Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଡ଼ିଓର ପରିଚୟ ଦେଇ ପ୍ରିନ୍ସିପାଲଙ୍କୁ ଠକିଲେ; ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ…

ଉଦଳା:କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର ଲୁଟେରା । ଏଭଳି ଘଟଣା ଘଟିଛି ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ନନ୍ଦ କିଶୋର ପଟ୍ଟନାୟକଙ୍କ ସହ । ତାଙ୍କୁ ଫୋନ କରିଥିବା ବ୍ୟକ୍ତି ନିଜକୁ ବିଡ଼ିଓର ପରିଚୟ ଦେଇ…

କୃଷି ଅଧିକାରୀଙ୍କ ଉପରେ ରାଗିଲେ ଉପମୁଖ୍ୟମନ୍ତ୍ରୀ: ବିଦେଶ ବୁଲି କଣ ଶିଖିଲେ, ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ…

ଭୁବନେଶ୍ୱର: ଉଦ୍ୟାନକୃଷି ଅଧିକାରୀଙ୍କୁ କଡା ତାଗିଦ୍। ବାହାର ରାଜ୍ୟ ଗସ୍ତ କଲେ। ହେଲେ ସେଠାରୁ ଫେରି ସରକାରଙ୍କୁ ଦେଲେ ନାହିଁ ରିପୋର୍ଟ। କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଅଧିକାରୀଙ୍କ ଉପରେ ବର୍ଷିଲେ ଏବଂ…

ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ନକରିବାକୁ UPSCକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର/ନୂଆଦିଲ୍ଲୀ: ପୁଣି ସ୍ଥଗିତ ରହିଲା ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ଚୟନ। ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଅନୁଯାୟୀ, ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ…

୩ କୋଟିର ସରକାରୀ ପାଣ୍ଠି ଆତ୍ମସାତ; ୨ ଗିରଫ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟର ଦୁଇ ପୂର୍ବତନ ଅଧିକାରୀଙ୍କୁ ୩ କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ କରିବା ଅଭିଯୋଗରେ ଗୁରୁବାର ଦିନ ଗିରଫ କରିଛି। ତିର୍ତ୍ତୋଲ ବ୍ଲକର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ (SRA) ଏବଂ…

ସଚେତନ ଯୁବକଙ୍କ ତତ୍ପରତା, ବଞ୍ଚିଗଲା ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତା

ନୂଆପଡ଼ା: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଯୁବକଙ୍କ ସଚେତନତା। ଅସାଧୁ ବ୍ୟକ୍ତିଙ୍କ ହାତରେ ପଡ଼ିବା ପୂର୍ବରୁ ଉଦ୍ଧାର ହେଲା ଏକ ଜୀବନ୍ତ ବଜ୍ରକାପ୍ତା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରେଞ୍ଜ ଅଧୀନ ଭାଲୁଡୁଙ୍ଗୁରି ଗାଁର ଏକ ଜଳାଶୟ ନିକଟରୁ ବନ ବିଭାଗ ଏହି ବଜ୍ରକାପ୍ତାକୁ ଉଦ୍ଧାର କରି ସୁରକ୍ଷିତ ଭାବେ…

କଟକରେ ଚାଞ୍ଚଲ୍ୟ, ଛାତ୍ରୀଙ୍କୁ ହୋଟେଲରେ ଦୁଷ୍କର୍ମ କଲେ ନାବାଳକ

କଟକ: କଟକର ବାଦାମବାଡିରେ ଏକ ହୋଟେଲ ରୁମ ଭିତରେ ଜଣେ ୧୬ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ପୋଲିସ ଦୁଇ ନାବାଳକ ପୁଅଙ୍କୁ ଅଟକ ରଖିଛି। ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଗଡଗଡିଆ ଘାଟ ନିକଟରେ ମହାନଦୀରେ ଡେଇଁ ଜୀବନ ଶେଷ କରିବାକୁ ଚେଷ୍ଟା କରିବା ପରେ ଏହି ଘଟଣା ସାମ୍ନାକୁ…

୬ ଆନ୍ତଃରାଜ୍ୟ ଡକାୟତ ଗିରଫ, ଝାଡଖଣ୍ଡରୁ ଆସି ଭଦ୍ରକରେ କରୁଥିଲେ ଡକାୟତି

ଭଦ୍ରକ: ଜିଲ୍ଲାରେ ଗତ କିଛି ଦିନ ହେବ ଅଭିନଵ ଉପାୟରେ ଲୋକଙ୍କ ଘରେ ପଶି ଡକାୟତି କରି ଫେରାର ହୋଇଯାଉଥିଲେ। ଏହି ଘଟଣା ଜିଲ୍ଲାରେ ଆତଙ୍କ ଖେଳିଯାଇଥିଲା। ତେବେ ଭଦ୍ରକ ପୋଲିସ ଡକାୟତି ଗ୍ୟାଙ୍ଗଙ୍କୁ ଧରିବାରେ ସଫଳ ହୋଇଛି। ଝାଡଖଣ୍ଡର ଧାନବାଦ ଅଞ୍ଚଳରୁ ୬ ଜଣ ଆନ୍ତରାଜ୍ୟ ଡକାୟତ ଦଳ ଗିରଫ…

ଚାର୍ଜ ବସାଇ ଦେଖୁଥିଲେ ଫୋନ; ହଠାତ୍ ମାରିଲା ଘଡଘଡ଼ି, ଚାଲିଗଲା ଜୀବନ…

କୋରାପୁଟ: କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର କୋସାଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାରେଙ୍ଗବା ଗ୍ରାମରେ ବୁଧବାର ସନ୍ଧ୍ୟାରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଯାହା ଫଳରେ ଜଣେ ୧୬ ବର୍ଷୀୟ ବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ନାମ ଭାଗୀରଥି…

କିମ୍ସ ଏଣ୍ଡୋକ୍ରାଇନୋଲୋଜି ବିଶେଷଜ୍ଞ ଡା. ସମ୍ବିତ ଦାସ ‘ଏଣ୍ଡୋକ୍ରାଇନ୍ ସୋସାଇଟି ଅଫ୍ ଇଣ୍ଡିଆ’ ସଭାପତି…

ଭୁବନେଶ୍ୱର: କିମ୍ସ ଭୁବନେଶ୍ୱରର ଏଣ୍ଡୋକ୍ରାଇନୋଲୋଜି ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡା. ସମ୍ବିତ ଦାସ ଏଣ୍ଡୋକ୍ରାଇନ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୧୯୭୨ ମସିହାରେ ପ୍ରତିଷ୍ଠିତ ଏଣ୍ଡୋକ୍ରାଇନ୍ ସୋସାଇଟି ଅଫ୍ ଇଣ୍ଡିଆ ଦେଶର ଏଣ୍ଡୋକ୍ରାଇନୋଲୋଜି…

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି, ଏସବୁ ଜିଲ୍ଲାକୁ ଆଲର୍ଟ…

ଭୁବନେଶ୍ୱର: ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଯୋଗୁ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।…