Latest Odisha News

BREAKING NEWS

Browsing Category

ରାଜନୀତି

ଝାରସୁଗୁଡା ଉପ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ଜିଲ୍ଲା ସଭାପତି

ଝାରସୁଗୁଡା: ଉପ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଜୋରଦାର ଝଟକା ।   ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ  ନିଜ ପଦରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ମିଶ୍ର । ସେ ତାଙ୍କ   ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଏଆଇସିସି ସଭାପତିଙ୍କ…

କଂଗ୍ରେସର ସାପ ମନ୍ତବ୍ୟକୁ ପିଏମ୍ ମୋଦିଙ୍କ କାଉଣ୍ଟର, କହିଲେ ‘ଶିବଙ୍କ ଗଳାରେ ଶୋଭାପାଏ ସାପ’  

ବେଙ୍ଗଳୁରୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ସାପ ସମ୍ବୋଧନ କରିବା ପରେ କର୍ଣ୍ଣାଟକରେ ମୋଦି କାଉଣ୍ଟର କରିଛନ୍ତି । କୋଲାରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି । ଖଡ଼ଗେଙ୍କ ବିଷାକ୍ତ ସାପ ବୟାନକୁ କାଉଣ୍ଟର କରିବା ନାଁ ନନେଇ…

କେଜ୍ରିୱାଲଙ୍କ ଘର ମରାମତିରେ ୪୫ କୋଟି, ହିସାବ ମାଗିଲେ ଏଲଜି

ଭୁବନେଶ୍ୱର: ବିବାଦରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ମରାମତି ପ୍ରସଙ୍ଗ। ଘର ମରାମତିରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନେଇ ବିଜେପିର ଟାର୍ଗେଟରେ ଥିବା କେଜ୍ରିୱାଲଙ୍କୁ ଏଲଜିଙ୍କ ଝଟକା। ସରକାରୀ ବାସଭବନ ଉନ୍ନତିକରଣରେ ୪୫ କୋଟି ଖର୍ଚ୍ଚ ପ୍ରସଙ୍ଗରେ ସମସ୍ତ…

ମୋଦିଙ୍କୁ ହଟାଇବାକୁ ନୀତିଶଙ୍କ ନକ୍ସା!

ଭୁବନେଶ୍ୱର: ଖୁବ ଶୀଘ୍ର ରୂପ ନେବ ବିରୋଧୀ ମେଣ୍ଟ। କଂଗ୍ରେସ ସମେତ ଦେଶର ଅନ୍ୟ ପ୍ରମୁଖ ବିରୋଧୀମାନେ ଗୋଟିଏ ସ୍ଥାନରେ ଏକାଠି ହୋଇ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବେ। କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ବିରୋଧୀଙ୍କ ଏହି ମହା ବୈଠକ ବସିବ। ତାହା ପୁଣି ବିହାରର ପାଟନାରେ। ଏଭଳି କିଛି…

‘କର୍ଣ୍ଣାଟକ ନିର୍ବାଚନ’, ମୋଦିଙ୍କୁ କଂଗ୍ରେସର ୯୧ ଗାଳି

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି। ନିଜର ପ୍ରଥମ ଦିନର ପ୍ରଚାରରେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିବା ସହ ବିଜେପିକୁ ବହୁମତ ଦେବାକୁ କର୍ଣ୍ଣାଟକବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି। ହମନାବାଦରେ ବିଶାଳ ଜନସଭାକୁ ଉଦବୋଧନ ଦେଇ କଂଗ୍ରେସ ଦେଶକୁ ଭାଗ…

ରାହୁଲ ଗାନ୍ଧୀଙ୍କ ପରେ ଲୋକସଭା ସାଂସଦ ପଦ ହରାଇବେ ଅଫଜଲ ଅନସାରୀ

ନୂଆଦିଲ୍ଲୀ: ବାନ୍ଦା ଜେଲରେ ଥିବା ମାଫିଆ ତଥା ରାଜନେତା ମୁକ୍ତାର ଅନସାରୀଙ୍କୁ ଏମପି/ଏମଏଲ୍ଏ କୋର୍ଟ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁସାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ କୋର୍ଟ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ସମାନ ମାମଲାରେ ମୁକ୍ତାର ଅନସାରୀଙ୍କ ବଡ଼ ଭାଇ ଓ ବିଏସପି ସାଂସଦ…

ସତ୍ୟପାଲଙ୍କ ଘରେ ପଶିଲା ସିବିଆଇ

ଭୁବନେଶ୍ୱର: ସତ୍ୟପାଲଙ୍କ ଘରେ ସିବିଆଇ। ବୀମା ଦୁର୍ନୀତି ପ୍ରସଙ୍ଗରେ ସିବିଆଇର ଏକ ଟିମ ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଯିବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ପୁଲୱାମା ପ୍ରସଙ୍ଗକୁ ନେଇ ସତ୍ୟପାଲ ପ୍ରଧାନମନ୍ତ୍ରୀ ମୋଦି ଓ…

ଇନ୍ଦିରାଙ୍କୁ ଟାଣିଲେ ପ୍ରିୟଙ୍କା, ଖେଳିଲେ ଇମୋସନାଲ କାର୍ଡ

ଭୁବନେଶ୍ୱର: କର୍ଣ୍ଣାଟକର ଚିକମାଗାଲୁରରେ ପ୍ରିୟଙ୍କାଙ୍କ ଇମୋସନାଲ କାର୍ଡ। ୧୯୭୮ ମସିହାରେ ସେହି ସ୍ଥାନରେ ଇନ୍ଦିରା ଗାନ୍ଧୀଙ୍କ ସଭାକୁ ଏବେର ସଭା ସହ ଯୋଡିଛନ୍ତି ପ୍ରିୟଙ୍କା । ଦୀର୍ଘ ବର୍ଷର ବ୍ୟବଧାନ ପରେ ଏଭଳି କିଛି ସଂଯୋଗ ପ୍ରସଙ୍ଗକୁ ନେଇ ପ୍ରିୟଙ୍କା କର୍ଣ୍ଣାଟକବାସୀଙ୍କ ସହ କଂଗ୍ରେସକୁ…

ରାହୁଲଙ୍କ ‘କୋଲାର’ରେ ସଭା କରିବେ ମୋଦି!

ଭୁବନେଶ୍ୱର: ଚଳିତ ମାସ ୩୦ ତାରିଖରେ କର୍ଣ୍ଣାଟକର କୋଲାରରେ ପ୍ରଧାନମନ୍ତ୍ରୀ ମୋଦି କରିବେ ପ୍ରଚାର। କୋଲାରରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦି। ଏ ସମ୍ପର୍କିତ ଖବର ଆସିବା ପରେ କର୍ଣ୍ଣାଟକ ସମେତ ଦେଶର ରାଜନୀତି ତୀବ୍ର…

‘ଓଡ଼ିଶାରେ ଚାଲିଛି ବାବୁଙ୍କ ଶାସନ, ତାଙ୍କ ପାଇଁ ଛତା ଧରି ବୁଲୁଛନ୍ତି ମନ୍ତ୍ରୀ’: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ଚାଲିଛି ବାବୁମାନଙ୍କ ଶାସନ । ବାବୁଙ୍କ ପାଇଁ ଛତା ଧରି ବୁଲୁଛନ୍ତି ପ୍ରଭାବଶାଳୀ ମନ୍ତ୍ରୀ । ଏଭଳି କହି ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଆହୁରି କହିଛନ୍ତି, ମୁଁ ଆଜି ଖବର କାଗଜ ଦେଖିଲି ବାବୁମାନେ…