Latest Odisha News

BREAKING NEWS

Browsing Category

ସମ୍ବଲପୁର

Sambalpur

ଟଳିଲା କରୋନା ଭୟ: ଭିମସାରର ୨ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ

ସମ୍ବଲପୁର: କରୋନା ସଂକ୍ରମଣ ସନ୍ଦେହରେ ବୁର୍ଲା ସ୍ଥିତ ଭିମସାରରେ ଭର୍ତ୍ତି ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କ ରକ୍ତ ନମୂନା ରିପୋର୍ଟ ନେଗେଟିଭ ଆସିଛି । ଏନେଇ ଭିମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଭିମସାରରେ ଭର୍ତ୍ତି ହୋଇଥିବା ଦ୍ୱିତୀୟ କରୋନା ସନ୍ଦିଗ୍ଧ ଯୁବକ ଜଣ ସୋନପୁର ଜିଲ୍ଲା…

ଟ୍ରାଫିକ ଚେକିଂ: ଅଟୋ ଚାଳକଙ୍କୁ ୩୦ ହଜାର ଟଙ୍କାର ଜରିମାନା

ସମ୍ବଲପୁର : ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଜୋରଦାର ଧରପଗଡ ହୋଇଛି । ଜଣେ ଅଟୋ ଚାଳକଙ୍କୁ ୩୦ ହଜାର ଟଙ୍କାର ଚାଲାଣ କାଟିଛି ସମ୍ବଲପୁର ପରିବହନ ବିଭାଗ । ସମ୍ବଲପୁରର ଲକ୍ଷ୍ମୀ ଟକିଜ ଛକରେ ୩୦ହଜାର ୫୦୦ଟଙ୍କାର ଚାଲାଣ କଟାଯାଇଛି । ବିନା ପଞ୍ଜିକରଣ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ୫ହଜାର…

ବୁର୍ଲା ଭିମସାରରେ ଭର୍ତ୍ତି କରୋନା ସନ୍ଦିଗ୍ଧଙ୍କ ନମୂନା ନେଗେଟିଭ

ବୁର୍ଲା: ବୁର୍ଲା ଭିମସାରରେ ଭର୍ତ୍ତି ହୋଇଥିବା କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ତାଙ୍କ ରକ୍ତ ଓ ସ୍ୱାବ ନମୂନା ନେଗେଟିଭ ଆସିଥିବା କହିଛନ୍ତି ଭିମସାର କର୍ତ୍ତୃପକ୍ଷ । ସୁନ୍ଦରଗଡ ହେମଗିରି ଅଂଚଳର ୨୩ ବର୍ଷର ଯୁବକ କରୋନା ଭାଇରସ ସଂକ୍ରମିତ ଥିବା ସନ୍ଦେହରେ…

ହେଲମେଟ ପିନ୍ଧି ନଥିବାରୁ କାର ଚାଳକଙ୍କୁ ୧ ହଜାର ଟଙ୍କା ଫାଇନ !

ସମ୍ବଲପୁର: ଆପଣ କାର ଚଲାଉଥିବା ସମୟରେ ଯଦି ହେଲମେଟ ପିନ୍ଧି ନାହାଁନ୍ତି, ତେବେ ସାବଧାନ ହୋଇଯାଆାନ୍ତୁ । ବାଇକ ଆରୋହୀଙ୍କ ସହିତ କାର ଚାଳକଙ୍କୁ ମଧ୍ୟ ହେଲମେଟ ପିନ୍ଧିବା ପାଇଁ ବାଧ୍ୟ କରୁଛି ଟ୍ରାଫିକ ପୋଲିସ । ସମ୍ବଲପୁର ସହରରେ ଏମିତି ଏକ ଅଜବ ଘଟଣା ଘଟିଛି । ହେଲମେଟ ପିନ୍ଧି ନଥିବାରୁ…

ଭିମସାରରେ ଭର୍ତ୍ତି ହେଲେ କରୋନା ସଂକ୍ରମିତ ଯୁବକ

ସମ୍ବଲପୁର: କରୋନା ଭାଇରସ (କୋଭିଡ-୧୯)ରେ ସଂକ୍ରମିତ ଜଣେ ୨୩ ବର୍ଷର ଯୁବକଙ୍କୁ ମଙ୍ଗଳବାର ଦିନ ସନ୍ଧ୍ୟାରେ ବୁର୍ଲାର ଭିମସାର ମେଡିକାଲରେ ଭର୍ତ୍ତି କରାଯାଇଛି । ସୁନ୍ଦରଗଡ ଜିଲ୍ଲାର ହେମଗିରି ଅଂଚଳର ନିବାସୀ ଫେବୃଆରୀ ୨୨ ତାରିଖରେ ଦକ୍ଷିଣ କୋରିଆରୁ ଫେରିଥିଲେ । ତାଙ୍କୁ ଜ୍ୱର ଓ ଗଳା ଖରାପ…

ଭାରତ ବନ୍ଦର ପ୍ରଭାବ; ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ରୋକିଲେ ଆନ୍ଦୋଳନକାରୀ

ସମ୍ବଲପୁର: ଆଜି ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ଭିତ୍ତିକ ରାୟ, ସିଏଏ ଓ ଏନଆରସିକୁ ବିରୋଧ କରି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଭାରତ ବନ୍ଦ ଡାକରା ଦେଇଛନ୍ତି । ସମ୍ବଲପୁର, ଝାରସୁଗୁଡା ଓ ବଲାଙ୍ଗୀର ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ ପଡିଛି । ଦଳିତ ନେତା ସୁପ୍ରିମକୋର୍ଟଙ୍କ ସଂରକ୍ଷଣ…

ଭୀମ ଆର୍ମିର ଭାରତ ବନ୍ଦ ଡାକରା, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଜାତି ଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ରବିବାର ଦିନ ଭୀମ ଆର୍ମି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଯାହାର ପ୍ରଭାବ ଓଡିଶାର କିଛି ଜିଲ୍ଲାରେ ମଧ୍ୟ ଦେଖାଦେଇଛି । ପ୍ରାପ୍ତ ସୂଚନାନୁଯାୟୀ ସିଏଏ, ଏନଆରସି ଓ ଅନ୍ୟ ଦାବି ନେଇ ସମ୍ବଲପୁର…

ଭିମସାର: ମାର୍ଚ୍ଚ ୧ରୁ ବଦଳିବ ଖାଦ୍ୟ; ରୋଗୀଙ୍କୁ ମିଳିବ ସୁଜି, ସିମେଇ, ପନିର, ମାଂସ

ସମ୍ବଲପୁର: ରୋଗୀଙ୍କ ପାଇଁ ଭିଟାମିନର ଆବଶ୍ୟକତାକୁ ଦେଖି ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲରେ ଖାଦ୍ୟରେ ପରିବର୍ତ୍ତନ କରାଯିବ । ରୋଗୀଙ୍କୁ କେବଳ ପାଉଁରୁଟି ଓ କ୍ଷୀର ନୁହେଁ ବରଂ ସୁଜି, ସିମେଇ, ଭାତ, ରୁଟି, ପନିର, ମାଂସ, ସୁପ୍ ଭଳି ସୁସ୍ୱାଦୁ ଖାଦ୍ୟ ଦିଆଯିବ । ଏନେଇ ଭିମସାରରେ ଏକ…