Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଭୀର ଅବପାତରେ ପରିଣତ ହେଲା ସୃଷ୍ଟ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଘନୀଭୂତ ହୋଇ ଏକ ‘ଗଭୀର ଅବପାତ’ର ରୂପ ନେଇଛି। ଅନ୍ୟପଟେ ଲଗାଣ ବର୍ଷା କାରଣରୁ ରାଜ୍ୟର କିଛି ଜିଲ୍ଲାରେ ହଠାତ୍ ‘ଆକସ୍ମିକ ବନ୍ୟା’ ଆସିବାର ଆଶଙ୍କା ଦେଖାଦେଇଛି। ପରିସ୍ଥିତିର ଭୟାବହତାକୁ ଆଖିଆଗରେ ରଖି ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲା…

ଫେକ୍‌ ଆଇଡି ଖୋଲି ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ;ଯୁବକ ଗିରଫ

ଧରାକୋଟ: ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ । ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଧରାକୋଟ ପୋଲିସ ବାନ୍ଧିଛି । ଅଭିଯୁକ୍ତ ହେଲେ କୁସରାବ ଗ୍ରାମର ପବିତ୍ର ମହାକୁଡ଼।…

Raurkela Floods:ଷ୍ଟିଲ୍‌ସିଟି ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି;ସରକାରଙ୍କୁ ସମାଲୋଚନା କଲେ ନବୀନ

ଭୁବନେଶ୍ବର: ରାଉରକେଲାରେ ବର୍ଷାର ତାଣ୍ଡବ। ରାଉରକେଲା ସହର ଏବେ ଜଳବନ୍ଦୀ ରହିଛି । ସହରବାସୀ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ…

୨୦୩୦ ସୁଦ୍ଧା ରାଜ୍ୟର ସମସ୍ତଙ୍କୁ ମିଳିବ ଗୁଣାତ୍ମକ ବିଦ୍ୟୁତ୍‌ ସେବା;୩ଟି ୭୬୫/୪୦୦ କେଭି ଗ୍ରୀଡ୍‌ ସବ୍‌ଷ୍ଟେସନ୍…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ ହେବାକୁ ଥିବା ଶକ୍ତି ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା…

ଲାଞ୍ଚ ମାମଲାରେ ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ

ଭୁବନେଶ୍ବର:ଲାଞ୍ଚ ମାମଲାରେ ଓଡ଼ିଶା ପ୍ରାଶାସନିକ ସେବା (ଓପ୍ରସେ) ଅଧିକାରୀ ତଥା ବରଗଡ଼ଜିଲ୍ଲା ବିଜେପୁରର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନାଙ୍କୁ କାରାଦଣ୍ଡ । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ ବିରୋଧରେ ଚାଲିଥିବା ଏକ ମାମଲାର ବିଚାର କରି ତାଙ୍କୁ…

ବିପଦ ସଙ୍କେତ ଟପିଲା ବୈତରଣୀ;ତଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ

ପାଟଣା: ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ ବିପଦ ସଙ୍କେତ ଟପିଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବୈତରଣୀ ନଦୀର ବିପଦ ସଙ୍କେତ ୩୧୧.୧୦ ମିଟର ଥିବାବେଳେ ଗୁରୁବାର ଅପରାହ୍ନ ୫ଟାରେ ଜଳସ୍ତର ୩୧୧.୩୭ ମିଟରରେ ପହଞ୍ଚିଛି। ଫଳରେ ନଦୀର ତଳିଆ ଅଞ୍ଚଳ ସମେତ…

ଆରମ୍ଭ ହେବ ପାଇଲଟ୍ ଭିତ୍ତିରେ ବସ୍ ପ୍ରାଥମିକତା ଲେନ୍, ଭୁବନେଶ୍ଵରର ୨ଟି ମୁଖ୍ୟ ସଡ଼କ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ଭିତ୍ତିରେ ବସ୍ ପ୍ରାଥମିକତା ଲେନ୍। ସହରାଞ୍ଚଳ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ଦକ୍ଷ ଓ ଯାତ୍ରୀ ଅନୁକୂଳ କରିବା ସହ ଜନପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ…

ଚିଲିକା ହ୍ରଦ ନାବାଳକ ହତ୍ୟା ଘଟଣା: ଏକାଥରେ ୧୮ଜଣଙ୍କୁ ଗିରଫ କଲା ପୋଲିସ

ପୁରୀ: ଚିଲିକା ହ୍ରଦ ଭିତରେ ନାବାଳକ ହତ୍ୟା ଘଟଣାରେ ୧୮ ଗିରଫ। ସମସ୍ତ ଅଟକ ଅଭିଯୁକ୍ତ ବାଲୁଗାଁ ଥାନା ଚନ୍ଦ୍ରପୁଟ ଗାଁର। ମାତ୍ର ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ। ପ୍ରେସ୍‌ମିଟ୍‌ କରି ସୂଚନା ଦେଲେ ପୁରୀ ଏସ୍‌ପି ପ୍ରତୀକ ସିଂ। କୃଷ୍ଣପ୍ରସାଦ ବ୍ଲକ ଚିଲିକାରେ ଗତ ଅଗଷ୍ଟ…

ଜାଣନ୍ତୁ ଶ୍ରୀମନ୍ଦିର ପତିତପାବନ ବାନାର ମାହାତ୍ମ୍ୟ

ପୁରୀ: ଶ୍ରୀମନ୍ଦିରରେ ନୀଳଚକ୍ର ଉପରେ ପ୍ରତିଦିନ ଉଡେ ପତିତପାବନ ବାନା । ହେଲେ ପ୍ରଭୁଙ୍କ ଏହି ବାନା ପ୍ରତିଦିନ ବାନ୍ଧିବାର ବିଧି ରହିଛି । ଭକ୍ତମାନେ ମାନସିକ କରି ମହାପ୍ରଭୁଙ୍କ ଶ୍ରୀମନ୍ଦିର ଉପରେ ବାନା ଉଡେଇ ଥାନ୍ତି । କୋଟିଏ ଟଙ୍କା ଦାନ କରି ଜଗନ୍ନାଥଙ୍କ ମଥାରେ ହୀରା ଚଢାଇଲେ ଯେଉଁ…

ବିଡ଼ିଓର ପରିଚୟ ଦେଇ ପ୍ରିନ୍ସିପାଲଙ୍କୁ ଠକିଲେ; ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ…

ଉଦଳା:କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର ଲୁଟେରା । ଏଭଳି ଘଟଣା ଘଟିଛି ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ନନ୍ଦ କିଶୋର ପଟ୍ଟନାୟକଙ୍କ ସହ । ତାଙ୍କୁ ଫୋନ କରିଥିବା ବ୍ୟକ୍ତି ନିଜକୁ ବିଡ଼ିଓର ପରିଚୟ ଦେଇ…