Latest Odisha News

BREAKING NEWS

Browsing Category

ସମ୍ବଲପୁର

Sambalpur

ସମ୍ବଲପୁରରେ ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ

ସମ୍ବଲପୁର : ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ସମ୍ବଲପୁର ଝାରସୁଗୁଡା ରାଜ୍ୟ ରାଜପଥ ଶାସନ ଛକ ନିକଟରେ ଅପହରଣକାରୀମାନେ ରେମେଡ ଛକର ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲ ଙ୍କୁ ଅପହରଣ କରି ନେଇଛନ୍ତି । ଆଜି ବ୍ୟବସାୟୀ ନରେଶ କାରରେ ତାଙ୍କର ଡ୍ରାଇଭର ସହ ଯାଉଥିବା ବେଳେ ଶାସନ…

କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ବୁର୍ଲା ଅଗ୍ନିଶମ କେନ୍ଦ୍ର ସିଲ୍

ସମ୍ୱଲପୁର: କରୋନା ଯୋଦ୍ଧାଙ୍କୁ କରୋନା । ବୁର୍ଲା ଅଗ୍ନିଶମ କେନ୍ଦ୍ରର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ । ଏହାପରେ ଆଜିଠୁ ସାତ ଦିନ ପାଇଁ ବନ୍ଦ ହେଲା ବୁର୍ଲା ଅଗ୍ନିଶମ କେନ୍ଦ୍ର । ସଂକ୍ରମଣ ବଢ଼ିବା ଆଶଙ୍କାରେ ଓ ଅଗ୍ନିଶମ କେନ୍ଦ୍ରକୁ ସାନିଜାଇଜ୍ କରିବା ପାଇଁ ବନ୍ଦ ନିଷ୍ପତ୍ତି ନେଇଛି…

ହସ୍ପିଟାଲରୁ ଖସି ଚାଲିଗଲେ ସଂଦିଗ୍ଧ କରୋନା ରୋଗୀ !

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ (ଭିମସାର)ର ଆଇସୋଲେସନ ୱାର୍ଡ଼ରୁ ଜଣେ ସନ୍ଦିଗ୍ଧ କରୋନା ରୋଗୀ ଖସି ଚାଲିଯାଇଛନ୍ତି । ଏହି ଘଟଣା ସମ୍ପର୍କରେ ବୁଧବାର ଜଣାପଡ଼ିଥିବା ନେଇ ଭିମସାର୍ ସୂତ୍ରରୁ ସୂଚନା ମିଳିଛି । ଅଧିକ…

କାଲି ଖୋଲିବ ହୀରାକୁଦର ଗେଟ୍‌, ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତାକାଲି ଦିନ ୧୦ଟାରେ ହୀରାକୁଦରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଆଗୁଆ ଗେଟ୍ ଖୋଲାଯାଉଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଜଳଭଣ୍ଡାରରେ ୬୧୬.୫୦ ଫୁଟ ପାଣି ରହିଛି । ପାଣିପାଗ…

ପୂର୍ବତନ ମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ । ମଙ୍ଗଳବାର ସକାଳେ ସେ ସମ୍ବଲପୁର ସ୍ଥିତ ହୀରାକୁଦ କଲୋନୀସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୪୧ ମସିହା ନଭେମ୍ବର ୧୬ରେ ଜନ୍ମ ଗ୍ରହଣ କରିଥିବା ସନାତନ ୧୯୬୪ ମସିହାରେ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ । ସେ…

ଖୁବ୍ ଶୀଘ୍ର ବୁର୍ଲା ଭିମସାର ଓ ରାଉରକେଲା ଆଇଜିଏଚ୍‌ରେ ଆରମ୍ଭ ହେବ କୋଭିଡ୧୯ ନମୁନା ପରୀକ୍ଷା

ଭୁବନେଶ୍ୱର : କୋଭିଡ୧୯ ନମୁନା ପରୀକ୍ଷଣ ପାଇଁ ବୁର୍ଲା ଭିମ୍‌ସାର ଓ ରାଉରକେଲା ଆଇଜିଏଚ୍‌କୁ ମିଳିଲା ଅନୁମତି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ପକ୍ଷରୁ କିଣାଯାଇଥିବା ଟେଷ୍ଟିଂ କିଟ୍ ରାଜ୍ୟରେ ଅଧିକରୁ ଅଧିକ ନମୁନା…

ଆଗୁଆ ଦରମା ନେବାକୁ ମନା କଲେ ଭିମସାରର ଡାକ୍ତର

ବୁର୍ଲା: ଡାକ୍ତରଙ୍କୁ ଆଗୁଆ ୪ ମାସର ଦରମା ଦେବା ଘୋଷଣାକୁ ପ୍ରତ୍ୟାଖ୍ୟାନ କଲେ ଭିମସାର ଡାକ୍ତର । ଦରମା ଆଗୁଆ ନ ଦେଇ ଏହି ଟଙ୍କାକୁ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଜରିଆରେ ଅନୁରୋଧ କରିଛି ଭିମସାର ଡାକ୍ତର ସଂଘ । ଦେଶର ଏଭଳି ଏକ…

ସମ୍ବଲପୁରରେ କ୍ୱାରେଣ୍ଟାଇନ୍ ନିୟମାବଳୀ ଉଲ୍ଲଂଘନ ନେଇ ମାମଲା ରୁଜୁ

ସମ୍ବଲପୁର: ସାରା ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣର ଭୟାବହତା ଦୃଷ୍ଟିରୁ ବିଦେଶରୁ ଫେରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ୧୪ ଦିନର ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନ ପାଇଁ ନିର୍ଦ୍ଦେଶାବଳୀ ରହିଛି । ତେବେ ଅନେକ ସ୍ଥାନରେ ବିଦେଶ ଫେରନ୍ତା ବ୍ୟକ୍ତି କ୍ୱାରେଣ୍ଟାଇନ ପାଇଁ ସରକାରୀ…

କୋଭିଡ-୧୯: କ୍ୱାରେଣ୍ଟାଇନରେ ରହିଲେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ

ସମ୍ବଲପୁର: ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ସମେତ ତାଙ୍କର ପୁରା ପରିବାର ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ଏନେଇ ନିତେଶ ଗଙ୍ଗଦେବ ନିଜେ ସୂଚନା ଦେଇଛନ୍ତି । ତେବେ ସାଂସଦଙ୍କ ସାନ ପୁଅ ଇଂଲଣ୍ଡର କେମ୍ବ୍ରିଜ ସହରରୁ ଫେରିବା ପରେ ତାଙ୍କର ପୁରା ପରିବାର ସରକାରଙ୍କ ଦ୍ୱାରା ଜାରି ହୋଇଥିବା…

ବିଷାକ୍ତ ଛତୁ ଖାଇ ଜଣେ ମୃତ, ୩ ଗୁରୁତର

ସମ୍ବଲପୁର: ସମ୍ବଲପୁରର କିସିଣ୍ଡା ଥାନା ହିରାଲୋଇ ଗାଁରେ ଅଘଟଣ । ବିଷାକ୍ତ ଛତୁ ଖାଇ ୨ଟି ପରିବାରର ୩ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କ ମୃତ ହୋଇଛି । ୨ଜଣ ଗୁରୁତର ସମ୍ବଲପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ଅନ୍ୟ ଜଣେ ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।…