Latest Odisha News

BREAKING NEWS

Browsing Category

ଓଡିଶା

Odisha

ରେଜଲ୍ଟ ବାହାରିବାର ତିନି ଘଣ୍ଟା ପରେ ବି ଖୋଲୁନି ସିବିଏସ୍‌ଇ ୱେବସାଇଟ୍‌, ଟେନ୍‌ସନ୍‌ରେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସିବିଏସ୍‌ଇ ପକ୍ଷରୁ ଆଜି ପ୍ରକାଶ ପାଇଛି ଦ୍ୱାଦଶ ଶ୍ରେଣୀ ରେଜଲ୍ଟ । କିନ୍ତୁ ରେଜଲ୍ଟ ବାହାରିବାର ଦୁଇ ଘଣ୍ଟା ବିତିଯାଇଥିଲେ ବି ୱେବସାଇଟ ଖୋଲୁନାହିଁ । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିନ୍ତା ଓ ଚାପ ବଢିବାରେ ଲାଗିଛିି । ଏ ନେଇ ଡିପିଏସ୍ ସ୍କୁଲର ବିଦ୍ୟା କହିଛନ୍ତି ଯେ,…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଫରେନ୍‌ସିକ୍ ଲ୍ୟାବ୍‌କୁ ଗଲା ଡାଏରୀ

ଗଞ୍ଜାମ: ଏବେବି ସସ୍‌ପେନ୍ସ ଘେରରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ କେହି ହତ୍ୟା କରିଛନ୍ତି ତାହା ଏଯାଏଁ ଜଣାପଡି ନାହିଁ । ଏହି ମାମଲାରେ ଆଜି ତାଙ୍କ ହାତ ଲେଖା ଡାଏରୀକୁ ଫରେନ୍‌ସିକ୍ ଲ୍ୟାବ୍‌କୁ ପଠାଯାଇଛି । ଡାଏରୀର ହସ୍ତାକ୍ଷର ଯାଂଚ…

କରୋନା ଯୋଦ୍ଧାଙ୍କ ହେବ କୋଭିଡ ଟେଷ୍ଟ

ଗଞ୍ଜାମ: କରୋନା ଯୋଦ୍ଧାଙ୍କ ହେବ କୋଭିଡ ଟେଷ୍ଟ । ଏନେଇ ଗଂଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଡ଼୍ୟୁଟିରେ ଯିବା ପୂର୍ବରୁ ସମସ୍ତଙ୍କର କୋଭିଡ଼ ପରୀକ୍ଷା ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଏନେଇ ଟ୍ୱିଟ କରି ଗଂଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । All staff will…

ସୁନ୍ଦରଗଡରେ ଚିହ୍ନଟ ନୂଆ କରୋନା ପିଜିଟିଭଙ୍କ ସମ୍ପର୍କରେ ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ, ସେପଟେ ବିଳମ୍ବ ହୋଇପାରେ +୨ ରେଜଲ୍ଟ

ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଆସନ୍ତା ଜୁଲାଇ ୩୧ ତାରିଖ ମଧ୍ୟରେ ପ୍ରକାଶ ପାଇବ । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି, ‘ଖାତା ମୂଲ୍ୟାୟନ ଶେଷ ହୋଇଛି । ଟାବୁଲେସନ ଚାଲିଛି । ତେଣୁ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ…

ଜୁଲାଇ ୧୭ ଯାଏଁ ଜଳେଶ୍ୱର ସଟଡାଉନ୍

ବାଲେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ବାଲେଶ୍ୱରର ଜଳେଶ୍ୱର ପୌରପାଳିକା ଅଞ୍ଚଳକୁ ଜୁଲାଇ ୧୩ ତାରିଖ ଅପରାହ୍ନ ୫ ଟାରୁ ଆସନ୍ତା ୧୭ ତାରିଖ ସକାଳ ୫ ଟା ଯାଏଁ ସଟଡାଉନ୍ ଘୋଷଣା କରିଛନ୍ତି । ଏହି ଅବସରରେ ସମସ୍ତ ସପିଂ ପ୍ରତିଷ୍ଠାନ, ସରକାରୀ ଏବଂ ବେସରକାରୀ…

ପୁରୀର କେଉଁସବୁ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ, ଜାଣନ୍ତୁ

ପୁରୀ: ପୁରୀ ମହାଲକ୍ଷ୍ମୀ ଏନକ୍ଲେଭର ଉତ୍ତର ପାର୍ଶ୍ୱରେ ଅବସ୍ଥିତ ମଧୁବନ୍ ଛକ ଏବଂ ନବକଳେବର ରୋଡ୍ ଅଞ୍ଚଳରେ କରୋନା ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ରବିବାର ସକାଳ ୭ ଟାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥିବା ନେଇ ଜିଲ୍ଲା…

ଲକ୍ ଡାଉନ ପ୍ରେମ ପରେ ବିବାହ, ନେପାଳର ଝିଅ ହେଲେ ଓଡିଆ ବୋହୂ

ଭୁବନେଶ୍ୱର: କଥାରେ ଅଛି ଯାହା ପାଇଁ ଯିଏ ଗଢା । ସାଥୀ ଯଦି ସାତ ଦରିଆ ପାରିରେ ବି ଥାଏ କେମିତିନା କେମିତି ତା ସାଙ୍ଗେ ଭେଟ ହୁଏ । ଏହି ଭଳି ଏକ ଘଟଣା ଘଟିଛି ବାଲେଶ୍ୱରର ଗୋଳିହା ଗାଁରେ । ଯେତେବେଳେ ସାରା ଦେଶରେ ଲକ୍ ଡାଉନ ସେତେବେଳେ ମୁମ୍ବାଇରେ ଫଶି ଯାଇଥିଲେ କ୍ଷୀରୋଦ । ସେହି ସମୟରେ…

ରାଜ୍ୟରେ କରୋନା ନେଲା ଆଉ ୬ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ୭୦କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଚାରି ଜଣ ଥିବା ବେଳେ ଭୁବନେଶ୍ୱରରୁ ଜଣେ ଓ କଟକରୁ ଜଣେ…

ଓଡ଼ିଶାରେ ଆଉ ୬୧୬ କରୋନା ପଜିଟିଭ ଚିହ୍ନଟ; ଗଞ୍ଜାମରେ ସର୍ବାଧିକ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୬୧୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୭୩୭ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…