Latest Odisha News

BREAKING NEWS

Browsing Category

ରାୟଗଡ଼ା

Rayagada

ଗୁଣପୁର ଖଇରଗୁଡା ଜଙ୍ଗଲରୁ ୧୧୭୦ କେଜି ଗଂଞ୍ଜେଇ ଜବତ, ଜଣେ ଗିରଫ

ଗୁଣୁପୁର: ଗୁଡାରି ଥାନା ଖଇରଗୁଡା ଜଙ୍ଗଲରୁ ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତଙ୍କ ନାଁ ସମିର ମାଝି ବୋଲି ଜଣାପଡିଛି । ତାଠାରୁ ୧୧୭୦ କେଜି ଗଂଞ୍ଜେଇ ଜବତ ହୋଇଛି । ଏଥିସହ ଟାରା ଚାଲାଣ ପାଇଁ ବ୍ୟବହୃତ ୯ ଟି ମଟର ସାଇକଲ୍ ଓ ଡିଜିଟାଲ ୱେଇଙ୍ଗ୍ ମେସିନ୍ ସହ…

କ୍ୱାରେଣ୍ଟାଇନ ହୋମରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ରାୟଗଡା: କ୍ୱାରେଣ୍ଟାଇନ ହୋମରେ ଥିବା ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଜିସିଡି ହାଇସ୍କୁଲରେ ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ହୋମରେ ଥିବା ବେଳେ ଜଣେ ୩୮ ବର୍ଷୀୟ ଯୁବକ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବକଙ୍କ ନାଁ ଭୂପି ପାତ୍ର । ଫିନାଇଲ ପିଇବା ପରେ ତାଙ୍କ…

ଦିନରାତି ଅନିଦ୍ରା ପ୍ରଶାସନ ଓ ପୁଲିସ୍‌; କ୍ୱାରେଣ୍ଟାଇନ୍‌ରୁ ଖସି ପଳାଇଲେ ୧୯ !

ରାୟଗଡା: କେରେଡା ପଂଚାୟତ ଛାତ୍ର ନିବାସରେ ସ୍ଥାପିତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଲୁଚି ପଳାଇଲେ ୧୯ଜଣ । ଖସି ପଳାଇଥିବା ତାଲିକାରେ ବାହାର ରାଜ୍ୟର ଟ୍ରକ୍ ଡ୍ରାଇଭର ଓ ହେଲ୍ପର ସାମିଲ ଥିବା ଜଣାପଡିଛି । ସମଗ୍ର ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଲାଗି ଅହରହ ଉଦ୍ୟମ ଚଳାଇଛି ପୋଲିସ…

ପ୍ରଥମ ଦିନରେ ଗଣିଲେ ମୋଟା ଅଙ୍କର ତଣ୍ଡ; ଟ୍ରକକୁ ୧ଲକ୍ଷ ୧୦ହଜାରର ଜରିମାନା

ରାୟଗଡା: ମାର୍ଚ୍ଚ ୧ରୁ ଟ୍ରାଫିକ ନିୟମ କଡାକଡି ହେବା ସହ ଜୋରଦାର ଧରପଗଡ ହୋଇଛି । ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ଯାନବାହାନର କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ନୂଆ ମୋଟରଯାନ ଆଇନକୁ ୩ ମାସ କୋହଳ କରିଥିଲେ ରାଜ୍ୟ ସରକାର । ତେବେ ଆଜିଠାରୁ…

ହତ୍ୟା ନା ଆତ୍ମହତ୍ୟା? ଓଡିଶା ଲ୍ୟାବ ପଠାଗଲା ନିଖୋଜ ସିଆରପିଏଫ ଯବାନଙ୍କ କଙ୍କାଳ

ରାୟଗଡା: ଓଡିଶାର ରାୟଗଡା ଜିଲ୍ଲା ନୂଆସାହି ନିକଟରେ ଥିବା ପାହାଡ ଉପରେ ମିଳିଥିବା କଙ୍କାଳକୁ ସୋମବାର ଦିନ ପରୀକ୍ଷା ପାଇଁ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥିତ ଏଫଏମଟି ଲ୍ୟାବକୁ ପଠାଯାଇଛି । କଙ୍କାଳଟି ପାହାଡ ଉପରେ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ନିଖୋଜ ସିଆରପିଏଫ…