Latest Odisha News
Browsing Category

ପଂଚାୟତ ନିର୍ବାଚନ 2022

[ଦେଖନ୍ତୁ ଭିଡିଓ] ଦ୍ଵିତୀୟ ଦିନର ଭୋଟ ଗଣତି ଜାରି : ଭଦ୍ରକରେ ବିଜେଡି ଆଗରେ

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନ ଫଳାଫଳ ଘୋଷଣା ହେବା ପରେ ଏବେ ଦ୍ଵିତୀୟ ଦିନର ଭୋଟ ଗଣତି ଜାରି ରହିଛି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରକ୍ରିୟା ସହ ଭୋଟ ଗଣତି ହେଉଛି । ଭଦ୍ରକ ଦ୍ଵିତୀୟ ଦିନରେ ଭଦ୍ରକ ଜିଲ୍ଲାର ୭ ଗୋଟି ବ୍ଲକରେ ବିଭିନ୍ନ…

ଭଦ୍ରକ: ୭ଟି ବ୍ଲକର ୭ଟି ଜିଲ୍ଲାପରିଷଦ ଜୋନରୁ ସବୁଯାକ ପୋଛିନେଲା ବିଜେଡି

ଭଦ୍ରକ: ଭଦ୍ରକ ଜିଲ୍ଲାର ୨୮ ଜିଲ୍ଲା ପରିଷଦ ଜୋନରୁ ଗତକାଲି ପ୍ରଥମ ଦିନର ଭୋଟ ଗଣତିରେ ୭ବ୍ଲକର ୭ଟି ଜିଲ୍ଲା ପରିଷଦ ଜୋନରୁ ସବୁଯାକ ଜୋନ ବିଜେଡି ପୋଛି ନେଇଛି। ଚାନ୍ଦବାଲି ବ୍ଲକର ୧ନମ୍ୱର୍ ଜିଲ୍ଲା ପରିଷଦ ଜୋନରୁ ବିଜେଡି ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ ୧୫,୨୭୦ ଖଣ୍ଡ ଭୋଟ ପାଇଥିବା ବିଜୟୀ…

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ: ଦ୍ୱିତୀୟ ଦିନରେ ବି ଆଗୁଆ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଆଜି ଦ୍ୱିତୀୟ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଜାରି ରହିଛି ।  ଦ୍ୱିତୀୟ ଦିନରେ ୧୨ଟା ୩୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୨୮ଟି ଜୋନରେ ଆଗୁଆ ରହିଛି । ବିଜେପି ୨୬ ଏବଂ କଂଗ୍ରେସ ୧୬ ଜୋନରେ ଆଗୁଆ ରହିଥିବାବେଳେ ଅନ୍ୟାନ୍ୟ ଦଳର…

ଦ୍ୱିତୀୟ ଦିନରେ ବି ଆଗରେ ବିଜେଡ଼ି

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ଭୋଟ୍ ଗଣତି ଚାଲିଛି । ଦ୍ୱିତୀୟ ଦିନରେ ୧୨ଟା ୩୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୨୮ଟି ଜୋନରେ ଆଗୁଆ ରହିଛି । ବିଜେପି ୨୬ ଏବଂ କଂଗ୍ରେସ ୧୬ ଜୋନରେ ଆଗୁଆ ରହିଥିବାବେଳେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୧ ଜୋନରେ ଆଗୁଆ ରହିଛନ୍ତି । ତେବେ ରାଜ୍ୟର…

୨୯୫ ଜିଲ୍ଲା ପରିଷଦ ଜୋନ୍ ରେଜଲ୍ଟ: ବିଜେଡି ଏକାକୀ ଜିତିଛି ୨୬୩

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ପୁଣି ଶଙ୍ଖ ନାଦ । ବର୍ତ୍ତମାନ ସୁଦ୍ଧା ଗଣତିରେ ଦମ୍ ଦେଖାଉଛି ବିଜେଡି । ବିଭିନ୍ନ ଜିଲ୍ଲାରେ କ୍ଲିନ୍ ସୁଇପ୍ ଅଭିମୁଖେ ଅଗ୍ରସର ହେଉଛି ଦଳ । ବର୍ତ୍ତମାନ ସୁଦ୍ଧା ୨୯୫ ଜିଲ୍ଲା ପରିଷଦ ଆସନରେ ଗଣିତ ପରେ ଫଳାଫଳ ପ୍ରକାଶ ପାଇଛି । ଏଥିରୁ ବିଜେଡି ଏକାକୀ ୨୬୩…

ପଞ୍ଚାୟତ ରେଜଲ୍ଟ: ଏଯାଏ ୨୩୦ ଜିଲ୍ଲା ପରିଷଦ ଜୋନରେ ଜିତିଛି ବିଜେଡି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ଭୋଟ୍ ଗଣତି ଚାଲିଛି । ଗତକାଲି ଗଣନା କରାଯାଇଥିବା ୩୧୫ ଜିଲ୍ଲା ପରିଷଦ ଜୋନରୁ ୨୫୬ଟିର ଫଳାଫଳ ପ୍ରକାଶ ପାଇଛି । ଏଯାଏ ୨୩୦ଟି ଜୋନ୍‌ରେ ବିଜେଡି ପ୍ରାର୍ଥୀ ବାଜି ମାରିଛନ୍ତି । କଂଗ୍ରେସ ୧୨ ଓ ବିଜେପି ୧୦ଟି ଆସନରେ ବିଜୟୀ ହୋଇଛନ୍ତି । ଅନ୍ୟାନ୍ୟ ଦଳ…

ପଟ୍ଟାଙ୍ଗିରେ ଜିତିଲେ ସ୍ୱାଧୀନ ପ୍ରାର୍ଥୀ, ହାରିଲେ ସର୍ବଦଳୀୟ ପ୍ରାର୍ଥୀ

କୋରାପୁଟ: ସର୍ବଦଳୀୟ ନେତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କଲେ ଭୋଟର । ଜିତିଲେ ସ୍ୱାଧୀନ ପ୍ରାର୍ଥୀ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ଜୋନ୍-୧ରେ ଜିତିଲେ କୋଟିଆ ଝିଅ ଟିକାଇ ଗେମେଲ । ସେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିଲେ । ୩ହଜାରରୁ ଅଧିକ ଭୋଟ ବ୍ୟବଧାନରେ ସର୍ବଦଳୀୟ ପ୍ରାର୍ଥୀ…

ସୁନ୍ଦରଗଡର ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ

ସୁନ୍ଦରଗଡ: ପ୍ରଥମ ଦିନରେ ସୁନ୍ଦରଗଡର ସମସ୍ତ ୧୭ଟି ଜୋନର ଆସିଲା ଟ୍ରେଣ୍ଡ । ମଧ୍ୟାହ୍ନ ସୁଦ୍ଧା ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । କୋଇଡାରେ ସିପିଏମ୍ ଓ ଗୁରୁଣ୍ଡିଆରେ ଜେଏମଏମ ପ୍ରାର୍ଥୀ ଆଗୁଆ ରହିଛନ୍ତି । ସୁନ୍ଦରଗଡରେ ମୋଟ ୩୫ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ଗତଥର…

୩୧୫ ଜୋନର ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ, ୨୬୮ ଜୋନରେ ଆଗୁଆ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ତାଜା ସୂଚନା ଅନୁସାରେ ବର୍ତ୍ତମାନ…

ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ: ଢେର୍ ଆଗରେ ବିଜେଡି

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ  ୨୪୬ ଜିଲ୍ଲା ପରିଷଦ ଜୋନର…