Latest Odisha News

BREAKING NEWS

Browsing Category

ପାଣିପାଗ

୨୫ ଯାଏଁ ବର୍ଷିବ, ମାଲକାନଗିରିକୁ ଆଲର୍ଟ ଜାରି

ଭୁବନେଶ୍ବର: ଲଘୁଚାପ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ତେବେ ସକ୍ରିୟ ମୌସୁମୀ ଏବଂ ଅବପାତ ପ୍ରଭାବରେ ରାଜ୍ୟରେ ୨୫ ତାରିଖ ଯାଏଁ ବର୍ଷା ହେବ ବୋଲି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବିଶେଷକରି ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ…

ସୁଧୁରୁଛି ମାଲକାନଗିରି ସ୍ଥିତି, ବନ୍ୟାର ନାହିଁ ଆଶଙ୍କା

ଭୁବନେଶ୍ବର: ଏବେ ରାଜ୍ୟର ଅନେକ ସ୍ଥାନରେ ଲଘୁଚାପ କାରଣରୁ ବର୍ଷା ଲାଗିରହିଛି । ଯାହା ଫଳରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଭଳି ଅନୁଭୂତ ହେଉଛି । ଏଥିରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ମାଲକାନଗିରି ଜିଲ୍ଲା । ଗତକାଲି ଅପେକ୍ଷା ଜଳସ୍ତର କମିଥିଲେ ମଧ୍ୟ ଏହାର ଅନେକ ଅଞ୍ଚଳ ଏବେ ବି ଜଳମଗ୍ନ…

ଆହୁରି ୩ ଦିନ ପ୍ରବଳ ବର୍ଷିବ, ୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଶୁକ୍ରବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି ।  ଏହି ଲଘୁଚାପ ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୦ କି.ମି ଏବଂ ଗୋପାଳପୁର ପାରାଦ୍ବୀପଠାରୁ ୯୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଯାହା ଘଣ୍ଟା ପ୍ରତି ୭ କି.ମି ବେଗରେ ପଶ୍ଚିମ- ଉତ୍ତର…

୨୨ ଯାଏଁ ବର୍ଷିବ, ୧୯ରେ ପୁଣି ଲଘୁଚାପ

ଭୁବନେଶ୍ବର: ଆଗାମୀ ୫ରୁ ୭ ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାରେ ଭିଜିବ ଓଡିଶା। ଆସନ୍ତା ୧୯ ତାରିଖରେ ପୁଣି ଆସୁଛି ଆଉ ଏକ ଲଘୁଚାପ । ଯାହାର ପ୍ରଭାବରେ ଭିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏନେଇ ୬ ଜିଲ୍ଲାକୁ ୟେଲୋ ଓ୍ବର୍ଣ୍ଣିଂ…

ହିଟ୍ଓ୍ବେଭ୍ ଆଲର୍ଟ; ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହର ପ୍ରଭାବ । ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଓଡିଶା ଛୁଇଁଥିଲେ ମଧ୍ୟ ତାତିରୁ ମିଳୁନି ଆଶ୍ବସ୍ତି । ଏହାକୁ ନେଇ ଆଜି ସତର୍କ ଜାରି କରିଛନ୍ତି ଏସଆରସି । ଆହୁରି ବଢିପାରେ ତାତି । ପ୍ରଚଣ୍ଡ ତାତି ଆାକଳନ ନେଇ ଆଜି ୮ ଜିଲ୍ଲାପାଳଙ୍କୁ…

ଓଡିଶା ଛୁଇଁଲାଣି ମୌସୁମୀ ବାୟୁ, ହେଲେ କଲବଲ କରୁଛି ତାତି

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶାକୁ ଛୁଇଁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାତିରୁ ମିଳିଲାନି ଆଶ୍ବସ୍ତି । ରାଜ୍ୟରେ ଏବେ ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହକୁ ଅସହ୍ୟ ଗୁଳୁଗୁଳି । ତେବେ ଏହାକୁ ନେଇ ଆଜି ଅଧିକ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି…

ଓଡିଶା ଛୁଇଁଲା ମୌସୁମୀ, ପ୍ରଭାବରେ ଅନେକ ସ୍ଥାନରେ ବର୍ଷା

ଭୁବନେଶ୍ବର: ଓଡିଶା ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମୌସୁମୀ ବାୟୁ ପ୍ରବେଶ କରିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ବର୍ଷା । କିଛି ଦିନ ମଧ୍ୟରେ ଏହା ସାରା ଓଡିଶାରେ ରଚିବ ତାଣ୍ଡବ । ଏହାକୁ…

୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର: ୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ । ଓଡ଼ିଶାରେ ମୌସୁମୀ ସ୍ପର୍ଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା । ଚଳିତଥର…

ତାତିରୁ ନିସ୍ତାର ନାହିଁ: ସାଢ଼େ ୧୧ ରେ ୪୨ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର :ସାରା ରାଜ୍ୟରେ କଲବଲ କରୁଛି ତାତି । ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ପ୍ରବଳ ଗରମରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଏପଟେ ଆଜି ସାଢ଼େ ୧୧ ରେ ୪୨ ଡିଗ୍ରୀ ଟପିଲା ତାପମାତ୍ରା । ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୪୨.୨ ଡିଗ୍ରୀସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ…

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ ଯୋଗେ ସୂଚନା ଦେଇଛି ଆଇଏମଡି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ…