Latest Odisha News

BREAKING NEWS

Browsing Category

ରାଜନୀତି

ପଟ୍ଟନାୟକଙ୍କ ସହ ଫ୍ରେଣ୍ଡଲି ନିର୍ବାଚନ ହେବନି, ଲୋକସଭା ଆସନ ଉପରେ ମୋଦୀଙ୍କ ନଜର

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିଜେପି ଏବେ ଦୁର୍ବଳ ଆସନ ଗୁଡିକରେ ଅର୍ଥାତ ଅନ୍ତିମ ସାଧାରଣ ନିର୍ବାଚନରେ ହାରିଥିବା ଆସନରେ କିଭଳି ୨୦୨୪ରେ ବିଜୟୀ ହେବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆଜି ବିହାର ରାଜଧାନୀ ପାଟନାରେ…

ଗୋବିନ୍ଦଙ୍କ ପାଇଁ ଧୂଳିସାତ୍ ହେବ କି ଦିବ୍ୟଶଙ୍କରଙ୍କ ରାଜନୈତିକ ଭବିଷ୍ଯତ ?

ଭୁବନେଶ୍ୱର: ମମିତାଙ୍କ ପାଇଁ ସମ୍ଭବତଃ ଯାଇଥିଲା ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତ୍ରୀ ପଦ । ଗୋବିନ୍ଦ ସାହୁଙ୍କ ପାଇଁ ଅଡ଼ୁଆରେ ତାଙ୍କର ରାଜନୈତିକ ଭବିଷ୍ୟତ ? ମମିତା ମେହେର ହତ୍ୟାକାଣ୍ଡର ମୁଖ୍ଯ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିବା ପରେ ଅନେକ ପ୍ରଶ୍ନ ଉଠୁଛି ।…

ନିର୍ବାଚନକୁ ନେଇ ସିରିୟସ୍ ନୁହେଁ କଂଗ୍ରେସ, ୨୪ରେ ସ୍ୱାଧୀନ ପ୍ରାର୍ଥୀ ହେବେ ମହମ୍ମଦ ମୋକିମ୍ !

ଭୁବନେଶ୍ୱର: ଦଳ ଭିତରେ ବିରୋଧ । ୨୦୨୪ରେ କଂଗ୍ରେସ ଟିକେଟ୍ ନ ମିଳିଲେ ସ୍ୱାଧୀନ ଭାବେ ଲଢ଼ିବେ ମହମ୍ମଦ ମୋକିମ୍ । ସନ୍ଦୀପଙ୍କ ସହ ଜବାବ ସୁଆଲ୍ କାର୍ଯ୍ୟକ୍ରମରେ ଭାଗ ନେଇ ବାରବାଟି-କଟକ ବିଧାୟକ ମୋକିମ୍ କହିଛନ୍ତି, ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଟାର୍ଗେଟ୍ କରାଯାଉଛି । ତେବେ…

ଖାଇବା ଟେବୁଲରେ ଏକାଠି ନଜର ଆସିଲେ ପିଏମ୍ ମୋଦି ଓ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିରୋଧୀ ଦଳ ନେତା । ତାହା ପୁଣି ଗୋଟିଏ ଟେବୁଲରେ । ଆଜ୍ଞା ହଁ ପରପ୍ୱକ ଭାରତୀୟ ଗଣତନ୍ତ୍ରରେ ଏଭଳି ଦେଖିବାକୁ ମିଳିଛି । ସଂସଦ ଭିତରେ ସରକାରଙ୍କୁ ସମାଲୋଚନା କରୁଥିବା ବିରୋଧୀ, ସଂସଦ ବାହାରେ ବନ୍ଧୁ । ଆଜି ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସହ ବିରୋଧୀ…

