Latest Odisha News

BREAKING NEWS

Browsing Category

ରାଜନୀତି

କଂଗ୍ରେସରେ ଯୋଗଦେଲେ ବରିଷ୍ଠ ବିଜେଡି ନେତ୍ରୀ ମନୋରମା ଆଚାର୍ଯ୍ୟ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଶକ୍ତି ବୃଦ୍ଧି ହେବାରେ ଲାଗିଛି । ପ୍ରତ୍ୟେକ ଦିନ ମିଶ୍ରଣ ପର୍ବ ଦ୍ୱାରା ଅନେକ ବିଜେଡ଼ି, ବିଜେପିର ନେତା ଓ କର୍ମୀମାନେ କଂଗ୍ରେସରେ ସାମିଲ ହେଉଛନ୍ତି । ଏହିକ୍ରମରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ…

ବିଜେପିର ସଂକଳ୍ପ ପତ୍ର କେବଳ ପ୍ରତାରଣା ପତ୍ର, ଇସ୍ତାହାରରେ ନାହିଁ ବେକାରୀ ଓ କୃଷକ ସମସ୍ୟାର ସମାଧାନ: କଂଗ୍ରେସ

ଭୁବନେଶ୍ୱର: ବିଜେପି ପକ୍ଷରୁ ଚଳିତ ନିର୍ବାଚନ ପରିପ୍ରେକ୍ଷିରେ ପ୍ରକାଶିତ ଇସ୍ତାହାରରେ ବେକାରୀ, କୃଷକ ଓ ଦରବୃଦ୍ଧି ଭଳି ଉତ୍କଟ ସମସ୍ୟାର ସମାଧାନ ବିଷୟରେ ଗୋଟିଏ ଧାଡ଼ି ମଧ୍ୟ ଉଲ୍ଲେଖ ନାହିଁ । ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ ବିଜେପି ଗତ ୧୦ ବର୍ଷ ଧରି କେନ୍ଦ୍ରରେ କ୍ଷମତାରେ…

‘ରାହୁଲୟାନ ନା ଲଞ୍ଚ ହୋଇପାରିଛି ନା ହିଁ ଅବତରଣ’

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଚିଛି । ଏପ୍ରିଲ୍ ୧୯ ରେ ଦେଶର ୨୧ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହେବ । ଏହି ସମୟରେ ରାଜନୈତିକ ଦଳର ନେତାମାନେ ମଧ୍ୟ ପରସ୍ପରକୁ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି ।…

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ଟାର୍ଗେଟ: ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଫଟୋ ସେୟାର କରି କହିଲେ ଏ ହେଉଛି ବାସ୍ତବ ଚିତ୍ର

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡ଼ିର ହେଭିୱେଟ୍ ନେତା ପ୍ରଣବ ପ୍ରକାଶ ଦାଶଙ୍କ ଟାର୍ଗେଟ। ଗୁରୁବାର ସୋସିଆଲ ମିଡିଆରେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଫଟୋ ପୋଷ୍ଟ କରି ଧର୍ମେନ୍ଦ୍ରଙ୍କୁ ବାସ୍ତବ ଚିତ୍ର ଦେଖାଇଲେ ପ୍ରଣବ। ସୋସିଆଲ…

ବିଜେଡିର ନିର୍ବାଚନୀ ଇସ୍ତାହାର ପାଇଁ ଲୋକଙ୍କ ମତାମତ ମାଗିଲେ ଭିକେ ପାଣ୍ଡିଆନ

ଭୁବନେଶ୍ବର: ବିଜେଡିର ନିର୍ବାଚନି ଇସ୍ତାହାର ପାଇଁ ଲୋକଙ୍କ ମତାମତ ମାଗିଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଚାଲିଥିବା ବେଳେ ଏକ ଭିଡିଓ ଜାରି କରି ଲୋକଙ୍କ ମତାମତ ମାଗିଛନ୍ତି ପାଣ୍ଡିଆନ । ଭିଡ଼ିଓରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ…

ମେ’ ୧୩ରେ ଓଡିଶାରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ, ନେତା ବାଛିବେ ୬୨ ଲକ୍ଷ ୮୪ ଭୋଟର

ଭୁବନେଶ୍ଵର: ରାଜ୍ୟର ପ୍ରଥମ ତଥା ଦେଶର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗେଜେଟ ବିଜ୍ଞପ୍ତି ଜାରି ହେବା ସହିତ ନାମାଙ୍କନ ପତ୍ର ଦାଖଲ ପର୍ବ ଆରମ୍ଭ ହୋଇଛି । ମଇ ୨୮ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି,…

କଂଗ୍ରେସକୁ ଶକ୍ତ ଝଟକା, ଅମେଠୀରେ ଦଳ ଛାଡିଲେ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ଦାୟିତ୍ଵରେ ଥିବା ନେତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଦେଶରେ ରାଜନୀତି ତୀବ୍ର ହୋଇଛି। ଶାସକ ନେତାଙ୍କ ସହ ବିରୋଧୀ ଦଳ ମଧ୍ୟ ବଡ଼ ବଡ଼ କ୍ଷେତ୍ରକୁ ଯାଇ ପ୍ରଚାର ଆରମ୍ଭ କରିଛନ୍ତି। ବିଶେଷକରି ଉତ୍ତରପ୍ରଦେଶର ଅନେକ ହାଇ ପ୍ରୋଫାଇଲ୍ ଆସନରେ ନିର୍ବାଚନ ପ୍ରଚାର ଚରମ ସୀମାରେ ରହିଛି। ଏଥିମଧ୍ୟରୁ ଗୋଟିଏ ହେଉଛି…

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲେ ବହୁ ବିଜେପି ଓ କଂଗ୍ରେସ ନେତା

ଭୁବନେଶ୍ବର: ଯେତିକି ଯେତିକି ନିର୍ବାଚନ ପାଖେଇ ଆସୁଛି ନେତାଙ୍କ ଦଳ ଡିଆଁ ପର୍ବ ସେତିକି ମାତ୍ରାରେ ବଢିବାରେ ଲାଗିଛି । ଏହି ପ୍ରରିପେକ୍ଷୀରେ ଆଜି ବିଜେଡିରେ ମିଶିଲେ କନ୍ଧମାଳ ଲୋକସଭାର  ବହୁ ବିଜେପି, କଂଗ୍ରେସ ଓ ବିଏସପି ନେତା । ସେମାନଙ୍କ ମଧ୍ୟରେ କମଳାକାନ୍ତ ପାଣ୍ଡେ, ବିଳାସିନୀ ନାୟକ,…

ହାତ ଧରିଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ

ଭୁବନେଶ୍ଵର: ଶଙ୍ଖ ଛାଡି ହାତ ଧରିଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ । କଂଗ୍ରେସରେ ସାମିଲ ହେଲେ ସିପ୍ରା ମଲ୍ଲିକ । କଂଗ୍ରେସ ଭବନକୁ ଆସି ବିଧିବଦ୍ଧ ଭାବେ ଯୋଗଦେଲେ ସିପ୍ରା । ତେବେ କେନ୍ଦ୍ରାପଡ଼ାରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ନେଇ ଆଶାବାଦୀ ଅଛନ୍ତି…

ଅନୁଭବ ଆଉଟ୍ ବର୍ଷା ଇନ୍: ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ ଓଲିଉଡର ଚର୍ଚ୍ଚିତ ନାୟିକା ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହେଲେ ବର୍ଷା । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ବର୍ଷା । ତେବେ ଅନେକ ସମୟରେ ବର୍ଷା ବିଜେଡି ପାଇଁ ପ୍ରଚାର କରିଥିବା…