Latest Odisha News

BREAKING NEWS

Browsing Category

ପଂଚାୟତ ନିର୍ବାଚନ 2022

୨୯୫ ଜିଲ୍ଲା ପରିଷଦ ଜୋନ୍ ରେଜଲ୍ଟ: ବିଜେଡି ଏକାକୀ ଜିତିଛି ୨୬୩

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ପୁଣି ଶଙ୍ଖ ନାଦ । ବର୍ତ୍ତମାନ ସୁଦ୍ଧା ଗଣତିରେ ଦମ୍ ଦେଖାଉଛି ବିଜେଡି । ବିଭିନ୍ନ ଜିଲ୍ଲାରେ କ୍ଲିନ୍ ସୁଇପ୍ ଅଭିମୁଖେ ଅଗ୍ରସର ହେଉଛି ଦଳ । ବର୍ତ୍ତମାନ ସୁଦ୍ଧା ୨୯୫ ଜିଲ୍ଲା ପରିଷଦ ଆସନରେ ଗଣିତ ପରେ ଫଳାଫଳ ପ୍ରକାଶ ପାଇଛି । ଏଥିରୁ ବିଜେଡି ଏକାକୀ ୨୬୩…

ପଞ୍ଚାୟତ ରେଜଲ୍ଟ: ଏଯାଏ ୨୩୦ ଜିଲ୍ଲା ପରିଷଦ ଜୋନରେ ଜିତିଛି ବିଜେଡି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ଭୋଟ୍ ଗଣତି ଚାଲିଛି । ଗତକାଲି ଗଣନା କରାଯାଇଥିବା ୩୧୫ ଜିଲ୍ଲା ପରିଷଦ ଜୋନରୁ ୨୫୬ଟିର ଫଳାଫଳ ପ୍ରକାଶ ପାଇଛି । ଏଯାଏ ୨୩୦ଟି ଜୋନ୍‌ରେ ବିଜେଡି ପ୍ରାର୍ଥୀ ବାଜି ମାରିଛନ୍ତି । କଂଗ୍ରେସ ୧୨ ଓ ବିଜେପି ୧୦ଟି ଆସନରେ ବିଜୟୀ ହୋଇଛନ୍ତି । ଅନ୍ୟାନ୍ୟ ଦଳ…

ପଟ୍ଟାଙ୍ଗିରେ ଜିତିଲେ ସ୍ୱାଧୀନ ପ୍ରାର୍ଥୀ, ହାରିଲେ ସର୍ବଦଳୀୟ ପ୍ରାର୍ଥୀ

କୋରାପୁଟ: ସର୍ବଦଳୀୟ ନେତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କଲେ ଭୋଟର । ଜିତିଲେ ସ୍ୱାଧୀନ ପ୍ରାର୍ଥୀ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ଜୋନ୍-୧ରେ ଜିତିଲେ କୋଟିଆ ଝିଅ ଟିକାଇ ଗେମେଲ । ସେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିଲେ । ୩ହଜାରରୁ ଅଧିକ ଭୋଟ ବ୍ୟବଧାନରେ ସର୍ବଦଳୀୟ ପ୍ରାର୍ଥୀ…

ସୁନ୍ଦରଗଡର ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ

ସୁନ୍ଦରଗଡ: ପ୍ରଥମ ଦିନରେ ସୁନ୍ଦରଗଡର ସମସ୍ତ ୧୭ଟି ଜୋନର ଆସିଲା ଟ୍ରେଣ୍ଡ । ମଧ୍ୟାହ୍ନ ସୁଦ୍ଧା ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । କୋଇଡାରେ ସିପିଏମ୍ ଓ ଗୁରୁଣ୍ଡିଆରେ ଜେଏମଏମ ପ୍ରାର୍ଥୀ ଆଗୁଆ ରହିଛନ୍ତି । ସୁନ୍ଦରଗଡରେ ମୋଟ ୩୫ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ଗତଥର…

୩୧୫ ଜୋନର ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ, ୨୬୮ ଜୋନରେ ଆଗୁଆ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ତାଜା ସୂଚନା ଅନୁସାରେ ବର୍ତ୍ତମାନ…

ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ: ଢେର୍ ଆଗରେ ବିଜେଡି

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ  ୨୪୬ ଜିଲ୍ଲା ପରିଷଦ ଜୋନର…

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି : ନୂଆପଡାର ୫ଟି ବ୍ଲକରେ ଆଗରେ ବିଜେଡି

ନୂଆପଡା : ନୂଆପଡା ଜିଲ୍ଲାର ସମସ୍ତ ବ୍ଳକରେ ଭୋଟ ଗଣତି ପ୍ରକ୍ରିୟା ଚାଲିଥିବା ବେଳେ ପ୍ରଥମ ରାଉଣ୍ଡ ଫଳାଫଳ ରେ ପାଞ୍ଚଟି ବ୍ଲକ ରେ ବିଜେଡି ଆଗୁଆ ଥିବା ସୂଚନା ।ନୂଆପଡା- ଜୋନ  ନଂ ୭ ,କୋମନା- ଜୋନ ନଂ ୧,ଖଡ଼ିଆଳ- ଜୋନ ନଂ ୪,ସିନାପାଲି- ଜୋନ ନଂ ୧୨,ବୋଡେ଼ନ- ଜୋନ ନଂ ୧୦ ବିଜେଡି ଆଗରେ ଥିବା…

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି : ଜଗତସିଂହପୁର ଜିଲ୍ଲାର ୧ନଂ ଜୋନରେ ଆଗରେ ବିଜେଡି

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଚାଲିଛି ଭୋଟ ଗଣତି । ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଳକ ଅନ୍ତର୍ଗତ ୧ନଂ ଜୋନ ଗୁଡିକରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଥିବାବେଳେ ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ସମସ୍ତ ଜିଲ୍ଲା ପରିଷଦ ଆସନରେ ଆଗୁଆ…

ପିପିଲିରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ୍ ଗଣତି

ପିପିଲି : ପିପିଲିରେ ଶାନ୍ତି ଶୃଙ୍ଖଳାେରେ ଚାଲିଛି ଭୋଟ ଗଣତି । ପିପିଲି ବ୍ଲକ ୨୨ ନମ୍ବର ଜୋନର ୯ ଗୋଟି ପଞ୍ଚାୟତରେ ଗଣତି ପିପିଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟଙ୍ଗରୂମ ଏବଂ ଡେଲାଙ୍ଗ ବ୍ଲକ ୧୫ ନମ୍ବର ଜୋନର ୭ ଗୋଟି ପଞ୍ଚାୟତ ଡେଲାଙ୍ଗ ବ୍ଲକର ଷ୍ଟ୍ରଙ୍ଗରୂମ ପାଶ୍ୱର୍ରେ ଥିବା …

କଡ଼ା ସୁରକ୍ଷା ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣତି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣତି । ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଯେଉଁ ସବୁ ଜୋନରେ ଭୋଟ ଗଣତି ଆରମ୍ଭ ହୋଇଛି ପ୍ରାୟ ସେ ସମସ୍ତ ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି । ମିଳିଥିବା ସୂଚନା…