନ୍ତର୍ଗତ। ଏହି ପ୍ରସଙ୍ଗରେ…

ଆୟୁଷ ନିର୍ଦ୍ଦେଶକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀଙ୍କୁ ଜାମିନ ମିଳିଛି । ୧୦ହଜାର ଟଙ୍କା ଓ ଦୁଇ ମୁଚାଲିକାଙ୍କ ପ୍ରତି ବଦଳରେ ତାଙ୍କୁ ଜାମିନ ମିଳିଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ମିଳିଛି । ଗତ ୯ ତାରିଖରେ ଆୟୁଷ ନିର୍ଦ୍ଦେଶକ ନିଜ ଅଫିସର ଜଣେ ମହିଳା…

ଜୁଲାଇ ୧୫ ଯାଏଁ ବାଲେଶ୍ବର ଆରଟିଓ ଅଫିସ ବନ୍ଦ

ବାଲେଶ୍ବର: ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବାଲେଶ୍ବରରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)କୁ ବନ୍ଦ କରାଯାଇଛି। ଏପରିକି ଅଫିସକୁ ସାନିଟାଇଜ କରିବା ପାଇଁ ଜୁଲାଇ ୧୫ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ…

ଅଫିସରଙ୍କୁ ତାଗିଦ, ଡେରିରେ ଅଫିସ ଆସିଲେ ସରକାରୀ ଗାଡି ମନା

ଭୁବନେଶ୍ୱର:କରୋନା ଭିତରେ କର୍ମଚାରୀଙ୍କ ପାଇଁ କଡା ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚଶିକ୍ଷା ସଚିବ କରିଛନ୍ତି ତାଗିଦ । ଅଫିସରମାନେ ଡେରିରେ ଅଫିସ୍ ଆସିଲେ ସରକାରୀ ଗାଡି ପ୍ରତ୍ୟାହାର କରାଯିବ । ତାଙ୍କ ବିଭାଗର ଅଧିକାରୀଙ୍କୁ ଏଭଳି କଡା ନିର୍ଦ୍ଦେଶ…

ନିଯୁକ୍ତି ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ନିଯୁକ୍ତି ପ୍ରସଙ୍ଗ ନେଇ ସେ ଏହି ଚିଠି ଲେଖିଛନ୍ତି । ଆଗାମୀ ୨ ବର୍ଷ ଯାଏଁ ନିଯୁକ୍ତ ବନ୍ଦ ନିଷ୍ପତ୍ତିର ପୁର୍ନବିଜାର କରବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି । ଏହାସହ ଅବସରପ୍ରାପ୍ତ…

ଭିସୁଟ୍ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର: ଆଗାମି ସପ୍ତାହ ପାଇଁ ବନ୍ଦ ରହିବ ସମ୍ବଲପୁର ବିଶ୍ୱାବିଦ୍ୟାଳୟ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କୂଳପତି । ଜୁଲାଇ ୨୦ ଯାଏଁ ବିଶ୍ୱବିଦ୍ୟାଳୟ ସଟ୍‌ଡାଉନ୍ ରହିବ । ବହୁ କର୍ମଚାରୀ ଓ ଶିକ୍ଷକ ସଙ୍ଗରୋଧରେ ଥିବାରୁ ଏହି ନିଷ୍ପତ୍ତି…

ଭୁବନେଶ୍ୱରରେ ଆଉ ୧୪ ପଜିଟିଭ, ୨୯ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ବାହାରିଲେ ପଜିଟିଭ । ଆଜି ଆଉ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪ ଜଣ କ୍ୱାରେଂଟିନ୍‌ର ଥିବା ବେଳେ ୧୦ ଜଣ ସ୍ଥାନୀୟ ସଂକ୍ରମିତ । ଏଥିସହ ୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା…

ଉପନିର୍ବାଚନ ପାଇଁ ଅଂଟା ଭିଡିଲା କଂଗ୍ରେସ

ଚ୍ଚୁବନେଶ୍ୱର: ତିର୍ତ୍ତୋଲ ଏବଂ ବାଲେଶ୍ୱର ଉପନିର୍ବାଚନ ପାଇଁ ଏବେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଜଟଣୀ ବିଧାୟକ ତଥା ଦଳର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ତିର୍ତ୍ତୋଲ ଦାୟିତ୍ୱ ଦିଆଯାଇଛି । ସେ କହିଛନ୍ତି, କଂଗ୍ରେସ ଟିକେଟ ପାଇଁ ୨ ଜଣ ଆଶାୟୀ ଅଛନ୍ତି । ତାଙ୍କ ଭିତରେ ପୂର୍ବତନ ବିଧାୟକ…