Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନାରେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଉପାଧ୍ୟକ୍ଷଙ୍କ ମୃତ୍ୟୁ

ଗଞ୍ଜାମ: କରୋନାରେ ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେ ଗତ କିଛି ଦିନ ହେବ କରୋନାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଉପାଧ୍ୟକ୍ଷଙ୍କ ସମେତ କରୋନା ମହାମାରୀରେ ୩ ଜଣଙ୍କ ଜୀବନ ଯାଇଥିବା ନେଇ ଖବର ସାମ୍ନାକୁ ଆସିଛି ।…

ଭୁବନେଶ୍ୱରରେ ପୁଣି ୯ ନୂଆ କରୋନା ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ପୁଣି ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ଘରୋଇ ସଙ୍ଗରୋଧରେ ଥିବାବେଳେ ଅନ୍ୟ ୮ ଜଣ ସ୍ଥାନୀୟ ଅଚଂଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ସୂଚନା ଦେଇଛି । ଶିରିପୁର ଲକ୍ଷ୍ମିବଜାର ବସ୍ତି ଅଚଂଳରୁ ୩୧…

ବର୍ଷା ସହ ବଜ୍ରପାତ ଆଶଙ୍କା: ଏହି ୧୫ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ଦିନ ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଜାରି ହୋଇଛି ସତର୍କ ସୂଚନା । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, କନ୍ଧମାଳ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ,…

ଆଜି କଟକର ମୁଣ୍ଡଳିରେ ପହଞ୍ଚିବ ପ୍ରଥମ ହୀରାକୁଦ ବନ୍ୟାଜଳ

କଟକ: ମହାନଦୀର ପ୍ରଥମ ବନ୍ୟାଜଳ ଶନିବାର ସନ୍ଧ୍ୟାରେ କଟକ ଉପକଣ୍ଠସ୍ଥ ମୁଣ୍ଡଳି ବ୍ୟାରେଜରେ ପହଞ୍ଚିବ । ଗଣମାଧ୍ୟମକୁ ସୂଚନାଦେଇ ମୁଣ୍ଡଳି ବ୍ୟାରେଜ୍ କର୍ତ୍ତୃପକ୍ଷ କହିଛନ୍ତି, ହୀରାକୁଦ ଡ୍ୟାମର ୧୦ଟି ଗେଟରୁ ଶୁକ୍ରବାର ଦିନ ବନ୍ୟାଜଳ ନିଷ୍କାସିତ ହୋଇଛି । ସେହିପରି ଶନିବାର ଦିନ ୫ଟି ଗେଟ୍…

କଟକରେ ଆଜି ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

କଟକ: କଟକ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ପକ୍ଷରୁ ସୂଚନା ମିଳିଛି । ଏହି ଆକ୍ରାନ୍ତ ଜଣଙ୍କ ଜଣେ ୪୭ ବର୍ଷ ବୟସ୍କା ମହିଳା ହୋଇଥିବା ବେଳେ ସେ ମହାନଦୀ ବିହାରର ବୋଲି ଜଣାପଡିଛି। ଉକ୍ତ ମହିଳା ଜଣଙ୍କ…

ଭୁବନେଶ୍ୱର ଶ୍ରୀବିହାର ଅଞ୍ଚଳର ଆପାର୍ଟମେଂଟ ସିଲ୍‌

ଭୁବନେଶ୍ୱର: ଚିହ୍ନଟ ହୋଇନାହାନ୍ତି ଆକ୍ରାନ୍ତ । ତଥାପି ସିଲ୍ ହେଲା ଆପାର୍ଟମେଂଟ । ଭୁବନେଶ୍ୱର ଶ୍ରୀବିହାର ଅଂଚଳର ଏକ ନିର୍ମାଣଧିନ ଆପାର୍ଟମେଂଟକୁ ପ୍ରଶାସନ ସିଲ୍ କରିଛି । ନିର୍ମାଣଧୀନ ଆପାର୍ଟମେଂଟକୁ ସିଲ କରିବା ସହ ତାରି ଭିତରେ ଶ୍ରମିକ ମାନଙ୍କୁ ୧୪ ଦିନ କ୍ୱାରେନଟିନରେ ରହିବାକୁ…

ଉମରକୋଟରେ ତିନି ଦିନିଆ ସଟଡାଉନ ଘୋଷଣା କଲେ ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉମରକୋଟ୍ ବ୍ଲକରେ ତିନି ଦିନିଆ ସଟଡାଉନ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକେ ସାମାଜିକ ଦୂରତା ନିୟମ ଉଲଂଘନ ସହ ମାସ୍କ ପିନ୍ଧି ନାଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଶୁକ୍ରବାର ମଧ୍ୟରାତ୍ରିରୁ ଏହି କଟକଣା ଲାଗୁ କରାଯାଇଛି ଏବଂ…

ମୋ’ ସରକାର ଅଧୀନରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲାଗଲା ‘କଲ୍ ସେଣ୍ଟର’  

ସୁନ୍ଦରଗଡ଼: ମୋ’ ସରକାର ଏବଂ ୫ଟି ଯୋଜନା ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସରେ ଗୁରୁବାର ଏକ ‘କଲ୍‌ ସେଣ୍ଟର’ ଲୋକାର୍ପିତ ହୋଇଯାଇଛି। ଏହାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଲୋକାର୍ପଣ କରିଥିଲେ। ଏହି କଲ୍‌ ସେଣ୍ଟର ଜରିଆରେ ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ ରଖିବାକୁ…

ମାସେ ଭିତରେ ୪ହଜାର ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ 6 ହଜାର 350 ଛୁଇଁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମେ ମାସ ଅପେକ୍ଷା ଜୁନ୍ ମାସରେ ସଂକ୍ରମଣ ହାର ଅଧିକ ରହିଛି । ମାସେ ଭିତରେ ଚିହ୍ନଟ ହୋଇଛନ୍ତି 4 ହଜାର 105 ନୂଆ ପଜିଟିଭ୍ । ଅର୍ଥାତ୍ ମୋଟ୍ ସଂକ୍ରମିତଙ୍କ 64 ପ୍ରତିଶତ କେବଳ ଜୁନରେ ବାହାରିଛନ୍ତି । ଦୈନିକ…

ଅନଲାଇନରେ ହିତାଧିକାରୀ କରିପାରିବେ ଭତ୍ତା ଆବେଦନ

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଅଧୀନରେ ମିଳୁଥିବା ଭତ୍ତା ପାଇବା ପାଇଁ ହିତାଧିକାରୀମାନେ ଅନଲାଇନ ଆବେଦନ କରିପାରିବେ । ଯାହାଫଳରେ ସେମାନଙ୍କୁ ଆଉ ପଞ୍ଚାୟତ ଅଫିସ କିମ୍ବା ବ୍ଲକକୁ ଯିବାକୁ ପଡିବ ନାହିଁ । ଓଡିଶା ସରକାରଙ୍କ ପକ୍ଷରୁ ଏଭଳି ଏକ ବ୍ୟବସ୍ଥା ଆରମ୍ଭ କରାଯାଇଛି…