ଶସ୍ତା ହେବ ସିଲିଣ୍ଡର, ରୋଷେଇ ଗ୍ୟାସ୍ ୫୦୦ ଟଙ୍କାରେ ଦେବେ ସରକାର

ଜୟପୁର: ମହଙ୍ଗା ମାଡ଼ ଭିତରେ ଖୁସି ଖବର । ଦରବୃଦ୍ଧି ଯୋଗୁ ବିଗିଡ଼ି ଯାଇଥିବା ବଜେଟକୁ ଆଶ୍ୱସ୍ତି ଦେବ ରୋଷେଇ ଗ୍ୟାସ୍ । ୨୦୨୩ ଏପ୍ରିଲ୍ ପହିଲାରୁ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ୫ ଶହ ଟଙ୍କାରେ ମିଳିବ । ବିପିଏଲ୍ କାର୍ଡଧାରୀ ଓ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଏହି ସୁବିଧା ପାଇବେ ।…

୨୦୨୪ ପାଇଁ ଚେଲାକୁମାରଙ୍କ ମାନସମନ୍ଥନ; ରାଜ୍ୟ ସରକାରଙ୍କୁ କଲେ କଟାକ୍ଷ

ଭୁବନେଶ୍ୱର: ବଳ ଗୋଟାଉଛି ହାତ ଦଳ । ରାଜ୍ୟରେ କଂଗ୍ରେସର ସ୍ଥିତି ମଜଭୁତ କରିବା ପାଇଁ ପ୍ରଭାରୀ ଡ. ଏ. ଚେଲାକୁମାରଙ୍କ ଗୁରୁ ମନ୍ତ୍ର । ୨୦୨୪ ର ଲକ୍ଷ୍ୟ ହାତସେ ହାତ ଯୋଡୋ  । କଂଗ୍ରେସ ଭବନରେ ପିସିସି ସଭାପତି ଶରତ  ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ କରିଛନ୍ତି ମାନସମନ୍ଥନ । ଆଗାମୀ…

ବଳ ଗୋଟାଉଛି ହାତ ଦଳ; ସାମିଲ ହେଲେ ପମି ମିଶ୍ର ଓ ଗୁଡଲି ରଥ

ଭୁବନେଶ୍ୱର: କଂଗ୍ରେସରେ ଆଜି ସାମିଲ ହୋଇଛନ୍ତି ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥ ଓ ଗାୟିକା ପମି ମିଶ୍ର । ରାଜଧାନୀସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଦୁହେଁ ରାଜ୍ୟ ପ୍ରଭାରୀ ଏ. ଚେଲାକୁମାରଙ୍କ ଉପସ୍ଥିତିରେ ହାତ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରରେ ରାଜ୍ୟ…

ନବଙ୍କ ଜରିଆରେ ପଦ୍ମପୁର ଡିଲ୍ କରିଥିଲା ବିଜେଡି: ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ବିଜେପି ପଦ୍ମପୁର ଉପନିର୍ବାଚନରେ କେଉଁ କାରଣ ପାଇଁ ହାରିଲା। ଏ ନେଇ ବିସ୍ତୃତ ରିପୋର୍ଟ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କୁ ଦେଇଛନ୍ତି ପରାଜିତ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଦଳ। ତେବେ ରିପୋର୍ଟ ଦେବା ପୂର୍ବରୁ ସେ ନିର୍ବାଚନ ହାରିବା ପଛର କାରଣ କହିଛନ୍ତି।…

ପଦ୍ମପୁର  ପରାଜୟର ହେବ ତର୍ଜମା: ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ପଦ୍ମପୁର ଉପନିର୍ବାଚନ ପରେ ତାଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ । ପଦ୍ମପୁର ଉପନିର୍ବାଚନରେ ଦଳର ଶୋଚନୀୟ ପରାଜୟ ହୋଇଛି । ତାହାର ତର୍ଜମା କରିବାକୁ କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି । ପରାଜୟର…

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ମୁହଁ ଖୋଲିଲେ ଭାଜପା ସାସଂଦ ସୁରେଶ ପୂଜାରୀ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା  ଏକ ସ୍ପର୍ଶକାତର ପ୍ରସଙ୍ଗ।  ସରକାରଙ୍କ ନୀରବତା ଏବଂ ନିଷ୍ଠାର ଅଭାବ ଯୋଗୁ ହିଁ ଏପରି ଏକ ପ୍ରସଙ୍ଗ…