Latest Odisha News
Browsing Category

ସମ୍ବଲପୁର

Sambalpur

ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର, ୧୨ ଗେଟ୍‌ ଖୋଲା

ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର । ସର୍ବାଧିକ ୬୩୦ ଫୁଟ ଜଳ ଧାରଣ କ୍ଷମତା ଥିବାବେଳେ ଏହାର ୯୮%ରୁ ଅଧିକ ଏବେ ଭରିଗଲାଣି । ଏବେ ୬୨୯.୩୩ ଫୁଟରେ ଜଳ ସ୍ତର ଥିବାବେଳେ ଘଣ୍ଟାକୁ ଘଣ୍ଟା ପାଣି ବଢ଼ୁଛି । ତେଣୁ ଡ୍ୟାମ୍ କର୍ତ୍ତୃପକ୍ଷ ଅଧିକ ଗେଟ୍ ଖୋଲିଛନ୍ତି । ଏବେ ୧୨ଟି ‌ଗେଟ୍‌…

ଜୁଆ ଆଡ୍ଡା ଉପରେ ରେଡ୍, ୧୪ ଜଣ ଗିରଫ

ସମ୍ବଲପୁର: ଜୁଆ ଆଡ୍ଡା ଉପରେ ପଞ୍ଝା ମାରିଲା ପୋଲିସ । ସମ୍ୱଲପୁର ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ଚଢଉ କରି ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଛି । ସହରରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ସ୍ୱତନ୍ତ୍ର ପୋଲିସ ଟିମ୍ ଆରମ୍ଭ କରିଥିଲା ରେଡ୍ । ପୋଲିସ ୧୪…

ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍

ସମ୍ୱଲପୁର: ଉପରମୁଣ୍ଡରେ ବର୍ଷା କମିଛି । ହୀରାକୁଦରୁ ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଗେଟ୍ । ଜଳଭଣ୍ଡାରକୁ ଜଳ ପ୍ରବେଶ କମୁଛି । ଆଜି ଆଉ ୪ଟି ଗେଟ୍ ବନ୍ଦ ହୋଇଛି । ଏବେ ହୀରାକୁଦରୁ ୮ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ରହିଛି…

ମହାନଦୀରେ ଆସିବ ମଧ୍ୟମ ଧରଣ ବନ୍ୟା

ସମ୍ବଲପୁର: ମହାନଦୀରେ ଆସିବ ମଧ୍ୟମ ଧରଣର ବନ୍ୟା । ବନ୍ୟା ଆସିଲେ ମଧ୍ୟ ପଡିବନି ବିଶେଷ ପ୍ରଭାବ । ଏବେ ହୀରକୁଦରେ ଜଳସ୍ତର ୬୨୮ ଦଶମିକ ୭୯ଫୁଟ ରହିଛି । ୨୮ଟି ଗେଟ ଦେଇ ଛଡ଼ାଯାଉଛି ପାଣି । ବୈତରଣୀର ଆଖୁଆପଦାରେ ୧୮ ଦଶମିକ ୦୬ ମିଟର, ବ୍ରାହ୍ମଣୀ ଜେନାପୁରରେ ୨୦ ଦଶମିକ ୨୪ ମିଟର ଜଳସ୍ତର…

ଉପରମୁଣ୍ଡରେ ପ୍ରବଳ ବର୍ଷା, ହୀରାକୁଦରେ ଖୋଲିଲା ମୋଟ ୨୪ ଗେଟ

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ।  ହୀରାକୁଦରେ ଖୋଲିଲା ମୋଟ ୨୪ଟି ଗେଟ  । ଉପରେ ମୁଣ୍ଡରେ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଗତକାଲି ମୋଟ ୧୮ଟି ଗେଟ ଖୋଲାଯାଇଥିବା ବେଳେ ଆଜିକୁ ମୋଟ ୨୪ ଗେଟ୍‌ ଖୋଲାଯାଇଛି । ମୋଟ ୨୪ ଗେଟ ଦେଇ ବନ୍ୟାଜଳ ନିଷ୍କାସିତ…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍

ସମ୍ୱଲପୁର : ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରେ ଜଳପତ୍ତନ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି  ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ ଖୋଲାଯାଇଛି । ଡ୍ୟାମ୍‌ରେ ଜଳପତ୍ତନ ନିୟନ୍ତ୍ରଣ କରିବା ଲାଗି ଆଜି ସଂଧ୍ୟାରେ ୬ଟି ଗେଟ୍ ଖୋଲାଯାଇଛି । ପ୍ରଥମେ ଦୁଇଟି ଗେଟ୍‌…

ନୂଆଁଖାଇ ପାଇଁ ସମଲେଶ୍ୱର ମନ୍ଦିରକୁ ଆସିଲା ନୂଆ ଧାନ

ସମ୍ୱଲପୁର: ତିନି ଦିନ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ପ୍ରସ୍ତୁତି ଜୋରଦାର ହେଲାଣି । ଏପଟେ ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ପାଇଁ ପ୍ରସ୍ତୁତି ଚାଲିଛି । ଏଥିପାଇଁ ସମଲେଶ୍ୱରରୀ ମନ୍ଦିରରେ ପହଞ୍ଚିଛି ନୂଆ ଧାନ । ନୂଆ ଧାନରୁ…

ନୂଆଖାଇ ପାଇଁ ଆଜି ବାହାରିବ ଲଗ୍ନ

ସମ୍ୱଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ବାହାରିବ ଲଗ୍ନ । ପରମ୍ପରା ଅନୁସାରେ ଜନ୍ମାଷ୍ଟମୀର ପରଦିନ ନୂଆଖାଇ ଲଗ୍ନ ନିର୍ଘଣ୍ଟ କରାଯାଏ । ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ଧାର୍ୟ୍ୟ କରାଯିବ । ଏନେଇ ସନ୍ଧ୍ୟା ୫ଟାରେ ପଣ୍ଡିତ, ଜ୍ୟୋତିର୍ବିଦ ଓ…

ଯଶୋଧାରାଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ଭାଷା ପାଇଁ ୨୦୨୦ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଓଡିଆ ଗଳ୍ପ ସଂକଳନ ‘ସମୁଦ୍ର କୂଳ ଘର’ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବେ ବିଶିଷ୍ଟ କଥାଶିଳ୍ପୀ ଡକ୍ଟର ଯଶୋଧାରା ମିଶ୍ର । ଏକ ସ୍ୱତନ୍ତ୍ର ଉତ୍ସବରେ ଡକ୍ଟର ମିଶ୍ରଙ୍କୁ ତାମ୍ରଫକଳ ସହିତ…

ରହସ୍ୟମୟ ଝୁଲନ୍ତା ଖମ୍ବ

ଭୁବନେଶ୍ୱର: ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ପ୍ରତିଦିନ ଆମ ଚାରିପଟେ…