Latest Odisha News
Browsing Category

ରାଜନୀତି

ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ, ୧୦୨ ଆସନରେ ହେଉଛି ମତଦାନ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବୃହତ ମତଦାନ ପ୍ରକ୍ରିୟା । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ଆରମ୍ଭ ହୋଇଛି ମତଦାନ । ଏଥିସହ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି…

ମୁଖ୍ୟମନ୍ତ୍ରୀଙ୍କ କଣ୍ଟାବାଞ୍ଝି ଥିଓରୀ ଜରିଆରେ ଦଳ କେଉଁ କଣ୍ଟାକୁ କାଢ଼ିବ?

ଭୁବନେଶ୍ୱର: କାହିଁକି କଣ୍ଟାବାଞ୍ଝିକୁ ବାଛିଲେ ନବୀନ ? ପୁଣି ପଶ୍ଚିମ ଓଡିଶା ଗୋଟି ଚଳାଇଛି ବିଜେଡି। ହିଞ୍ଜିଳି ସହ କଣ୍ଟାବାଞ୍ଝି ବିଧାନସଭା ଆସନରୁ ଲଢିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚବିଶ ନିର୍ବାଚନ ବିଜେଡି ପାଇଁ ସବୁଠୁ ବଡ ଅଗ୍ନିପରୀକ୍ଷା ହୋଇଥିବା ବେଳେ ଭୋଟ୍ ଗଣିତ କଷି ଦଳ…

ବିଜେଡିର କେଉଁ ଭୂମିକାରେ ନଜର ଆସିବେ ବର୍ଷା ପ୍ରିୟଦର୍ଶିନୀ?

ଭୁବନେଶ୍ୱର: ଓଲିଉଡ କୁଇନ୍ କୁହାଯାଉଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡିରେ କେଉଁ ଭୂମିକାରେ ନଜର ଆସିବେ ତାକୁ ନେଇ ବଢିଛି ଚର୍ଚ୍ଚା। ଜଣେ ଓଡ଼ିଆ ଫିଲ୍ମର ସଫଳ ଅଭିନେତ୍ରୀ ହିସାବରେ ଦଳ ତାଙ୍କୁ କେବଳ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ ରଖିବ ନା ପ୍ରାର୍ଥୀ କରାଇ କଳାକୁ…

ଦଳୀୟ ବିଧାୟକଙ୍କ ଟିକେଟ୍ କଟିବା ବିଜେଡି ପାଇଁ ହେବ କି ବୁମେରାଂ?

ଭୁବନେଶ୍ୱର: ଦଳୀୟ ଟିକେଟ ନ ମିଳିବାରୁ ଅନେକ ନେତା ଅସନ୍ତୋଷ ବ୍ୟକ୍ତ କରିବାରୁ ବିଜୁ ଜନତା ଦଳ ଆଭ୍ୟନ୍ତରୀଣ ବିବାଦର ସମ୍ମୁଖୀନ ହେଉଥିବା କୁହାଯାଉଛି। ଟିକେଟ୍ ବଣ୍ଟନରେ ବିଳମ୍ବ ପରେ ପ୍ରମୁଖ ଦାବିଦାରଙ୍କ ଟିକେଟ୍ କଟିବା ଭିତରେ ଦଳରେ ଯେ ସବୁକିଛି ଠିକଠାକ ଚାଲିଛି ବୋଲି କହିବା ସେତେଟା ସହଜ…

ବିଜେଡି ନେତା ନୀଳ ଚଷମା ପିନ୍ଧିଥିବାରୁ ଓଡ଼ିଶାର ବାସ୍ତବ ଚିତ୍ର ଦେଖିବାକୁ ଅକ୍ଷମ: ନାଉରୀ ନାଏକ

ଭୁବନେଶ୍ୱର: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ଭିତରେ ସେତିକି କାଦୁଅ ଫିଙ୍ଗାଫିଙ୍ଗି ବଢିଚାଲିଛି । ଏବେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ରାଜନୈତିକ ଦଳ ମଧ୍ୟରେ ଚାଲିଛି ଯୁଦ୍ଧ। ଦୀର୍ଘ ୨୫ ବର୍ଷ ସରକାରର ଅପାରଗତା ପାଇଁ ଆଜି କୋଟି କୋଟି ଓଡ଼ିଆ ଲୋକମାନେ ଜର୍ଜରିତ।…

ବିଜେଡି ମହିଳା ସଶକ୍ତିକରଣ ଆଳରେ ବଂଶବାଦ ରାଜନୀତିକୁ ପ୍ରୋତ୍ସାହନ ଦେଉନି ତ?

