Latest Odisha News

BREAKING NEWS

Browsing Category

ପୁରୀ

Puri

ରତ୍ନଭଣ୍ଡାର ଖୋଲିବା ପରେ ବଡ ବୟାନ ଦେଲେ ମୁଖ୍ୟ ପ୍ରଶାସକ

ପୁରୀ: ୪୬ ବର୍ଷ ପରେ ପୁଣି ସେହି ଐତିହାସିକ ଦିନ । ଖୋଲିଛି ରତ୍ନଭଣ୍ଡାରର ଦ୍ବାର । ରତ୍ନଭଣ୍ଡାର ଭିତର ତଦାରଖ କରି ରତ୍ନ ସିଫ୍ଟ କରିଛନ୍ତି ନିୟୋଜିତ ୧୧ ଜଣିଆ ସଦସ୍ୟ । ତେବେ ଏହା ପରେ ରତ୍ନଭଣ୍ଡାର ବାହାରକୁ ଆସିବା ପରେ ବଡ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ…

୧ଟା ୨୮, ଶୁଭ ମୁହୂର୍ତ୍ତରେ ଖୋଲିଲା ରତ୍ନଭଣ୍ଡାର

ପୁରୀ: ଅନେକ ବର୍ଷର ଅପେକ୍ଷାର ହେଲା ଅନ୍ତ । ୪୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ଦ୍ବାର । ରତ୍ନଭଣ୍ଡାର ଭିତରକୁ ଯିବା ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ…

ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ପାଇଁ ସ୍ବତନ୍ତ୍ର ସିନ୍ଦୁକ, କାଠ ଉପରେ ପିତଳ ଛାଉଣୀ

ପୁରୀ: ଆଉ ମାତ୍ର କିଛିଟା ମୁହୂର୍ତ୍ତ । ୪୬ ବର୍ଷ ପରେ ଖୋଲିବ ମଣିମାଙ୍କ ରତ୍ନଭଣ୍ଡାର । ଏହାରି ଭିତରେ ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ  ନିର୍ଦ୍ଧାରିତ ୧୧ଜଣ ସଦସ୍ୟମାନେ ଶ୍ରୀମନ୍ଦିରରେ ପ୍ରବେଶ କରିସାରିଲେଣି । ଏଥିପାଇଁ ପୁରୀ ଶ୍ରୀମନ୍ଦିରେ ଆସି ପହଞ୍ଚିଛି ସ୍ବତନ୍ତ୍ର ବରାଦରେ ତିଆରି…

ଶ୍ରୀମନ୍ଦିର ଭିତରକୁ ଗଲେ ରତ୍ନଭଣ୍ଡାରକୁ ଯିବାକୁ ଥିବା ୧୧ ସଦସ୍ୟ

ପୁରୀ: ଶ୍ରୀମନ୍ଦିର ଭିତରକୁ ଗଲେ ରତ୍ନଭଣ୍ଡାରକୁ ଯିବାକୁ ଥିବା ୧୧ ସଦସ୍ୟ । ତଦାରଖ କମିଟି ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ୧୧ଜଣ ସଦସ୍ୟ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି । ଶ୍ରୀମନ୍ଦିର ପରିସରରେ ଏବେ ସଦସ୍ୟମାନେ ସବିଶେଷ ଆଲୋଚନା କରୁଥିବା ସୂଚନା ମିଳିଛି । ପ୍ରଥମେ…

ଆଜି ହେବନି ଗଣତି, କେବଳ ଖୋଲାଯିବ ରତ୍ନଭଣ୍ଡାର

ପୁରୀ: ଆଜି ଗଣତି ହେବନି । ଖାଲି ଖୋଲାଯିବ ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ । ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାର୍ଯ୍ୟ ଆରମ୍ଭ ହେବ ।…

