Latest Odisha News

BREAKING NEWS

Browsing Category

ପଂଚାୟତ ନିର୍ବାଚନ 2022

ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି : ଦିନ ୧୧ଟା ସୁଦ୍ଧା ୩୬% ରୁ ଅଧିକ ମତଦାନ ସୂଚନା

ଭୁବନେଶ୍ୱର: ପଂଚାୟତର ନିର୍ବାଚନ ପାଇଁ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଶାନ୍ତିଶୃଙ୍ଖଳାର ସହ ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି ଭୋଟର । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ୧୭ ହଜାର ୮୯ଟି ବୁଥରେ ମତଦାନ କରିବେ ୫୧ ଲକ୍ଷ ୩୧ ହଜାର ୭୨୭…

ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍: ସବୁ ବୁଥ୍‌ରେ କଡ଼ା ସୁରକ୍ଷା

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍। ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ। ବିଭିନ୍ନ ବୁଥ୍‌ରେ ସକାଳୁ ସକାଳୁ ଲମ୍ବା ଧାଡ଼ିରେ ଲୋକେ ଅପେକ୍ଷା କରି ରହିଛନ୍ତି। ଆଜି ୨୭ ଜିଲ୍ଲାର ୬୪ ବ୍ଲକରେ ହେଉଛି ଭୋଟ୍। ଏହି ପର୍ଯ୍ୟାୟରେ ୧୬୩ଟି ଜିଲ୍ଲା ପରିଷଦ ଜୋନ୍, ୧…

ତୃତୀୟ ପର୍ଯ୍ୟାୟରେ ୭୮.୬% ମତଦାନ, ସୁବର୍ଣ୍ଣପୁରରେ ଅଧିକ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଉତ୍ସାହଜନକ ରହିଛି ମତଦାନ । ତୃତୀୟ ପର୍ଯ୍ୟାୟରେ ମୋଟ୍ ୭୮.୬ ପ୍ରତିଶତ ମତଦାନ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୭.୪୪ ପ୍ରତିଶତ ଭୋଟିଂ ହୋଇଛି । ଗଞ୍ଜାମ ଜିଲ୍ଲାରେ ମତଦାନ ହାର ରହିଛି ସବୁଠୁ କମ୍ ୬୬.୭୫ ପ୍ରତିଶତ । ଅନୁଗୋଳ,…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୬ ମହିଳାଙ୍କ ସମେତ ୧୧ ଜଣଙ୍କୁ ବାନ୍ଧିଲା ପୋଲିସ

ଯାଜପୁର: ତୃତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବଢୁଛି ଗିରଫଦାରୀ । ଏଯାଏ ୧୧ ଜଣଙ୍କୁ ଗିରଫ କଲାଣି ଯାଜପୁର ପୋଲିସ । ଗିରଫ ଅଭିଯୁକ୍ତଙ୍କ ଭିତରେ ୫ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି । ଆଉ କିଛି ଲୋକଙ୍କୁ ଅଟକ…

ଭୋଟ୍ ବାକ୍ସ ଆଣିଲା ବେଳେ ଓଲଟିଲା ଜିପ୍, ୩ ଆହତ

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଭୋଟ ସାରି ଫେରୁଥିବା ସମୟରେ ଏକ କମାଣ୍ଡର ଜିପ ଓଲଟି ପଡ଼ିଥିଲା । ଜିପ୍ ଓଲଟି ପଡିବାରୁ ଜିପରେ ଥିବା ୩ ଜଣ ପୋଲିଂ ପାର୍ଟିର କର୍ମଚାରୀ ଆହତ ହୋଇଛନ୍ତି। ବ୍ଲକର ପିପଳପଦର ପଞ୍ଚାୟତର କେସ୍କାପାଡି ଠାରେ ନିର୍ବାଚନ ସାରି ଫେରୁଥିବା ଜିପ୍…

