Latest Odisha News

BREAKING NEWS

Browsing Category

ପୁରୀ

Puri

[ଭିଡ଼ିଓ] ନୂଆବର୍ଷରେ ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ: ନୂଆବର୍ଷରେ କଟକଣା ପରେ ଆଜି ଦର୍ଶନ ଦେଲେ ମହାପ୍ରଭୁ । ରତ୍ନ ସିଂହାସନରେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ମଙ୍ଗଳଆରତୀ ସରିବା ପରେ କଟକଣା ଭିତରେ ଶ୍ରଦ୍ଧାଳୁ ମାନେ ତିନିଦିଅଁଙ୍କୁ ଦର୍ଶନ କରିଥିଲେ । ତିନିଦିନର ବିରତି ପରେ ଆଜି ଦର୍ଶନ ପାଇଁ ଖୋଲିଛି…

[ଭିଡ଼ିଓ] ପୁରୀରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ

ପୁରୀ: ପୁରୀରେ ପୁୂଣି ଆରମ୍ଭ ହୋଇଛି ଉଚ୍ଛେଦ। ଶ୍ରୀମନ୍ଦିର ଚତୁର୍ପାଶ୍ୱ ହେରିଟେଜ କରିଡରରେ ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ କରଯାଇଛି। ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ପଶ୍ଚିମ ଦ୍ୱାରରେ ଥିବା କୋଠା ଗୁଡିକର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବରୁ ୯୫ ପ୍ରତିଶତ ଅଂଚଳରୁ…

ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ପୋଲିସ ଡିଜିପି ସୁନୀଲ ବଂଶଲ

ପୁରୀ : ନୂଆ କରି ଦାୟିତ୍ୱ ନେବା ପରେ ପୋଲିସ ଡିଜିପି ସୁନୀଲ ବଂଶଲ ପୁରୀରେ ପହଁଞ୍ଚିଛନ୍ତି । ବଂଶଲ ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । କଡା ସୁରକ୍ଷାର ସହ ସୁନୀଲ ବଂଶଲ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଗତ ୩୧ ତାରିଖରେ ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଥିଲେ ସୁନୀଲ…

[ଭିଡ଼ିଓ] ଝିଅ କାନ୍ଧରେ ମାଆର ଶେଷ ଯାତ୍ରା

ପୁରୀ: କଳି ଯୁଗର କୁଳାଙ୍ଗାର ପୁଅ । ପରିଣତ ବୟସରେ କୋଳ ପୋଛା ପୁଅ ପର କରିଦେଲା ଜନ୍ମ କଲା ମାଆକୁ । ଲହୁ ଲୁହକୁ ଏକାଠି କରି ଛୋଟରୁ ବଡ଼ କରିଥିବା ମାଆକୁ ଶେଷ ସମୟରେ ପଚାରିଲାନି । ହେଲେ ଶେଷରେ ମାଆକୁ କାନ୍ଧ ଦେଇଛନ୍ତି ୪ ଝିଅ । ନିଜେ ମାଆର ମୃତ ଦେହକୁ ସ୍ୱର୍ଗ ଦ୍ୱାର ବୋହି ନେଇ ସେଠାରେ…

ପଚାରିଲେନି ପୁଅ, ମା’କୁ କାନ୍ଧ ଦେଲେ ଚାରି ଝିଅ

ପୁରୀ: ମା’ ବାପାଙ୍କ ଆଶା ଥାଏ, ମଲାପରେ ପୁଅ ମୁଖାଗ୍ନି ଦେବ । ହେଲେ ପୁରୀରେ ଦେଖିବାକୁ ମିଳିଥିଲା ଅଲଗା କିଛି ଦୃଶ୍ୟ । ଏହି ଦୃଶ୍ୟ ଯେତିକି ମନକୁ କଷ୍ଟ ଦେଉଥିଲା, ସେତିକି ପ୍ରଶ୍ନ ମଧ୍ୟ ସୃଷ୍ଟି କରୁଥିଲେ । ସତରେ କଣ ମରିଯାଇଛି ମାନବିକତା? ଛୋଟରୁ ବଡ଼ କରିଥିବା ମା’ ପାଇଁ ଥିବା ନିଜ…

ଆସନ୍ତାକାଲି ଶ୍ରୀମନ୍ଦିରରେ ‘ବଉଳ ଅମାବାସ୍ୟା’ ପାଳନ ହେବ

ପୁରୀ : ରବିବାର ଶ୍ରୀମନ୍ଦିରରେ ବକୁଳ ଅମାବାସ୍ୟା ନୀତି ପାଳିତ ହେବ । ରୀତି ନୀତି ଅନୁସାରେ ମହାପ୍ରଭୁଙ୍କ ଠାରେ ଲାଗିହେବ ବଉଳ । ବଉଳ ପଡି ତିଆରି କରାଯାଇଥିବା ଗଇଁଠା ପିଠା ମହାପ୍ରଭୁଙ୍କ ଠାରେ ଅର୍ପଣ କରାଯିବ । ବଉଳ ଗଇଁଠା ଲାଗି ହେବ ମହାପ୍ରଭୁଙ୍କ ନିକଟରେ ଏବଂ ମହାପ୍ରଭୁଙ୍କୁ ଲାଗି ହେବ…

ନୂଆବର୍ଷ ପାଇଁ ଅଲାରନାଥ ଓ ବାଲି ହରଚଣ୍ଡୀ ପୀଠରେ ୧୪୪ ଧାରା ଜାରି

ବ୍ରହ୍ମଗିରି : ଓମିକ୍ରନ ଭୟ ସହ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଏବେ ସମସ୍ତ ଧାର୍ମିକଅନୁଷ୍ଠାନ ଗୁଡିକରେ କଟକଣା ଜାରି କରାଯାଇଛି । ଏଥିସହ ନୂଆ ବର୍ଷରେ ଜନଗହଳିକୁ ରୋକିବା ପାଇଁ ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ଅଲାରନାଥ ଓ ବାଲିହରଚଣ୍ଡୀ ପୀଠରେ ୧୪୪ ଧାରା ଜାରି କରାଯାଇଛି । ନୂଆ ବର୍ଷରେ…

କଟକ ପରେ ପୁରୀରେ ଅଘଟଣ ,ମାଞ୍ଜା ସୂତା ଲାଗି କଟିଲା ଜଣଙ୍କ ବେକ

ପୁରୀ : କଟକ ପରେ ପୁରୀରେ ଅଘଟଣ। ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ରଙ୍କ ମାଞ୍ଜା ସୂତା ଲାଗି ବେକ କଟିଯାଇଛି । ଡ଼ାକ୍ତରଖାନା ଛକ ସ୍ଥିତ ମାଳିଜାଗା ନିକଟରେ ଏହି ଅଘଟଣ ଘଟିଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର…

ପେଟ୍ରୋଲ ପମ୍ପରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଲୋକେ

ପୁରୀ: ଅସାବଧାନତା କାରଣରୁ ବହୁ ଲୋକଙ୍କୁ ମୃତ୍ୟୁ ମୁଖରେ ପକାଇଦେଇପାରେ । ତାହାର ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ଏକ ପେଟ୍ରୋଲ ପମ୍ପରେ । ପୁରୀ ପେଣ୍ଠକଟା ଓପିଡ଼ିସି ପରିଚାଳିତ ଆଇଓସିଏଲ ଫିଲିଂ ଷ୍ଟେସନ ପରିସରରେ ଗତକାଲି ରାତିରେ ନିଆଁ ଲାଗିଥିଲା । ସ୍କୁଟିରେ ତେଲ ପକାଇଲାବେଳେ…

ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ରିମାଣ୍ଡରେ ୨ ଅଭିଯୁକ୍ତ

ପୁରୀ: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ମାମଲା । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଟିମ୍ । ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ ରିମାଣ୍ଡରେ ଯାଇଛନ୍ତି  । ସେପଟେ ଅଭିଯୁକ୍ତ ଦ୍ୱୟଙ୍କୁ ୭ ଦିନିଆ ରିମାଣ୍ଡରେ…