Latest Odisha News

BREAKING NEWS

Browsing Category

ପଂଚାୟତ ନିର୍ବାଚନ 2022

[ଭିଡିଓ] ନିର୍ବାଚନୀ ପ୍ରଚାର ସଭାରେ ଶିକ୍ଷକ ବସିଥିବା ଅଭିଯୋଗ

ଯାଜପୁର : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚାରିଆଡେ ଜମୁଛି ପ୍ରଚାର । ହେଲେ ପ୍ରଚାର ସଭାରେ ଶିକ୍ଷକ ବସିଥିବା ଅଭିଯୋଗ ହୋଇଛି । ଯାହାକି ନିର୍ବାଚନ କମିଶନ ଗାଇଡଲାଇନର ସିଧାସଳଖ ଉଲ୍ଲଙ୍ଘନ । ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀର ଦୁଇଟି ସ୍ଥାନରୁ ଏପରି ଅଭିଯୋଗ ଆସିଛି ।…

ପୌର ନିର୍ବାଚରେ ବ୍ୟବହାର ହେବ ଇଭିଏମ୍

ଭୁବନେଶ୍ୱର: ଚଳିତ ଥର ପୌର ନିର୍ବାଚନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ବ୍ୟବହୃତ ହେବ । ଏନେଇ ଆଜି ରାଜ୍ୟ ନିର୍ବାଚନ କିଶନର ଆଦିତ୍ୟ ପ୍ରସାଦ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି । କମିଶନରଙ୍କ ସୂଚନା ଅନୁଯାୟୀ, ଗୋଟିଏ ବୁଥରେ ୨ଟି ଇଭିଏମ୍ ମେସିନ ରହିବ । ଗୋଯିଏ ଇଭିଏମରେ…

ନିର୍ବାଚନ ଆୟୋଗ ଅଧ୍ୟକ୍ଷତାରେ ପୌର ନିର୍ବାଚନ ପାଇଁ ବସିଥିବା ସର୍ବଦଳୀୟ ବୈଠକ ଶେଷ

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଆୟୋଗ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି ।ଏହି ବୈଠକରେ ବିଜେପି ବିଜେଡି ଓ କଂଗ୍ରେସ ସର୍ବଦଳ ଯୋଗଦେଇଥିଲେ । ଏହି ବୈଠକରେ ଭୋଟର ତାଲିକା ସଂଶୋଧନ ଓ ପୌର ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା ।ବୈଠକରେ ବିଜେଡି ପକ୍ଷରୁ ସୁଲତା ଦେଓ…

ସାଇକେଲରେ ବୁଲିବୁଲି ପ୍ରଚାର କରୁଛନ୍ତି ସରପଞ୍ଚ ପ୍ରାର୍ଥୀ

ପୁରୀ : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି । ରାଜନୈତିକ ଉଷ୍ମତା ସେତିକି ବଢୁଛି । ନିଆରା ଢଙ୍ଗରେ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି ପ୍ରାର୍ଥୀମାନେ । ସତ୍ୟବାଦୀ ବ୍ଲକ ପେଣ୍ଠପଡା ପଞ୍ଚ।ୟତରେ ଉଚ୍ଚ ଶିକ୍ଷିତ ଯୁବ ସରପଞ୍ଚ ପ୍ରାର୍ଥୀ ଚିନ୍ମୟ ରାଉତ ସାଇକେଲରେ…

ଅନୁଗୁଳ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା : ଉଦ୍ଧାର ହେଲେ ନିଖୋଜ ସରପଞ୍ଚ ପ୍ରାର୍ଥୀ

ଅନୁଗୁଳ : ଅନୁଗୁଳ ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା। ଅଭିଯୋଗର ୧୨ ଘଣ୍ଟା ପରେ ପୋଲିସ ନିଖୋଜ ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀଙ୍କୁ ଠାବ କରିଛି । ଏହି ଘଟଣା ଘଟିବା ପରେ ଗତକାଲି ରାତିରେ ଥାନାରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଛାନ୍…

