Latest Odisha News

BREAKING NEWS

Browsing Category

ପୁରୀ

Puri

ଇଭିଏମ ଅଚଳକୁ ନେଇ ତାତିଲେ ଲୋକେ, ଅଫିସର-ଭୋଟର ମୁହାଁମୁହିଁ

ପୁରୀ: ସକାଳୁ ଲାଇନ ଦେଇଛନ୍ତି । ହେଲେ ଚାଲୁନାହିଁ ଇଭିଏମ । ଏହାସହିତ ପ୍ରିଜାଇଡିଂ ଅଫିସର ଦୁର୍ବ୍ୟବହାର କରିଥିବା ନେଇ ପୁରୀ ବ୍ରହ୍ମଗିରି ଗଡରୋଡଙ୍ଗ ସ୍ଥିତ ୧୨୭ ନଂ ବୁଥରେ ଉତ୍ତେଜିତ ହେଲେ ଭୋଟର। ଇଭିଏମ ଅଚଳକୁ ନେଇ ରାଗିଗଲେ ଲୋକେ । ଫଳରେ ମୁହାଁମୁହିଁ ହେଲେ ଭୋଟର ଓ ପୋଲିସ ।…

ବାହାର ନେତା ମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରୁଛନ୍ତି, ସେମାନଙ୍କୁ ଆପଣମାନେ ମୁହଁତୋଡ଼ ଜବାବ ଦିଅନ୍ତୁ

ନିମାପଡା: ଓଡ଼ିଶାବାସୀଙ୍କର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏତେ ଭଲପାଇବା ଦେଖି ବିରୋଧିଙ୍କ ମୁଣ୍ଡ କାମ କରୁନାହିଁ । ବାହାରୁ ବଡ଼ ବଡ଼ ନେତା ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି । ସେମାନଙ୍କ ମଧ୍ୟରେ ଆସାମର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି । ମୁଁ ତାଙ୍କୁ କହିବାକୁ ଚାହେଁ…

ବିଜେପି ନେତାମାନେ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ ବୁଲିବା ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ…

ପୁରୀ: ପିପିଲିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରିଛନ୍ତି । ସେ ବିଜେପି ନେତାଙ୍କୁ ଟୁରିଷ୍ଟ ବୋଲି ସମ୍ବୋଧନ କରିଛନ୍ତି । ବିଜେପି ନେତାମାନେ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର ଭ୍ରମଣ କରିବା ବଦଳରେ ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ…

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ପ୍ରମୁଖ ଯାତ୍ରା ମଧ୍ୟରୁ ନିଳାଦ୍ରୀ ମହୋଦୟ ଅନ୍ୟତମ ପ୍ରମୁଖ ଯାତ୍ରା ହୋଇଥିବାରୁ ବିଶେଷ ନୀତି ଅନୁଷ୍ଠିତ ହେବ । ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ନିଳାଦ୍ରୀ ମହୋଦୟ ଯାତ୍ରା…

ଆଜି ରଥ ଚାଳିରେ ନିର୍ମାଣର ଚତୁର୍ଥ ଦିନ, ପନ୍ଦାରି ବଳା ତିଆରି ଆରମ୍ଭ

ପୁରୀ: ଚଳଚଞ୍ଚଳ ହୋଇଉଠିଛି ରଥଖଳା। ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହୋଇଥିଲା। ଆଜି ଚତୁର୍ଥ ଦିନରେ ପହଞ୍ଚିଲା ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ। ଚତୁର୍ଥ ଦିନ ଶେଷ ସୁଦ୍ଧା ତିନି ରଥର ୪୨ ତୁମ୍ବରୁ ୨୪ଟି ତୁମ୍ବ ବଳା ବା ଗୋଲେଇ କାମ ଶେଷ ହୋଇଛି। ବିଶ୍ୱକର୍ମାମାନେ ୨୪ଟି ତୁମ୍ବରୁ…

ପୁରୀରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ: ବିଜେପିର ସିଦ୍ଧାନ୍ତ- ଯାହା କହିବୁ, ତାକୁ କରି ଦେଖାଇବୁ

ପୁରୀ: ପୁରୀରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଆୟୋଜିତ ଏକ ବିରାଟ ସମାବେଶକୁ ସମ୍ବୋଧିତ କରିଛନ୍ତି ଗଡକାରୀ । ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ଗଡକାରୀ । ଏହାପରେ…

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ: ନାମାଙ୍କନ ବେଳେ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା  । ନାମାଙ୍କନ ପତ୍ର ଦାଖଲ ସମୟରେ ୨ ନେତେ ଓ ସମର୍ଥକ ହାତାହାତି ।କଂଗ୍ରେସ ପାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ ମହାପାତ୍ର ମୁହାଁମୁହିଁ ହୋଇଛନ୍ତି । ସ୍ବାଧିନ ଭାବେ ସୁଜିତ ନାମାଙ୍କନ…

ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରାମାଭିଷେକ ନୀତି, ସେପଟେ ସରିବ ପ୍ରସିଦ୍ଧ ସାହିଯାତ

ପୁରୀ: ଆଜି ବଡ଼ଦେଉଳରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏଥିସହ ସମ୍ପନ୍ନ ହେବ ଶ୍ରୀକ୍ଷେତ୍ର ସାହିଯାତର ଶେଷ ପର୍ବ । ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ରାତିରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ…

ପୁରୀରେ ନିର୍ମାଣଧୀନ ଛାତ ଭୁଶୁଡିଲା:୪ ଶ୍ରମିକ ଆହାତ

ପୁରୀ: ପୁରୀରେ ନିର୍ମାଣଧୀନ ଛାତ ଭୁଶୁଡିପଡିଲା  ।ପୁରୀ ରେଲଓ୍ବେ  ଷ୍ଟେସନରେ ନିର୍ମାଣଧୀନ କୋଠା ଛାତ ଭୁଶୁଡିପଡିଲା । ଘଟଣାସ୍ଥଳରୁ ୪ ଶ୍ରମିକଙ୍କୁ ଆହାତ ଅମସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ୪ ଶ୍ରମିକଙ୍କୁ ପୁରୀ ବଡ ମଡେକାଲରେ ଭର୍ତ୍ତି କରାଯାଇଛି। ନବନିର୍ମିତ କୋଠାର ଛାତ…

ଆସନ୍ତାକାଲିଠୁ ସାହି ଯାତରେ କମ୍ପିବ ଶ୍ରୀକ୍ଷେତ୍ର, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ପୁରୀ: ଆସନ୍ତାକାଲି ପବିତ୍ର ରାମନବମୀ । ଶ୍ରୀକ୍ଷେତ୍ରର ସାଂସ୍କୃତିକ ମହାକୁମ୍ଭ ସାହିଯାତର ହେବ ଶୁଭାରମ୍ଭ । ରମନବମୀ ଠାରୁ ଶ୍ରୀକ୍ଷେତ୍ରର ପାରମ୍ପାରିକ ସମର କଳା ନୃତ୍ୟ ସାହି ଯାତ ଆରମ୍ଭ ହୋଇଥାଏ । ରାମଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ଭଗବାନ ରାମଚନ୍ଦ୍ରଙ୍କ ଜୀବନର କଥାବସ୍ତୁକୁ ନେଇ ଏହି…