Latest Odisha News

BREAKING NEWS

Browsing Category

ପୁରୀ

Puri

ପୁଣି ଚମକିବ ଶ୍ରୀମନ୍ଦିର: ମୁଖ୍ୟ ଶାସନ ସଚିବଙ୍କ ସ୍ଥିତି ଅନୁଧ୍ୟାନ ପରେ ଲାଗିଲା ଲାଇଟ୍

ପୁରୀ:ପୁରୀରେ ଲାଗିଲା ଲାଇଟ୍ । ପୁଣି ଚମକିବ ଶ୍ରୀମନ୍ଦିର । ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ପରେ ଲାଗିଲା ଲାଇଟ୍ । ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଏହାପରେ ଯେଉଁ ସଂସ୍ଥା ଲାଇଟ ଖୋଲି ନେଇଥିଲା ପୁଣି ସେହି ସଂସ୍ଥା କର୍ମଚାରୀ ଲାଇଟ୍ ଲଗାଉଛନ୍ତି…

ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ପୁରୀ: ଶ୍ରୀମନ୍ଦିର ଆଲୋକୀକରଣ ପାଇଁ ଲଗାଯାଇଥିବା ଲାଇଟ ଖୋଲାଯିବା ପ୍ରସଙ୍ଗକୁ ନେଇ ଜାରି ହେଲା ତଦନ୍ତ ନିର୍ଦ୍ଦେଶ । ପୁରୀ ଜିଲ୍ଲାପାଳଙ୍କୁ ଏନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ତଦନ୍ତ ଆଧରରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଜାରି…

ବ୍ରହ୍ମଗିରିରୁ ବିଜେପି ପ୍ରାର୍ଥୀ ଉପାସନାଙ୍କ ବାଜିମାତ୍

ବ୍ରହ୍ମଗିରି: ବ୍ରହ୍ମଗିରିରେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ବିଜୟୀ । ବିଜେଡି ପ୍ରାର୍ଥୀ ଉମା ସାମନ୍ତରାୟଙ୍କୁ ପରାସ୍ତ କଲେ ଉପାସନା । ଦିବଙ୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଏଥର ମଇଦାନକୁ ଓହ୍ଲାଇଥିଲା ବିଜେପି । ଗତଥର ଦାଦା ଲଳିଟେନ୍ଦୁ…

ପୁରୀ ବାଣ ବିସ୍ଫୋରଣ ଘଟଣା, ସୁସ୍ଥ ହୋଇ ଘରକୁ ଫେରିଲେ ୩ ଜଣ

ପୁରୀ: ଚନ୍ଦନ ଯାତ୍ରା ଅବସରରେ ନରେନ୍ଦ୍ର ପୋଖରୀ ବାଣ ଦୁର୍ଘଟଣାରେ ଏଯାବତ୍ ୧୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ମୃତ୍ୟୁ ସଂଖ୍ୟା ବଢିବାକୁ ନେଇ ଗୋଟେ ପଟେ ଚିନ୍ତା ବଢିଥିବା ବେଳେ ସାମ୍ନାକୁ ଆସିଛି ଏକ ଭଲ ଖବର । କଟକ ବଡ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩ଜଣ । ସୂଚନା…

ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ

ପୁରୀ: ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ । ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଭୋର୍ ସମୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀ  ଘଟଣା ସ୍ଥଳରେ ପହଁଞ୍ଚି ନିଆଁ ଆୟତ୍ତ କରିଛି । କୌଣସି…

ଚନ୍ଦନ ଯାତ୍ରା ବେଳେ ଅଘଟଣ, ବାଣ ଗଦାରେ ନିଆଁ ଲାଗି ଜଣେ ମୃତ, ଏକାଧିକ ଆହତ

ପୁରୀ: ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ଚାଲିଥିବା ବେଳେ ଅଭାବନୀୟ ଘଟଣା । ବାଣ ଗଦାରେ ନିଆଁ ଲାଗି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଆଜି ଚକଡେରା ଅନୁକୂଳ, ଜାରି ରହିଛି ଚକ ଓ ଅଖ କାମ

ପୁରୀ: ରଥ ନିର୍ମାଣକୁ ନେଇ ରଥଖଳା ଚଳଚଞ୍ଚଳ । ଶ୍ରୀଜୀଉମାନଙ୍କର ରଥଯାତ୍ରା ପାଇଁ ରଥଖଳାରେ ତିନିରଥର ଅଖ କାମ ଅନୁକୂଳ ହୋଇଥିବା ବେଳେ ବିଶ୍ୱକର୍ମାମାନେ ନାହାକା ଅଖ ତିଆରି ଆରମ୍ଭ କରିଛନ୍ତି । ଗତକାଲି ତିନି ରଥର ୪୨ଟି ଚକରୁ ୧୬ଟି ଚକ ନିର୍ମାଣ ସରିଥିଲା। ଆଜି କାମ ଶେଷ ସୁଦ୍ଧା ତିନି ରଥର ଆଉ…

ଜୁନ ୧ରେ କାକଟପୁର ଓ ନିମାପଡାରେ ଭୋଟ, ମତଦାନ କରିବେ ୪୯୧୬୯୮ ଭୋଟର

ପୁରୀ: ଓଡିଶାର ଚତୁର୍ଥ ଓ ପୁରୀ ଜିଲ୍ଲାର ଦ୍ୱିତୀୟ ତଥା ଚୁଡାନ୍ତ ପର୍ଯ୍ୟାୟ ମତଦାନ ଜୁନ ୧ ତାରିଖରେ ଅନୁଷ୍ଠିତ ହେବ। ୧୬ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୫ କାକଟପୁର ଓ ୧୦୬ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ ୧ ତାରିଖ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ…

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ପୁଣି ଉଡ଼ିଲା ଡ୍ରୋନ୍, ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ

ପୁରୀ: ପୁଣି ପଦାରେ ପଡ଼ିଛି ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା। ଶ୍ରୀମନ୍ଦିର ସୁରକ୍ଷା ପାଇଁ ପ୍ରଶସ୍ତ ପରିକ୍ରମା ମାର୍ଗ ଉପରେ ଉଡ଼ୁଛି ଡ୍ରୋନ୍। ଏହି ଘଟଣାରେ ଭକ୍ତ ମହଲରେ ପୁଣି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀମନ୍ଦିର ପରିସର କିମ୍ବା ଏହା ନିକଟସ୍ଥ ନିଷିଦ୍ଧାଞ୍ଚଳ ଉପରେ…

ଇଭିଏମ ଅଚଳକୁ ନେଇ ତାତିଲେ ଲୋକେ, ଅଫିସର-ଭୋଟର ମୁହାଁମୁହିଁ

ପୁରୀ: ସକାଳୁ ଲାଇନ ଦେଇଛନ୍ତି । ହେଲେ ଚାଲୁନାହିଁ ଇଭିଏମ । ଏହାସହିତ ପ୍ରିଜାଇଡିଂ ଅଫିସର ଦୁର୍ବ୍ୟବହାର କରିଥିବା ନେଇ ପୁରୀ ବ୍ରହ୍ମଗିରି ଗଡରୋଡଙ୍ଗ ସ୍ଥିତ ୧୨୭ ନଂ ବୁଥରେ ଉତ୍ତେଜିତ ହେଲେ ଭୋଟର। ଇଭିଏମ ଅଚଳକୁ ନେଇ ରାଗିଗଲେ ଲୋକେ । ଫଳରେ ମୁହାଁମୁହିଁ ହେଲେ ଭୋଟର ଓ ପୋଲିସ ।…