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ୧୦ ଜଣ ପ୍ରମୁଖ ନେତାଙ୍କ ସ୍ଥାନରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି। ଏହାର ପରିଣାମ କଣ ହେବ ତାହା ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ। କିନ୍ତୁ ଶାସକ ଦଳର ଏହି ନିଷ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ଏଥିମଧ୍ୟରୁ ଅନ୍ୟତମ…

୫-ଟିରେ ଖର୍ଚ୍ଚ ହୋଇଥିବା ସମସ୍ତ ସରକାରୀ ଅର୍ଥ ବିଜେଡି ଠାରୁ ଆଦାୟ କରାଯାଉ: କଂଗ୍ରେସ

ଭୁବନେଶ୍ୱର: ଆଜି କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହାର ଅଧ୍ୟକ୍ଷତା କରିଥିଲେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ । ଏହି ସଭାରେ ସେ ବିଜୁ ଜନତାଦଳ ଉପରେ ବର୍ଷିବା ସହିତ ୫-ଟିର ପ୍ରଚାର ପ୍ରସାରରେ ଖର୍ଚ୍ଚ ହୋଇଥିବା ସମସ୍ତ ସରକାରୀ ଅର୍ଥ ଉପରେ…

ଯୋଡା ମ୍ୟୁନିସିପାଲଟିର ପ୍ରଥମ ଅଧ୍ୟକ୍ଷକଙ୍କ ସହ ବିଜେପିରେ ମିଶିଲେ ବିଜେଡିରେ ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ସୁଦୃଢ ହେଉଛି ବିଜେପି । ଅନ୍ୟ ସବୁ ଦଳ ଛାଡି ବିଜେପିରେ ଯୋଗଦେଉଛନ୍ତି ବହୁ ନେତା ଓ କର୍ମୀ । ଏହି ପ୍ରରିପେକ୍ଷୀରେ ଆଜି କେନ୍ଦୁଝର ଜିଲ୍ଲା ଯୋଡା ମ୍ୟୁନିସିପାଲଟିର ପ୍ରଥମ ଅଧ୍ୟକ୍ଷ, ବିଜେଡିର ପୂର୍ବତନ କେନ୍ଦୁଝର ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଦାସ ନିଜର ଶତାଧିକ…

‘କେଜ୍ରିଓ୍ବାଲଙ୍କୁ ମାରିଦେବାକୁ ଷଡଯନ୍ତ୍ର କରୁଛି ବିଜେପି’

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାରି ମଧ୍ୟରେ ରାଉଜ ଆଭେନ୍ୟୁ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଇଡି ଦାବି କରିଛି ଯେ, ଜାଣିଶୁଣି କେଜ୍ରିୱାଲ ଅଧିକ ମିଠା ଖାଉଛନ୍ତି । ଯଦ୍ବାରା ତାଙ୍କ ସୁଗାର…

‘କଙ୍ଗନା ହେଉଛନ୍ତି ବର୍ଷା ଦିନିଆ ବେଙ୍ଗ, ନିର୍ବାଚନ ସରିଲେ ସେ ପୁଣି ମୁମ୍ବାଇ ଫେରିଯିବେ’

ମନାଲି: ହିମାଚଳ ପ୍ରଦେଶର ଚାରିଟି ଆସନ ମଧ୍ୟରୁ ବର୍ତ୍ତମାନ ସମୟରେ ମଣ୍ଡି ଚର୍ଚ୍ଚାରେ ରହିଛି । ଏହା ପଛର କାରଣ ହେଉଛି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବିଜେପି ପକ୍ଷରୁ ଟିକେଟ୍ ଦିଆଯାଇଛି । କଂଗ୍ରେସ ରାଜ୍ୟ ସଭାପତି ପ୍ରତୀଭା ସିଂ ବର୍ତ୍ତମାନ ଏଠାରୁ ସାଂସଦ ଅଛନ୍ତି ଏବଂ ଏଥର ତାଙ୍କ…