‘ଟ୍ରେଜେରୀରେ ଅଛି ଚାବି, ଦିନ ୧ଟା ୨୮ରେ ଖୋଲିବ ରତ୍ନ ଭଣ୍ଡାର’

ପୁରୀ: ଖୋଲିବ ରତ୍ନ ଭଣ୍ଡାର । ଏହା ପୂର୍ବରୁ ସରିଛି ରତ୍ନ ଭଣ୍ଡାର ଯାଞ୍ଚ କମିଟି ବୈଠକ । ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇସାରିଛି । ଏବେ ଖାଲି ଖୋଲିବାକୁ ଅପେକ୍ଷା । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ…

ରତ୍ନଭଣ୍ଡାର ଚାବି ନେଇ ପୁରୀ ଜିଲ୍ଲାପାଳଙ୍କ ବଡ ବୟାନ……

ପୁରୀ: ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଆଜି ଦିନ ୧ଟା ପରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ସେଥିପାଇଁ ଏହା ପୂର୍ବରୁ ଚାଲିଛି ରତ୍ନଭଣ୍ଡାର ତଦନ୍ତ କମିଟି ବୈଠକ । ବୈଠକରେ ରତ୍ନ ଭଣ୍ଡାର ତାଲା ଖାଲିବା ନେଇ ଚାବି ଉପସ୍ଥାପନା କରାଯିବ । ହେଲେ ଏହାରି ଭିତରେ ବଡ ବୟାନ ଦେଇଛନ୍ତି ପୁରୀ…

ଆସିଲା ଆଜ୍ଞାମାଳ, ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର

ପୁରୀ: ଆଜି ପୁରୀ ଉପରେ ସମସ୍ତଙ୍କ ନଜର । ବହୁ ପ୍ରତୀକ୍ଷାର ଆଜି ଶେଷ ଦିନ  । ଶେଷରେ ବହୁ ବର୍ଷ ପରେ ଆଜି ଖୋଲୁଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ଏଥିପାଇଁ ଆଜ୍ଞାମାଳ ବିଜେ ହୋଇଯାଇଛି । ମହାପ୍ରଭୁ ଲୋକନାଥଙ୍କ ପାଖରୁ ଆଜ୍ଞାମାଳ ଶ୍ରୀମନ୍ଦିରରେ ଆସି ପହଞ୍ଚିଛି । ରତ୍ନଭଣ୍ଡାର ଖୋଲିବା…

ଦିନ ଗୋଟାଏ ପରେ ଖୋଲିବ ରତ୍ନଭଣ୍ଡାର: ଜଷ୍ଟିସ୍‌ ବିଶ୍ୱନାଥ ରଥ

ନୂଆଦିଲ୍ଲୀ: ଦିନ ୧ଟା ପରେ ଶୁଭ ସମୟ ଆସୁଛି ତେଣୁ ୧ଟା ପରେ ହିଁ ଖୋଲାଯିବ ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ । ଜଷ୍ଟିସ ରଥ କହିଛନ୍ତି ଯେ, ଯାହା ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ । ଚାବିରେ ଯଦି ତାଲା ନଖୋଲେ ତେବେ ତାଲା…

ରତ୍ନବେଦୀକୁ ଫେରିବେ ନୀଳାମୟ, କାଲି ସଂଧ୍ୟାରୁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଜନ୍ମବେଦୀରେ ନୀଳା ସାରି ରତ୍ନବେଦୀ ବାହୁଡିବେ ତିନି ଠାକୁର । ଏଥିପାଇଁ ଦକ୍ଷିଣ ମୋଡ ନେଇ ସାରିଲେଣି ରଥ । ଆଜି ସକାଳେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହୋଇଥିବା ବେଳେ ଗତକାଲି ଦର୍ପଦଳନ ଓ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ସରିଛି ।ରଥାରୁଢ ହୋଇ ବାହୁଡାଯାତ୍ରା କରି ପୁଣି ଶ୍ରୀମନ୍ଦିର…