Latest Odisha News

BREAKING NEWS

Browsing Category

ପୁରୀ

Puri

ସାଢେ ୭ ଘଣ୍ଟାରେ ହେଲା ଅଳଙ୍କାର ସ୍ଥାନାନ୍ତରଣ, ଭିତରେ ନାହିଁ କୌଣସି ଗୁପ୍ତ ସୁଡ଼ଙ୍ଗ

ପୁରୀ: ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରଣ କରି ଶ୍ରୀମନ୍ଦିରରୁ ବାହାରିଲେ ୧୧ ଜଣିଆ ଟିମ୍‌ । ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ଲାଗିଲା ସାଢ଼େ ୭ ଘଣ୍ଟା ସମୟ । ସକାଳ ୯ଟା ୫୧ରେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ । ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ…

ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ଗଲେ ଗଜପତି, ଜାଣନ୍ତୁ କାହିଁକି?

ପୁରୀ: ଆଜି ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଗଜପତି ମହାରାଜ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲା ବେଳେ ସିଂହଦ୍ବାର ବାଟେ ନଯାଇ ଦକ୍ଷିଣ ଦ୍ବାରବାଟେ ପ୍ରବେଶ କରିଥିଲେ । ତେବେ କ’ଣ ଆପଣ ଜାଣନ୍ତି, ସବୁବେଳେ ପୂର୍ବଦ୍ବାର ଦେଇ ଯାଉଥିବା ମହାପ୍ରଭୁଙ୍କ ଆଦ୍ୟ ସେବକ କାହିଁକି ଏଥର ଦକ୍ଷିଣ ଦ୍ବାର ଦେଇ…

ନିର୍ଦ୍ଧାରଣ ଶୁଭ ମୁହୂର୍ତ୍ତରେ ଖୋଲିଲା ଭିତର ଦ୍ବାର, ଖୋଲିବ ସବୁ ରହସ୍ୟ

ପୁରୀ: ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତ ୯. ୫୧ରେ ଖୋଲିଛି ଭିତର ରତ୍ନଭଣ୍ଡାର ଦ୍ବାର । ନିର୍ଦ୍ଧାରିତ ସମୟରେ ଭିତର ଦ୍ବାର ଖୋଲି ପ୍ରବେଶ କରିଛନ୍ତି କମିଟି ସଦସ୍ୟ । ରତ୍ନଭଣ୍ଡାର ତଦନ୍ତ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦପାଢୀଙ୍କ ସମେତ ୧୧…

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ। ରାଜା ଶେଖର ନାମକ ଜଣେ ଯୁବକ ନିଜ ଫେସବୁକରେ ଫଟୋ ଅପଲୋଡ କରିଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ଭିତର ବେଡାରୁ ନିଜର ସେଲ୍ଫି ଫଟୋ ନେଇ ଫଟୋ ଅପଲୋଡ କରିଛନ୍ତି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଥିବା ବେଳେ କିପରି ଏହି ଫଟୋ…

ସୁନାରେ ଛାଉଣୀ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ, କଡାକଡି ସୁରକ୍ଷା ବ୍ୟବସ୍ଥା

ପୁରୀ: ଆଜି ଶ୍ରୀହରିଶୟନ ଏକାଦଶୀ ବା ପବିତ୍ର ସୁନାବେଶ । ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡିଛନ୍ତି ମହାବାହୁ । ଆଜି ମହଣ ମହଣ ସୁନାରେ ଛାଉଣି ହୋଇ ଭକ୍ତଙ୍କୁ ନିଜର ଦୁର୍ଲଭ ବେଶରେ ଦର୍ଶନ ଦେବେ ରଥାରୂଢ ବଡ ଠାକୁର ବଳଭଦ୍ର, କଳାସାଆନ୍ତ ଜଗନ୍ନାଥ, ହଳଦୀମୁହିଁ ମା ସୁଭଦ୍ରା ।…

ଆସନ୍ତାକାଲି ସୁନାବେଶ, ମୁତୟନ ହେବେ ୧୯୦ ପ୍ଲାଟୁନ ଫୋର୍ସ

ପୁରୀ: ରାତି ପାହିଲେ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ମାନଙ୍କ ସୁନାବେଶ ଅନୁଷ୍ଠିତ ହେବ । ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ଆସନ୍ତା କାଲି ହରିଶୟନ ଏକାଦଶୀ ତିଥି ଥିବାରୁ ରଥ ଉପରେ ମହାପ୍ରଭୁ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ…

ନିୟମକୁ ଫୁ କରି ରଥ ଉପରକୁ ମୋବାଇଲ ନେଇ ଭିଡିଓ କଲେ ସେବାୟତ

ପୁରୀ; କଡ଼ା ଚେତାବନୀ ସତ୍ତ୍ବେ ମଧ୍ୟ ସୁଧୁରୁନାହାଁନ୍ତି ସେବାୟତ । ବାରମ୍ବାର କଡ଼ା ଚେତାବନୀ ସତ୍ତ୍ୱେ ମଧ୍ୟ ବାହୁଡ଼ା ଯାତ୍ରାରେ ସେବାୟତମାନେ ରଥ ଉପରେ ମୋବାଇଲ ଧରି ଭିଡିଓ କରୁଥିବାର ଦେଖିବାକୁ ମିଳିଛି। ଜଣେ କି ଦୁଇଜଣ ନୁହେଁ ଅନେକ ସେବାୟତ ରଥ ଉପରେ ମୋବାଇଲ ଧରି ଭିଡିଓ କରିବାର ଦୃଶ୍ୟ…

ବାହୁଡୁଛନ୍ତି ମହାବାହୁ: ମାଉସୀ ମା’ ହାତରୁ ଖାଇବେ ପୋଡପିଠା, ଅପେକ୍ଷାରେ ମାଉସୀ

ପୁରୀ: ବାହୁଡୁଛନ୍ତି ମହାବାହୁ । ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇବା ପରମ୍ପରା ରହିଛି । କାହିଁ କେଉଁ ଯୁଗରୁ ଏହି ପରମ୍ପରା ରହିଆସିଛି । ଏଥିପାଇଁ ମାଉସୀ ମା' ଘରେ ତିଆରି ହୋଇଛି ସ୍ଵତନ୍ତ୍ର ପୋଡ଼ପିଠା। ପୋଡପିଠା ଧରି ତିନି…

ଜନ୍ମବେଦୀରୁ ରତ୍ନବେଦୀ ବାହୁଡ଼ିଲେ ମହାପ୍ରଭୁ: ଗଡ଼ିଲା ତାଳଧ୍ୱଜ ରଥ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ ୯ ଦିନର ଲୀଳାଖେଳା ଶେଷ କରି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆରମ୍ଭ ହୋଇଛି ମହାପ୍ରଭୂଙ୍କ ବାହୁଡା଼ ରଥ ଟଣା। ପୂର୍ବ ନିର୍ଦ୍ଧାରିତ ସମୟ ଆଗରୁ ସବୁ ନୀତି ନିର୍ଘଣ୍ଟ ହୋଇ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି।…