Latest Odisha News

BREAKING NEWS

Browsing Category

ପୁରୀ

Puri

ହେଲଥକାର୍ଡ ବଣ୍ଟନକୁ ଘରୋଇ ହସ୍ପିଟାଲ୍ ସଂଘର ବିରୋଧ

ପୁରୀ: ରାଜ୍ୟ ସରକାର ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ହେଲଥକାର୍ଡ ବଣ୍ଟନ କରୁଛନ୍ତି । ଏହି ଯୋଜନାରେ ସବୁ ଜିଲ୍ଲା ଯୋଡ଼ିବାକୁ ସରକାର ଯୋଜନା ରଖିଛନ୍ତି । ହେଲେ ଯୋଜନାରେ ଲୋକେ କେତେ ଉପକୃତ ହେବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଯୋଜନାରେ ଆଉ ରୋଗୀଙ୍କୁ ସୁବିଧା ଯୋଗାଇବା…

ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲା , ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ADG ସ୍ଥିତି ଅନୁଧ୍ୟାନ କଲେ

ପୁରୀ : ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପୁରୀ ଗସ୍ତରେ ଆସି ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଅଗ୍ରଗତୀ ପାଇଁ ସମୀକ୍ଷା କରିଛନ୍ତି । ପରେ ସେ ମୃତ ଦେହ ମିଳିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।…

କେନାଲରୁ ମିଳିଲା କଙ୍କାଳ, ମିଳୁନି ପରିଚୟ

ପିପିଲି: କେନାଲରୁ କଙ୍କାଳ ସହ ଖପୁରୀ ଉଦ୍ଧାର । ପିପିଲି କଢିମୂଳ କେନାଲ ସଫେଇବେଳେ ମଣିଷ କଙ୍କାଳ ସହ ଏକ ଖପୁରୀ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖପୁରୀ ଓ କଙ୍କାଳକୁ ଉଦ୍ଧାର କରିଛି । ଏଗୁଡ଼ିକ ପୁରୁଷର କି ମହିଳାର ଜଣାପଡ଼ି ନାହିଁ । କେତେଦିନରୁ ଏହା କେନାଲ ଭିତରେ…

ଥମୁନି ବ୍ଲୁ-ଫ୍ଲାଗ ବିଚ୍ ବିବାଦ, ତେଜୁଛି ବିରୋଧ

ପୁରୀ: ଦୀର୍ଘଦିନ ଧରି ଜାରି ରହିଛି ବ୍ଲୁ-ଫ୍ଲାଗ୍ ବିଚକୁ ବିରୋଧ । ଏନେଇ ମତ୍ସଜୀବୀ ଓ ଉଠା ଦୋକାନୀମାନେ ବ୍ଲୁ-ଫ୍ଲାଗ୍ ବିଚ୍ ବିରୋଧରେ ପ୍ରତିବାଦ କରିବା ସହ ଧାରଣା ଦେଇଥିଲେ । ଶତାଧିକ ମହିଳା ଓ ପୁରୁଷ ବ୍ଲୁ-ଫ୍ଲାଗ୍ ବିଚ୍ ନିର୍ମାଣକୁ ନେଇ କାର୍ଯ୍ୟ ବନ୍ଦ ଦାବି କରିଥିଲେ । ପୂର୍ବରୁ…

[ଭିଡ଼ିଓ] ଚିତ୍ତରଞ୍ଜନ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଖୋଳତାଡ

ପୁରୀ: ଦିନକୁ ଦିନ ବଢୁଛି ଚିତ୍ତରଞ୍ଜନଙ୍କ ମୃତ୍ୟୁ ରହସ୍ୟ। କେମିତି ହେଲା ଚିତ୍ତଙ୍କ ମୃତ୍ୟୁ ? ଘଟଣାର ମୋଡ ବଦଳୁଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । କଣ ରହିଛି ମୃତ୍ୟୁ ରହସ୍ୟ ଏନେଇ ଚିତ୍ତଙ୍କ ଗାଁ ସାନବନ୍ଧକେରା ଗାଁରେ ଟିମ୍ ପହଂଚି ଖୋଳତାଡ କରିଛି କ୍ରାଇମବ୍ରାଞ୍ଚ ।…

ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲା; ଯୁବତୀଙ୍କ ସଂପୃକ୍ତି ଥିବା ସନ୍ଦେହ

ପୁରୀ : ବ୍ରହ୍ମଗିରି ଚିତ୍ତ ରଞ୍ଜନ ହତ୍ୟା ଘଟଣାରେ ଚାଞ୍ଚଲ୍ୟ କର ତଥ୍ୟ ସାମ୍ନାକୁ ଆସିଛି । ଚିତ୍ତ ରଞ୍ଜନଙ୍କ ମୃତ ଦେହ ମିଳିଥିବା ସ୍ଥାନ ଆଜି କ୍ରାଇମବ୍ରାଞ୍ଚ ଟିମ୍ ବୁଲି ଦେଖିଥିଲେ । କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ତଦନ୍ତ କରୁଥିଲେ । ହେଲେ ଆଜି ଏହି ଘଟଣାକୁ ନେଇ ଏକ…

ମହାପ୍ରଭୁଙ୍କୁ ଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ

ପୁରୀ: ପୁରୀ ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ । ନୀତି ଆୟୋଗ ଉପାଧ୍ୟକ୍ଷ ଡ଼ଃ ରାଜୀବ କୁମାର ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଆଜି ସକାଳେ ଦର୍ଶନ କରିଛନ୍ତି । ନୀତି ଆୟୋଗର ବିଭାଗୀୟ ଉପଦେଷ୍ଟା ଅବିନାଶ ମିଶ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ନୀତି…

[ଭିଡ଼ିଓ] ଜୀବନ ଯୁଦ୍ଧରେ ହାରିଗଲେ ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ

ଦିଲ୍ଲୀ: ଜୀବନ ଯୁଦ୍ଧରେ ହାରିଗଲେ ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ । ଚିକିତ୍ସିତ ଅବସ୍ଥାରେ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଦେହାନ୍ତ ହୋଇଯାଇଛି। ଟ୍ୱିଟ କରି ସୂଚନା ଦେଲା ବାୟୁସେନା । ସିଡିଏସ ବିପିନ ରାଓ୍ବତଙ୍କ ଏମଆଇ -୧୭ ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା…

ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଘଟଣାର କ୍ରାଇଣବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ଅଭୟ । ଏକ ପ୍ରେସ୍ ରିଲିଜ ଜାରି କରି ତଦନ୍ତ ନିର୍ଦ୍ଦେଶ…

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ରତ୍ନବେଦୀରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏଥିପାଇଁ ଆଜି ଅପରାହ୍ନ…