[ଭିଡିଓ] ରଙ୍ଗବତୀ ଗୀତରେ ନାଚି ପ୍ରଚାର କଲେ ବିଧାୟକ

ନୂଆପଡା : ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ନେତା ମାନେ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର ଜାରି ରଖିଛନ୍ତି ।ଏଥିରୁ ବାଦ ପଡିନାହ।ନ୍ତି ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ।ରଙ୍ଗବତୀ ଗୀତର ତାଳେ ତାଳେ ନାଚି ଭୋଟରଙ୍କ ମନମୋହୁଛନ୍ତି ବିଧାୟକ । ନୂଆପଡା ଜିଲ୍ଲାର ବିଧାୟକ…

ଭୋଟ୍‌ ପାଇଁ ଷ୍ଟାମ୍ପ୍‌ ପେପର୍‌ରେ ଲିଖିତ ପ୍ରତିଶ୍ରୁତି, ଭୋଟ ବର୍ଜନ ନିଷ୍ପତ୍ତି ପ୍ରତ୍ୟାହୃତ

ରାୟଗଡ଼ା: ରାଜନୀତି ମଇଦାନରେ ପ୍ରାର୍ଥୀଙ୍କ ଟକ୍କର। ଆଉ ଏହାରି ଭିତରେ କିଏ ମାରିବ ବାଜି ସେ ନେଇ ଚାଲିଛି ଜୋରଦାର ଲଢେଇ। ତା ସହିତ ପ୍ରାର୍ଥୀ ମାନେ ମଧ୍ୟ ବିଭିନ୍ନ ତରିକା ଆପଣାଇବାକୁ ଭୁଲୁନାହାନ୍ତି। ଏହିଭଳି କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ। ଜଣେ…

ନିର୍ବାଚନ ମଇଦାନରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଟିଟିଲାଗଡ: ଆଉ ମ।ତ୍ର ଅଳ୍ପ ଦିନ ବାକି ରହିଲା ପଞ୍ଚାୟତ ନିର୍ବାଚନକୁ । ଏବେଠାରୁ ମାହୋଲ ସରଗରମ ହେବାରେ ଲାଗିଛି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଘର ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀମାନେ । କାନ୍ଥବାଡ ଯୁଆଡେ ଚାହିଁବ ପୋଷ୍ଟର ଛାଇ ହୋଇ ଗଲାଣି । । ସରପଞ୍ଚ ପ୍ରାର୍ଥୀଭାବେ ନିର୍ବାଚନ…

ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିବା ପଡିଲା ମହଙ୍ଗା, ନିଲମ୍ବନ ହେଲେ ୨ ଶିକ୍ଷକ

ଯାଜପୁର : ଯାଜପୁରରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ପଡିଲା ମହଙ୍ଗା । ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗରେ ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ପଞ୍ଚାୟତ ନିର୍ବାଚନରେ ଦୁଇ ଜଣ ଶିକ୍ଷକ ନିର୍ବାଚନ କମିସନଙ୍କ ଗାଇଡଲାଇନକୁ ଅବମାନନା କରୁଥିଲେ । ଏହି ଅଭିଯୋଗରେ ଦୁଇ ଜଣ…

[ଦେଖନ୍ତୁ ଭିଡିଓ] ପଞ୍ଚାୟତ ନିର୍ବାଚନ ନେଇ ମଇଦାନରେ ତ୍ରିମୁଖୀ ଲଢେଇ

ନୂଆପଡ଼ା: ପଞ୍ଚାୟତ ନିର୍ବାଚନ ନେଇ ମଇଦାନରେ ଜୋରଦାର ଲଢେଇ । ବାଜି ମାରିବ କିଏ ? ଏନେଇ ଦଳ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର। ପ୍ରାର୍ଥୀ ମାନେ ଘର ଘର ବୁଲି ବୁଲି ଭୋଟ ଭିକ୍ଷା କରିଛନ୍ତି । ଅନ୍ୟ ସ୍ଥାନ ଭଳି ନୂଆପଡ଼ାରେ ମଧ୍ୟ ତ୍ରୀମୂଖୀ ଲଢେଇ ଦେଖିବାକୁ ମିଳିଛି । ଅନ୍ୟ ସ୍ଥାନ ଭଳି…