[ଦେଖନ୍ତୁ ଭିଡିଓ] ଭୋଟ ବର୍ଜନ ନିଷ୍ପତ୍ତି ନେଇ ବୁଥ ସମ୍ମୁଖରେ ଧାରଣାରେ ଗାଁର ଲୋକେ

ମୟୂରଭଞ୍ଜ: ଭୋଟ ବର୍ଜନ ନିଷ୍ପତ୍ତି ନେଇ ବୁଥ ସମ୍ମୁଖରେ ଧାରଣାରେ ନୁରିସାହି ଗ୍ରାମବାସୀ । ଆଜି ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ମୌଳିକ ସୁବିଧାରୁ ବଞ୍ଚିତ ବଡସାହି ବ୍ଲକ୍ ଖାନୁଆ ପଞ୍ଚାୟତ ୧୨ ନଂ ୱାର୍ଡ ବୁଥରେ ଭୋଟ ବର୍ଜନ । ନୁରିସାହି ଗ୍ରାମର ଶତାଧିକ ମହିଳା ପୁରୁଷ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ନିର୍ବାଚନ କମିଶନଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ

ଭୁବନେଶ୍ୱର: ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ନିର୍ବାଚନ କମିଶନଙ୍କୁ ଭେଟିଲେ ରାଜ୍ୟର ବରିଷ୍ଠ ସାମ୍ବାଦିକ । ସାମ୍ବାଦିକଙ୍କୁ ସୁରକ୍ଷା ଦିଅ, ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅ । ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖା ଦେଇଛି । ଏହାରି ମଧ୍ୟରେ ବିଭିନ୍ନ ବୁଥରେ…

[ଦେଖନ୍ତୁ ଭିଡିଓ] ଭୋଟ ତାଲିକାରେ ନାମ ନଥିବାରୁ ଭୋଟ ବାକ୍ସ ଉଠାଇ ନେଲେ ଡଙ୍ଗରିଆ

କଲ୍ୟାଣସିଂହପୁର: ପଞ୍ଚାୟତ ନିର୍ବାଚନର ୩ୟ ପର୍ଯ୍ୟାୟରେ ମଧ୍ୟ ଭୋଟ ବିଭ୍ରାଟ ଦେଖାଯାଇଛି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତର ରାଇଲିମା ଗ୍ରାମ ଠାରେ ଥିବା ୧୪ ନମ୍ବର ବୁଥର ଭୋଟ ବାକ୍ସକୁ ଉଠାଇ ନେଲେ ଡଙ୍ଗରିଆ । ଭୋଟ ଦେବା ପାଇଁ ତଳ ମୁସୁଡ଼ି ଓ ଉପର…

ସରିଲା ତୃତୀୟ ପର୍ଯ୍ୟାୟ ମତଦାନ: ୭୧ ପ୍ରତିଶତରୁ ଅଧିକ ଭୋଟିଂ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ଅପରାହ୍ନ ୧ଟା ସୁଦ୍ଧା ୭୧ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ଯାଜପୁର ଜିଲ୍ଲାକୁ ଛାଡ଼ି ଅନ୍ୟ ପ୍ରାୟ ସବୁ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଥିବା…

[ଦେଖନ୍ତୁ ଭିଡିଓ] ନିୟମଗିରି ପାହାଡ ଉପରେ ଭୋଟରଙ୍କ ମତ ଦାନ

ରାୟଗଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଆଜି ଅନୁଷ୍ଠିତ ହୋଇଛି । ରାୟଗଡା ଜିଲ୍ଲାର ଦୁଇଟି ବ୍ଲକରେ ନିର୍ବାଚନ ହୋଇଛି । ଶାନ୍ତିର ସହିତ ୨ ବ୍ଲକ ଅଞ୍ଚଳରେ ନିର୍ବାଚନ ପାଇଁ ଅନୁଷ୍ଠିତ ହୋଇଛି । ୩୮୭ ଟି ବୁଥରେ ଭୋଟର ନିଜର ମତଦାନ କରିଛନ୍ତି । ଏହି ଦୁଇ ବ୍ଲକରେ…